ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଯେଉଁ ଚଳଚ୍ଚିତ୍ର ନିର୍ମିତ ହେଉଛି ତାହା ଓଡ଼ିଶା ଦର୍ଶକ ମାନ ଙ୍କୁ ପସନ୍ଦ ଆସୁ ନାହିଁ କାରଣ ତାହା ଅନ୍ୟ କୌଣସି ଚଳଚ୍ଚିତ୍ର ରୁ କପି ହୋଇଛି ବୋଲି କହୁଛନ୍ତି , ଦର୍ଶକ ମାନେ କେବଳ କହୁ ନାହାଁନ୍ତି ଏହା ଦେଖିବା ପରେ ସ୍ପଷ୍ଟ ଭାବରେ ଜଣା ପଡି ଯାଉଛି ଏହା ଅନ୍ୟ କୌଣସି ଚଳଚ୍ଚିତ୍ର ରୁ କପି ହୋଇଛି ବୋଲି ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ପୂର୍ବ ଭଳି ସଦୃଢ଼ କରାଇବା ପାଇଁ ଆଗେଇ ଆସିଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା , ପ୍ରଯୋଜକ ଓ ନିର୍ଦ୍ଦେଶକ । ଆମ ସଂସ୍କୃତି କୁ ନେଇ ଚଳଚ୍ଚିତ୍ର ନିର୍ମିତ ହେବ । ବର୍ତ୍ତମାନ୍ ସମୟ ରେ ଏହି ଓଡ଼ିଆ ଚଳଚ୍ଚିତ୍ର କୁ ନେଇ ଏକ ସ୍ପେଶିଆଲ ସୋ ନନ୍ଦିଘୋଷ ରେ ପ୍ରସାରିତ ହେଉଥିଲା ଯାହାର ନାମ ଓଡ଼ିଆ ଫିଲ୍ମ ରହିଥିଲା ଏହା ର ଉପସ୍ଥାପକ ଥିଲେ ଅବିନାଶ ଷଡଙ୍ଗୀ ।
ଏଥିରେ ଯୋଗ ଦେଇଥିଲେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ପ୍ରଯୋଜକ ଅକ୍ଷୟ ପରିଡା ଓ ସଞ୍ଜୟ ନାୟକ ଓ ଲୋକ ପ୍ରିୟ ନିର୍ଦ୍ଦେଶକ ଏବଂ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଶ୍ରୀତମ ଦାସ । ନିର୍ଦ୍ଦେଶକ ତାପସ ସର୍ଘରିଆ ଏବଂ ଅଭିନେତା ମନୋଜ ମିଶ୍ର । ପ୍ରଯୋଜକ ସଞ୍ଜୟ ନାୟକ କହିଛନ୍ତି ସାଉଥ୍ ଇଣ୍ଡଷ୍ଟ୍ରି ଓ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁତ୍ ଫରକ୍ କାରଣ ସାଉଥ୍ ରେ ଯଦି କିଏ ୫ ଟଙ୍କା ରୋଜଗାର କରେ ୨ ଫିଲ୍ମ ଲଗାଇବା ପାଇଁ ୨ ଟଙ୍କା ଫୁଲ ଲଗାଇବା ପାଇଁ ଓ ୧ ଟଙ୍କା ଟିଏ ଖାଇବା ପାଇଁ ।
କିନ୍ତୁ ଓଡ଼ିଶା ରେ ଯିଏ ୫ ଟଙ୍କା ରୋଜଗାର କରୁଛି ସେ ୬ ଟଙ୍କା ଖାଇ ଦେଉଛି , ଏହାରି ଭିତରେ ସମସ୍ତେ ନିଜ କଥା କହିବା ପରେ ଶ୍ରୀତମ କହିଥିଲେ ଆମେ ଏଠି କଣ ପାଇଁ ଆସିଛେ ତାମିଲ, ତେଲୁଗୁ ଫିଲ୍ମ କୁ ପ୍ରମୋଟ କରିବା ପାଇଁ ଆସିଛେ ନା ଓଡ଼ିଆ ଫିଲ୍ମ କୁ ନେଇ , ମନୋଜ ମିଶ୍ର କହୁଛନ୍ତି ଯେ ତାମିଲ ଫିଲ୍ମ ଦେଖିବା ପାଇଁ ଯାହାକୁ ଶ୍ରୀତମ ବିରୋଧ କରି ଥିଲେ ।
ଶ୍ରୀତମ କହିଥିଲେ ଆମେ ଆଜି ଏଠି ବସିଛି ଓଡ଼ିଆ ଇଣ୍ଡଷ୍ଟ୍ରି କୁ ପ୍ରମୋଟ କରିବା ପାଇଁ । ଏହି ଭଳି କିଛି କହିବା ପରେ ମନୋଜ ମିଶ୍ର ଓ ଶ୍ରୀତମ ଦାସ ସେହି ସୋ ମୁହାଁ ମୁହିଁ ହୋଇ ଯାଇଥିଲେ ଓ ଅନ୍ୟ ମାନ ଙ୍କ କଥା କିଛି ଶୁଣି ନ ଥିଲେ କି ସେମାନ ଙ୍କୁ କିଛି କହିବାକୁ ଦେଲେ ନାହିଁ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।