ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ର ଓଡ଼ିଆ ଇଣ୍ଡଷ୍ଟ୍ରି ଓ ସେତେବେଳ ଓଡ଼ିଆ ଇଣ୍ଡଷ୍ଟ୍ରି ବହୁତ୍ ଭିନ୍ନ କାରଣ ବର୍ତ୍ତମାନ୍ ସମୟ ରେ ଓଡ଼ିଆ ଚଳଚ୍ଚିତ୍ର କୁ ଦେଖିବା ପାଇଁ ଦର୍ଶକ ମାନେ ଆସୁ ନ ଥିବା ସମୟ ରେ ଆଉ କେଉଁଠି ଚଳଚ୍ଚିତ୍ର ରିଲିଜ୍ ହେବା କୁ ସିନେମା ହଲ୍ ମିଳୁନାହିଁ । ସେତେବେଳେ ଓଡ଼ିଆ ଚଳଚ୍ଚିତ୍ର ରିଲିଜ୍ ହେବା ପରେ ଲୋକ ମାନେ ସିନେମା ହଲ ଗହଳି କରୁଥିଲେ ଟିକେଟ ପାଇଁ ।
କାରଣ ସେତେବେେଳ ଅଭିନେତା ଓ ଅଭିନେତ୍ରୀ ମାନ ଅଭିନୟ ଦର୍ଶକ ମାନ ଙ୍କୁ ବେଶ୍ ପସନ୍ଦ ଆସୁଥିଲା ଓ ଦର୍ଶକ ମାନେ ମଧ୍ୟ ଏହି ଅଭିନୟ ଦେଖି ବେଶ୍ ମନୋରଂଜନ କରାଉ ଥିଲେ । ସେତେବେଳେ ଅଭିନୟ ଯେମିତି ଥିଲା ସମସ୍ତ ଗୀତ ଗୁଡ଼ିକ ମଧ୍ୟ ସେମିତି ଥିଲା । ସେତେବେଳେ ଅନେକ ଲୋକ ପ୍ରିୟ ନିର୍ଦ୍ଦେଶକ ଥିଲେ ଓ ଲୋକ ପ୍ରିୟ ଗାୟକ ମାନେ ଥିଲେ ।
ସେତେବେଳ ର ଗୀତ ବର୍ତ୍ତମାନ୍ ସମୟ ରେ ମଧ୍ୟ ସୁପର ହିଟ ରହିଛି । ଆଜି କା ସମୟ ରେ କିଛି ଲୋକ ପ୍ରିୟ କଳାକାର ମାନେ ଥିବା ସମୟ ରେ ଅନେକ ଲୋକ ପ୍ରିୟ କଳାକାର ମାନେ ଏହି ଦୁନିଆ ଛାଡ଼ି ଚାଲିଯାଇଛନ୍ତି ଆର ପାରି କୁ । ଯେତିକି କଳାକାର ଅଛନ୍ତି ସେଥି ମଧ୍ୟ ରୁ କିଛି ଲୋକ ପ୍ରିୟ କଳାକାର ନିଜ କଳା ଜାରି ରଖିଥିବା ସମୟ ରେ ଆଉ କିଛି କଳା ଜଗତ ରୁ ଦୂରେଇ ରହିଛନ୍ତି ଓ ଆଜି ବି ମଧ୍ୟ ଦର୍ଶକ ମାନେ ଅପେକ୍ଷା କରି ରହିଛନ୍ତି ।
ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଜଣେ ଗାୟକ ଙ୍କ ବିଷୟ ରେ ଜାଣିବା ଯିଏ ଯାହାଙ୍କ ଗୋଟିଏ ଗୀତ ସମସ୍ତ ଙ୍କୁ ପସନ୍ଦ ଆସିଥିଲା ଓ ହିଟ ହୋଇଥିଲା ଓ ବର୍ତ୍ତମାନ ସମୟ ରେ ହିଟ ହୋଇ ରହିଛି ଓ ଆଗକୁ ମଧ୍ୟ ରହିବ । ଏହି ଗୀତ ଟି ହେଉଛି ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ , ଏହି ଗୀତ ଟି ଆପଣ ମାନେ ନିଶ୍ଚୟ ଶୁଣିଥିବେ । ଏହି ଗୀତ ଟି କିଏ ଗାଇଛନ୍ତି ତାହାଲେ ଆପଣ ମାନେ ନିଶ୍ଚୟ ଜାଣିଥିବେ
ଏହି ଗାୟକ ଜଣକ ହେଉଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର ପ୍ରତିଷ୍ଠିତ ଗାୟକ ଟି ସୌରି , ଆଜି ଆମେ ଏହି ଗାୟକ ଙ୍କ ବିଷୟ ରେ ଜାଣିବା । ବନ୍ଧୁଗଣ ଟି ସୌରୀ ଭଲ ପାଇ ବିବାହ କରିଛନ୍ତି ତାଙ୍କ ପତ୍ନୀ ମଧ୍ୟ ଜଣେ କଳାକାର ସେ ଓଡ଼ିଶୀ ନୃତ୍ୟ କରି ଥାଆନ୍ତି । ମୋ ପରିବାର କହିଲେ ମୋ ସ୍ତ୍ରୀ ଭାଇ ଭଉଣୀ ବାପା ମା ନୁହଁନ୍ତି ବରଂ ଓଡ଼ିଶା ମୋ ପରିବାର । ମୋ ଘରେ ମୁଁ ଅ-ଶ୍ଳୀ-ଳ-ତା ପୂରାଇ କୁ କାହା ଘରେ ପସେଇବାକୁ ଦିଏ ନାହିଁ , ଏହି ଭଳି ଅନେକ କିଛି କଥା କହିଛନ୍ତି ।
ଟି ସୌରୀ ସେତେବେଳେ ଅନେକ ଚଳଚ୍ଚିତ୍ର ରେ ଗୀତ ଗାଇଥିଲେ କିନ୍ତୁ ବର୍ତ୍ତମାନ୍ ସମୟ ରେ ସେ ଗାଉ ନାହାଁନ୍ତି କାରଣ ତାଙ୍କ୍ ପସନ୍ଦ ର ଗୀତ ମିଳୁନାହିଁ , ହଁ ବନ୍ଧୁ ସେ ଏମିତି ଗୀତ ଗାଇବା କୁ ଚାହାଁନ୍ତି ଯାହାକୁ ଦର୍ଶକ ମାନେ ବହୁତ୍ ସାରା ଭଲ ପାଇବା ଦେବେ ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।