Breaking News

ଲୋକପ୍ରିୟ କମେଡିଆନ ରାଜୁ ଦାସ (Raju Das) ଙ୍କ ନିର୍ବନ୍ଧ ସରିଲା, ଖୁବଶୀଘ୍ର କରିବେ ବିବାହ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ସୋସିଆଲ ମିଡିଆ ସମସ୍ତେ ବ୍ୟବହାର କରୁଛନ୍ତି । କାରଣ ଏହି ସୋସିଆଲ ମିଡିଆ ରେ ମଣିଷ ମନୋରଂଜନ ପାଇବା ସହ ସବୁକିଛି ପାଇ ପାରୁଛି ଯେମିତି କି ପରିଚୟ ଠାରୁ ଭଲ ଅର୍ଥ ଉପାର୍ଜନ । ସୋସିଆଲ ମିଡିଆ ରେ ଦର୍ଶକ ମାନ ଙ୍କ ପସନ୍ଦ ପାଇଁ ଭିଡିଓ ପୋଷ୍ଟ କରି ବେସ ଲୋକ ପ୍ରିୟ ହୋଇଥାନ୍ତି ।

ବର୍ତ୍ତମାନ ସମୟ ରେ ଅନେକ ବ୍ୟକ୍ତି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଅପଲୋଡ଼ କରି ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି । ଅଧିକାଂଶ ବ୍ୟକ୍ତି you tube ଆପ ରେ ବେସ ଲୋକ ପ୍ରିୟ ହେବା ସହିତ ଓଡ଼ିଶା ର ଘର୍ ଘରେ ପରିଚିତ । ଦର୍ଶକ ମାନ ଙ୍କ ମନୋରଂଜନ କରାଇବା ପାଇଁ ଅନେକ ମଜେଦାର ଭିଡିଓ ଅପଲୋଡ଼ କରିବା ସହ ଲୋକ ପ୍ରିୟ ହେବା ସହ ଭଲ ଅର୍ଥ ଉପାର୍ଜନ କରନ୍ତି ।

ଆପଣ ମାନେ ଜାଣିଥିବେ ରାଜୁ ଦାସ ଯିଏ କି ବର୍ତ୍ତମାନ୍ ସମୟ ରେ ଓଡ଼ିଶା ର ଘର୍ ଘରେ ପରିଚିତ , ସୋସିଆଲ ମିଡ଼ିଆ ପରିଚୟ ଦେବା ସହ ଅନେକ କିଛି ଦେଇଛନ୍ତି । ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ କମେଡି ଦେଖିଥିବେ ତାଙ୍କର ଅନେକ ମଜେଦାର ଭିଡିଓ ରେ ।

ଏହି ଅଭିନେତା ନିଜ ପରିଶ୍ରମ ରେ ଆଜି ସେ ଏତେ ଲୋକ ପ୍ରିୟ ହୋଈ ପାରିଛନ୍ତି । ସଫଳତା ପଛରେ ରେ ଦର୍ଶକ ମାନ ଙ୍କ ହାତ ରହିଛି , ଆଜି ସେ ନିଜେ ଲୋକ ପ୍ରିୟ ହୋଇ ଆଜି ସେ ଅନେକ ପିଲା ଙ୍କୁ ସୁଜୋଗ ଦେଉଛନ୍ତି ଅଭିନୟ ପାଇଁ । ଆଜି ନିଜ ଅଭିନୟ ପାଇଁ ସେ ଭଲ ଅର୍ଥ ଉପାର୍ଜନ ମଧ୍ୟ କରୁଛନ୍ତି । ଏହି ଅଭିନେତା ଜଣକ ସଦା ସର୍ବଦା ନିଜ ଭିଡିଓ କୁ ନେଇ ଚର୍ଚ୍ଚା ରେ ଥାଆନ୍ତି ।

ସେହିଭଳି ଭାବେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ରାଜୁ ଦାସ ନିଜ ବ୍ୟକ୍ତିଗତ ଜୀବନ ର ଭିଡିଓ କୁ ନେଇ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଆଜି ଆମେ ସେହି ବିଷୟ ରେ ଜାଣିବା । ରାଜୁ ସାହୁ ଭେରାଇଟ ଷ୍ଟୋର ଭିଡିଓ ରେ ବେଶ୍ ଲୋକ ପ୍ରିୟ ହୋଇ ପାରିଥିଲେ । ଦର୍ଶକ ମାନ ଙ୍କ ପାଇଁ ସେ ବହୁ ସାରା ଭିଡିଓ ପ୍ରସ୍ତୁତ କରିଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅଭିନେତା ରାଜୁ ଦାସ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ରାଜୁ ଦାସ ଆଗାମୀ ଦିନ ମାନ ଙ୍କ ରେ ବିବାହ କରିବାକୁ ଯାଉଛନ୍ତି ଓ ବର୍ତ୍ତମାନ୍ ସମୟ ରେ ତାଙ୍କ ନିର୍ବନ୍ଧ ସରି ଯାଇଛି । ଆପଣ ମାନେ ଏହି ନିର୍ବନ୍ଧ ଭିଡ଼ିଓ ଟି ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *