ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ଏହି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଚଳଚ୍ଚିତ୍ର ଓ ଧାରାବାହିକ ପ୍ରସ୍ତୁତ ହୋଇଥାଏ । ଦର୍ଶକ ମାନ ଙ୍କ ଅତି ପ୍ରିୟ ହୋଇ ପାରୁଛି ଧାରାବାହିକ । ବର୍ତ୍ତମାନ ସମୟ ରେ ବେଶ୍ ଲୋକ ପ୍ରିୟ ହୋଇ ପାରିଛି ଧାରାବାହିକ ଜଗତ । ଓଡ଼ିଆ ଟିଭି ଚ୍ୟାନେଲ ରେ ପ୍ରସାରିତ ହୋଇଥାଏ ।
ବିଭିନ୍ନ ଲୋକ ପ୍ରିୟ ଟିଭି ଚ୍ୟାନେଲ ମାନ ଙ୍କ ରେ ଭିନ୍ନ ଭିନ୍ନ ଧାରାବାହିକ ପ୍ରସାରିତ ହୋଇଥାଏ । ଏହି ସମସ୍ତ ଧାରାବାହିକ ଗୁଡ଼ିକ ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ ହେବା ସହ ଓଡ଼ିଶା ର ଘରେ ଘରେ ପରିଚିତ ହୋଇ ପାରିଛନ୍ତି । ଆପଣ ମାନେ ଏହି ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।
ଦର୍ଶକ ମାନ ଙ୍କ ପ୍ରତି ଦିନ ମନୋରଞ୍ଜନ କରାଇ ଥାଆନ୍ତି ଏହି ଲୋକ ପ୍ରିୟ ଅଭିନେତ୍ରୀ ମାନେ । ଧାରାବାହିକ ଜଗତ ର କମ୍ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମନେ କି ଅଭିନୟ ସହ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ଓ ବେଳେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ବର୍ତ୍ତମାନ ସମୟ ରେ ଲୋକ ପ୍ରିୟ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।
ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଲିପ୍ସା ମିଶ୍ର ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ସେହି ବିଷୟ ରେ ଜାଣିବା । ଆପଣ ମାନେ ଲିପ୍ସା ମିଶ୍ର ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଅଭିନେତ୍ରୀ ଜଣକ ନିଜ ଜୀବନୀ ଅଭିନୟ ମଧ୍ୟ ରେ ବହୁ ସାରା ଚଳଚ୍ଚିତ୍ର ଓ ଧାରାବାହିକ ଏବଂ ଆଲବମ ରେ ଅଭିନୟ କରି ସାରିଛନ୍ତି । ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି ।
ଆପଣ ମାନେ ଲିପ୍ସା ମିଶ୍ର ଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ନିଶ୍ଚିନ୍ତ ଭାବରେ ରେ ଦେଖିବାକୁ ପାଇଥିବେ, ଦର୍ଶକ ମାନେ ତାଙ୍କ ଜବରଦସ୍ତ ଅଭିନୟ କୁ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି । ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଲିପ୍ସା ମିଶ୍ର ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଆପଣ ମାନେ ଜାଣିଥିବେ ଯେ ଆଗାମୀ ଦିନ ମାନ ଙ୍କ ରେ ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି ଲିପ୍ସା ।
ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଜଣକ ବିବାହ ବନ୍ଧନ ରେ ବାନ୍ଧି ହେବା ପୂର୍ବ ରୁ ଓଡ଼ିଆ ଇଣ୍ଡଷ୍ଟ୍ରି ର କିଛି ଲୋକ ପ୍ରିୟ ଅଭିନେତ୍ରୀ ଙ୍କୁ ବ୍ୟାଚେଳର ପାର୍ଟି ଦେଉ ଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।