ବିବାହ ବନ୍ଧନ ରେ ବାନ୍ଧି ହେଲେ ଓଡ଼ିଆ ସିରିଏଲ ତଥା ଓଡ଼ିଆ ଚଳଚିତ୍ର ର ହିରୋଇନ ଲିପ୍ସା ମିଶ୍ର । ସେ ତାଙ୍କ ବୟଫ୍ରେଣ୍ଡ୍ ଆକାଶ କୁ ହିଁ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି । କିଛି ଦିନ ତଳେ ତାଙ୍କ ର ଏନଙ୍ଗେଞ୍ଜମେଣ୍ଟ୍ ହୋଇ ଯାଇଥିବାର ଦେଖିବାକୁ ମିଳି ଥିଲା । ଆଉ ଏବେ ଦୁହେଁ ସାତ ଜନ୍ମ ର ସାଥି ମଧ୍ୟ ହୋଇ ସାରିଛନ୍ତି ।
ଏହା ସହିତ ଅନେକ ସେଲିବ୍ରିଟି ମାନେ ମଧ୍ୟ ନଜର ରେ ଆସିଛନ୍ତି ଲିପ୍ସା ମିଶ୍ର ଙ୍କ ର ବାହାଘର ରେ । ବହୁତ ସିନେମା ର ଅଭିନେତା ଓ ଅଭିନେତ୍ରୀ ଓ ସିରିଏଲ ର ଅଭିନେତା ଓ ଅଭିନେତ୍ରୀ ମାନେ ଲିପ୍ସା ଙ୍କ ର ବାହାଘର ଏକାଠି ହୋଇ ଥିବାର ନଜର ରେ ଆସିଛନ୍ତି । ଲିପ୍ସା ଙ୍କ ସହିତ ବହୁତ ଫଟୋ ଉଠେଇ ଥିବାର ନଜର ରେ ଆସିଛନ୍ତି ।
ତେବେ ଲିପ୍ସା ଙ୍କ ର ବାହାଘର ବହୁତ ଧୁମଧାମ ରେ ସରିଛି । ଓଡ଼ିଆ ସିରିଏଲ ଏବଂ ଫିଲ୍ମି ଜଗତ ରେ ଲିପ୍ସା ଙ୍କ ର ଚର୍ଚ୍ଚା ବହୁତ ରହିଛି । ଆଉ ଏବେ ମଧ୍ୟ ତାଙ୍କ ର ଚର୍ଚ୍ଚା ରହିଛି । ଚଳଚିତ୍ର ସହିତ ଅନେକ ସିନେମା ରେ ସେ ଜବରଦସ୍ତ ଅଭିନୟ କରି ଥିବାର ନଜର ରେ ଆସିଛନ୍ତି ଅଭିନେତ୍ରୀ ଲିପ୍ସା । ଲିପ୍ସା ଙ୍କ ସୁନ୍ଦର ଅଭିନୟ ପାଇଁ ଲୋକ ମାନେ ତାଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି ।
ତାହା ସହିତ ଅନେକ ଓଡ଼ିଆ ଆଲବମ୍ ଓ ବଲିଓଡ ର ଆଲବମ୍ ରେ ଅଭିନୟ କରିଥିବାର ନଜର ରେ ଆସିଛନ୍ତି ଅଭିନେତ୍ରୀ ଲିପ୍ସା । ଲିପ୍ସା ବହୁତ ପ୍ରତିକ୍ଷିତ ସମୟ ପରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ଯେଉଁ ଥିରେ ସମସ୍ତେ ଖୁସି ଥିବାର ନଜର ରେ ଆସିଛନ୍ତି । ଲିପ୍ସା ଙ୍କ ର ବୟଫ୍ରେଣ୍ଡ୍ ଆକାଶ ଙ୍କୁ ବିବାହ କରିଛନ୍ତି ବୋଲି ବହୁତ ଖୁସି ମଧ୍ୟ ଅଛନ୍ତି । ଆକାଶ ଓ ଲିପ୍ସା ଦୁହେଁ ଦୁହିଁକୁ ବହୁତ ଦିନ ଧରି ଭଲ ପାଇ ଆସୁଥିଲେ ।
ଆଉ ଦୁହେଁ ଶେଷ ରେ ହାତ ରେ ହାତ ମିଶେଇ ଶପଥ ନେଲେ । ଶେଷ ରେ ଦୁହେଁ ବିବାହ କରି ଏବେ ନୂଆ ଜୀବନ ଟିଏ ତିଆରି କରୁ ଛନ୍ତି । ଏନେଇ ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେବା ପରେ ତାଙ୍କ ଫାନ୍ ମାନେ ବହୁତ କଙ୍ଗ୍ରାଜୁଲେସନ୍ କରିଥିବାର ନଜର ରେ ଆସିଛନ୍ତି । ଏବଂ ଲୋକ ମାନେ ତାଙ୍କ ର ଏହି ଚଏସ୍ କୁ ତାଙ୍କ ର ବେସ୍ ପସନ୍ଦ କରି ଥିବାର ନଜର ରେ ଆସିଛନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।