Breaking News

ରେଷ୍ଟୁରାଣ୍ଟ ନିଜ ସାଙ୍ଗ ମାନଙ୍କ ସହ ମିଶି ଏଭଳି ମଜା ମସ୍ତି କରୁଛନ୍ତି ବାବୁଶାନ୍(Babusaan) … ଦେଖନ୍ତୁ

ଓଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ବାବୁଶାନ୍ ମହାନ୍ତି । ଅଭିନୟରେ ସେ ବେଶ୍ ପାରଙ୍ଗମ। ସିନେମାରେ ତାଙ୍କର ଜବରଦସ୍ତ ଅଭିନୟ ତାଙ୍କୁ ଲୋକ ମାନଙ୍କ ହୃଦୟରେ ଏକ ନିଆରା ସ୍ଥାନ ଦେଇଛି। ରାଜ୍ୟରେ ବାବୁଶାନ୍ ଙ୍କର ଖୁବ୍ ଫ୍ୟାନ ଫଲୋଇଙ୍ଗ ରହିଛି। ଓଡ଼ିଆ ଇଣ୍ଡଷ୍ଟ୍ରି ର ସେ ଜଣେ ଆଗଧାଡିର ଅଭିନେତା। ଅନେକ ନୂଆ ଧରଣର ସିନେମା ସେ ଓଡ଼ିଆ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି।

ତେବେ ନିକଟରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ବାବୁଶାନ୍ ଙ୍କୁ ନେଇ ଉପୁଜିଥିବା ବିବାଦ ବିଷୟରେ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଏବେ ବି ଏହି ବିବାଦକୁ ନେଇ ଚର୍ଚ୍ଚା ଥମିନାହିଁ କିମ୍ବା ଏହି ବିବାଦର କୌଣସି ଏକ ସ୍ଥାୟୀ ସମାଧାନ ମିଳିପାରିନାହିଁ। ତେବେ ଏହି ଘଟଣା ପରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବେ ମୁମ୍ବାଇ ଚାଲି ଯାଇଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ବାବୁଶାନ୍ ଏବେ ନିଜ ବାପା ମା ଙ୍କ ସହ ରହୁଛନ୍ତି ଆଉ ପତ୍ନୀ ତୃପ୍ତି ଏବେ ନିଜ ବାପଘରେ ରହୁଛନ୍ତି।

ତେବେ ଏହି ସବୁ ବିବାଦ ଭିତରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଷ୍ଟାର ଅଭିନେତା ବାବୁଶାନ୍ ଙ୍କର କିଛି ଭିଡିଓ। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା। ଏହି ଭିଡିଓ ରେ ବାବୁଶାନ୍ ନିଜ ସାଙ୍ଗ ମାନଙ୍କ ସହ ମିଶି କିଭଳି ମଜା ମସ୍ତି କରୁଛନ୍ତି ତାହା ଦେଖିବାକୁ ମିଳିଛି।

ତେବେ ଗୋଟିଏ ଭିଡିଓ ରେ ବାବୁଶାନ୍ ନିଜ ସାଙ୍ଗ ସହ ବସି ଏକ ରେଷ୍ଟୁରାଣ୍ଟ ରେ ଗୁପଚୁପ ଖାଉଥିବାର ନଜର ଆସୁଛନ୍ତି। ସେହିଭଳି ଅନ୍ୟ ଏକ ଭିଡିଓ ରେ ବାବୁଶାନ୍ ନିଜ ସାଙ୍ଗ ସହ ‘ଧୋ ରେ ବାଈଆ ଧୋ’ ଗୀତ ଗାଉଥିବା ର ଦେଖିବାକୁ ମିଳିଛି। ତେବେ ଏହି ଭିଡିଓ ଦେଖିବା ପରେ ଲୋକ ମାନେ ଏଥିରେ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି।

ତେବେ କହିବାକୁଗଲେ, ଏତେ ସବୁ ବିବାଦ ପରେ ମଧ୍ୟ ବାବୁଶାନ୍ ଙ୍କର ଲୋକପ୍ରିୟତା କମି ନାହିଁ। ଯେଉଁମାନେ ତାଙ୍କର ଫ୍ୟାନ୍ସ୍ ଅଛନ୍ତି ସେମାନଙ୍କର ଏବେ ବି ବାବୁଶାନ୍ ଙ୍କ ପ୍ରତି ସମାନ ଭଲ ପାଇବା ରହିଛି। ବାବୁଶାନ୍ ଓ ତୃପ୍ତି ଙ୍କ ସମ୍ପର୍କ ପୁଣି ଆଗ ଭଳି ଠିକ୍ ହେଇଯାଉ ଆଉ ବାବୁଶାନ୍ ପୁଣି ଥରେ ଅଭିନୟକୁ ଫେରନ୍ତୁ ବୋଲି ତାଙ୍କ ଫ୍ୟାନ୍ସ୍ ମାନେ ଆଶା ରଖିଛନ୍ତି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ପିଣ୍ଟୁ ନନ୍ଦଙ୍କ (Pintu Nanda) ସ୍ତ୍ରୀ ମାନଙ୍କୁ ମଣିଷ କରିବା ପାଇଁ ପିଲାଙ୍କୁ ନେଇ ଦିଲ୍ଲୀ ଚାଲିଗଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ମଣିଷ ଭିତରେ ରାଗ ଓ ଅଭିମାନ ରଖି …

Leave a Reply

Your email address will not be published. Required fields are marked *