Breaking News

ଲିପ୍ସା ଙ୍କ ବାହାଘର ରେ ଯୌତୁକ ନେବିନି ସୁନା ଦେଇ ମୁଁ ଝିଅ ଆଣିବି: ବୁଦ୍ଧାଦିତ୍ୟ … ଦେଖନ୍ତୁ

ନିକଟରେ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।ଆଉ ଏବେ ତାଙ୍କର ସଙ୍ଗୀତ କାର୍ଯ୍ୟକ୍ରମ ହେଉଛି ।ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ସଙ୍ଗୀତ ସେରୀମନି ରେ ଓଲିଉଡ଼ ରୁ ଅନେକ କଳାକାର ଯୋଗ ଦେଇଛନ୍ତି। ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ ପୁନମ୍ ମିଶ୍ର ଏବଂ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଆଦି କଳାକାର ମାନେ ଯୋଗଦାନ କରିଥିଲେ । ଏବଂ ଅଭିନେତା ବୁଦ୍ଧାଦିତ୍ୟ ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ ଙ୍କ ସହିତ ଡାନ୍ସ କରିଛନ୍ତି ।

ଉପସ୍ଥିତ ଥିବା ସମସ୍ତ କଳାକାର ମାନେ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ରେ ଜବରଦସ୍ତ ଡାନ୍ସ କରିଛନ୍ତି। ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ସଙ୍ଗୀତ ସେରୀମନି ରେ ଅଭିନେତା ବୁଦ୍ଧାଦିତ୍ୟ ଙ୍କୁ ସୋସିଆଲ ମିଡ଼ିଆ ରେ କିଛି ପ୍ରଶ୍ନ କରିଥିଲେ ଯେ ଆପଣ କେବେ ବିବାହ କରୁଛନ୍ତି ।ଆଉ ବୁଦ୍ଧାଦିତ୍ୟ କହିଛନ୍ତି ଯେ ଝିଅ ଏ ଯାଏ ମୋ ପାଇଁ ଦେଖା ହୋଇନି ଆଉ ଯୋଉ ଝିଅ ମୋତେ ବାହା ହବ ମୁଁ ତାକୁ ବିନା ଯୌତୁକ ରେ ବାହା ହେବି ଆଉ ତା ସହିତ ତାକୁ ଚବିଶ କ୍ୟାରେଟ୍ ଗୋଲ୍ଡ ଦେଇକି ବାହା ହେବି।

ଆଉ ଅଭିନେତ୍ରୀ ପ୍ରିୟଙ୍କା ରଥ କହିଛନ୍ତି ଯେ ବୁଦ୍ଧାଦିତ୍ୟ ଙ୍କ ପାଇଁ ଆମେ ଆଗକୁ ସ୍ୱୟଂ କନ୍ୟା ର ପ୍ରସ୍ତୁତି କରିବାକୁ ଯାଉଛୁ ଝିଅ ମାନେ ରେଡ୍ଡୀ ରୁହନ୍ତୁ ମ୍ୟାରେଜ୍ ପାଇଁ।ସମସ୍ତେ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ରେ ବହୁତ୍ ମସ୍ତି କରିଛନ୍ତି ଏବଂ ତା ସହିତ ଜବରଦସ୍ତ ଡାନ୍ସ ମଧ୍ୟ କରିଛନ୍ତି।ଅଭିନେତା ବୁଦ୍ଧାଦିତ୍ୟ ଏବଂ ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ ଦୁହେଁ ଡାନ୍ସ କରିଛନ୍ତି ।ଅଭିନେତ୍ରୀ ପ୍ରିୟଙ୍କା ଙ୍କ ର ସ୍ବପ୍ନ ଥିଲା ଯେ ସେ ବୁଦ୍ଧାଦିତ୍ୟ ଙ୍କ ସହିତ ଡାନ୍ସ କରିବେ ।ଆଉ ତାଙ୍କ ସ୍ବପ୍ନ ମଧ୍ୟ ପୁରଣ ହୋଇଛି ।

ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ଜୀବନ ସାଥି ଙ୍କ ନାଁ ହେଉଛି ଆକାଶ ।ଆକାଶ ଙ୍କ ସହିତ ଲିପ୍ସା ମିଶ୍ର ଙ୍କ ଯୋଡ଼ି ବେସ୍ ସୁନ୍ଦର୍ ଦିସୁଛି।ଆଉ ସମସ୍ତ ତାଙ୍କୁ ଶୁଭେଛା ଜଣାଇଛନ୍ତି ।ଖୁବ୍ ଶୀଘ୍ର ତାଙ୍କର ବିବାହ ମଧ୍ୟ ହୋଇଯିବ ।ଅଭିନେତ୍ରୀ ଲିପ୍ସା ମିଶ୍ର ତାଙ୍କ ବିବାହ କୁ ନେଇ ବେସ୍ ଖୁସି ଥିବାର ନଜର ଆସିଛନ୍ତି।ଏବଂ ସେ ତାଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ରେ ତାଙ୍କ ଭାବି ସ୍ଵାମୀ ଙ୍କ ସହିତ ବହୁତ୍ ସୁନ୍ଦର୍ ଡାନ୍ସ କରିଛନ୍ତି।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *