ବର୍ତ୍ତମାନ ସୁଦ୍ଧା ପ୍ରେମିକ ଙ୍କ ଘର ଆଗରେ ପ୍ରେମିକା ଙ୍କ ଧାରଣା ଆଜି କୁ 12 ଦିନ ହୋଇ ସାରିଲାଣି । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ କିପରି ଭାବରେ ଲଗାତାର ବର୍ଷା ହେଉଛି । ଏତେ ବର୍ଷା ରେ ମଧ୍ୟ ଦୀପିକା ତାଙ୍କ ପ୍ରେମିକ ଙ୍କ ଘର ଆଗରେ ବସି ଧାରଣା ରେ ବସିଛନ୍ତି । ଗତ କାଲି ଠାରୁ ମଧ୍ୟ ଲଗାଣ ବର୍ଷା ହୋଇ ଥିଲା ତଥାପି ସେ ହାର ମାନି ନାହାନ୍ତି ତାଙ୍କ ର ମାତ୍ର ଗୋଟିଏ ଜିଦ ସେ ଜଣେ ସ୍ତ୍ରୀ ମାନ୍ୟତା ପାଇବେ ଓ ତାଙ୍କ ପୁଅ ର ବାପା ର ପରିଚୟ ମଧ୍ୟ ଦେବେ ।
ଏତେ ଦିନ ଧରି ବର୍ଷା ହେଉଛି ଦିନ ରାତି କିଛି ନାହିଁ ସବୁବେଳେ ବର୍ଷା ହେଉଛି ଏଭଳି ଅବସ୍ଥା ରେ ଫୁଣି ଟେଣ୍ଟ ନାହିଁ କି କିଛି ନାହିଁ ପୁରା ବର୍ଷା ରେ ଚ୍ଥତା ରେ ରହି ଅନେଇ ବସିଛନ୍ତି ନିଜ ପାଇଁ ତାଙ୍କ ପୁଅ ପାଇଁ ନ୍ୟାୟ । ଏ ନେଇ ନିଜେ ଦିପିକା ପ୍ରତିକ୍ରିୟା ଦେଇଛନ୍ତି କି ସେ ତାଙ୍କ ପୁଅ କୁ ନ୍ୟାୟ ଦେବା ପାଇଁ ଏତେ ବର୍ଷା ରେ ଗୋଟିଏ ଛତା ମାଧ୍ୟମ ରେ ରହୁଛନ୍ତି ।
ଯେ ପର୍ଯ୍ୟନ୍ତ ସେ ନ୍ୟାୟ ନ ପାଇବେ ସେ ସେମିତି ଘର ଆଗରେ ବସି ରହିଥିବେ । ପୋଲିସ କ’ଣ କରିବେ ଏହି ଠାରେ କୌଣସି ପ୍ରସାନିକ କ’ଣ କରି ପାରିବେ । ଏଇଠି ଦୀପିକା ବସି ଛନ୍ତି ନ୍ୟାୟ ପାଇବା ପାଇଁ । ଦୀପିକା ଙ୍କ ର ଅଧିକାର ଅଛି ସେଇଠି ପାଇଁ ବସିଛନ୍ତି । ସେ ପାଗଳ ହେଇ ଯାଇ ନାହାନ୍ତି କି ସେ ବସିବେ କାହାର ଘର ଜଗିବା ପାଇଁ । ସେ ବସିଛନ୍ତି ନ୍ୟାୟ ପାଇବା ପାଇଁ । କେହି କେବେ ବି ପାଗଳ ଭଳି ବସିବେ ନାହିଁ ।
ପୋଲିସ ଦୀପିକା ଙ୍କି ହଟାଇବା ପାଇଁ ଚାଲବାଜ୍ କରୁଛନ୍ତି । ଯଦି ପୋଲିସ ନ୍ୟାୟ ଦେବାକୁ ଚାହୁଁଛି ତାହେଲେ କାହିଁକି ଦିନେସ୍ କୁ ପାଖକୁ ଆଣିଲେ ନାହିଁ କାହିଁକି ତାକୁ ଛାଡି ଦେଲେ । ଦିନେସ୍ ଙ୍କ ପାଇଁ କୋର୍ଟ ଅଛି ଆଉ ଦୀପିକା ପାଇଁ କୌଣସି କୋର୍ଟ ସାହାଯ୍ୟ କରୁ ନାହାନ୍ତି । କୌଣସି କୋର୍ଟ ଯଦି କହି ନଥିଲେ ଦୀପିକା ଙ୍କୁ କାଢ଼ିବା ପାଇଁ ଯଦି ଦୀପିକା ଙ୍କୁ ଘରୁ ବାହାର କରି ଦେଲେ ତାହେଲେ ସେ ଘର ଆଗରେ ଯେତେ କଷ୍ଟ ହେଉ ପଛେ ବାହାର ଜଗି ବସିବେ ନ୍ୟାୟ ପାଇବା ପାଇଁ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।