ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଗାୟିକା ଅଛନ୍ତି । ଏହି ଗାୟିକା ମାନେ ତାଙ୍କ ଜବରଦସ୍ତ ସୂ ମଧୁର କଣ୍ଠ ରୁ ଗୀତ ଗାଈ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ସେହିଭଳି ଏକ ଗାୟିକା ଙ୍କ ବିଷୟ ରେ ଜାଣିବା ,
ତାହେଲେ ବନ୍ଧୁଗଣ ଏହି ଗାୟିକା ଜଣକ ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟିକା ସୋହିନୀ ମିଶ୍ର , ଆପଣ ମାନେ ସୋହିନୀ ମିଶ୍ର ଙ୍କୁ ଜାଣିଥିବେ ସେ ବହୁଗୁଡିଏ ଗୀତ ଗାଇଛନ୍ତି ଓ ତାଙ୍କ ସମସ୍ତ ଗୀତ କୁ ଦର୍ଶକ ମାନେ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି । ଆଜି ଆମେ ଏହି ଗାୟିକା ଙ୍କ ବିଷୟ ରେ ଜାଣିବା ଯାହାକି ସେ ନିଜେ ଏକ ସାକ୍ଷାତକାର ରେ ଆସି କହିଛନ୍ତି ।
ଏହି ସାକ୍ଷାତକାର ରେ ସେ ଅନେକ। ପ୍ରଶ୍ନ ର ଉତ୍ତର ମଧ୍ୟ ରଖିଛନ୍ତି , ସୋହିନୀ ଙ୍କୁ ପ୍ରଶ୍ନ କରା ଯାଇଥିଲା ଯେ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ କମ୍ କାମ କରନ୍ତି କାରଣ ସେ ଅଧିକ ଟଙ୍କା ଖୋଜନ୍ତି ଓ ଯେତେବେଳ ତାଙ୍କୁ ଅଧିକ ଟଙ୍କା ମିଳେ ସେ ସେତେବେଳ କାମ କରନ୍ତି ବୋଲି । ଏହାର ଉତ୍ତର ସେ କହିଥିଲେ ମୁଁ ଭଲ କାମ କରିବାକୁ ଚାହେଁ ଟଙ୍କା ଯଦି ଓ ମୋର୍ ଆବଶ୍ୟକ ତା ମାନେ ନୁହେଁ ଟଙ୍କା ପାଇଁ ସବୁ କିଛି କରିଦେବି ।
ଗାୟିକା ସୋହିନୀ ମିଶ୍ର ଦିନେ ରିଲେସନ ରେ ଥିଲେ ଓ ପରେ ରିଲେସନ ଛାଡି ଦେଇ ଥିଲେ । ଏହି ବିଷୟରେ ସେ କହିଛନ୍ତି ଯାହା ହେବା ର ଥାଏ ତାହା ଉପରେ ଲେଖା ହୋଇଥାଏ , ମୋତେ ଏବଂ ମୋ ପ୍ରଫେଷନ କୁ ମ୍ୟାଚ୍ କଲା ଭଳି ମୋତେ ଗୋଟେ ଜୀବନ ସାଥି ଟେ ଦରକାର୍ । ଯିଏ ମୋତେ ବୁଝି ପାରୁଥିବ ମୋ ମ୍ୟୂଜିକ କୁ ବୁଝି ପାରୁ ଥିବ ।
ତାଙ୍କ୍ ଜୀବନ ସାଥି ତାଙ୍କ ପାଇଁ ଜଣେ ମଣିଷ ହେବା କଥା ଓ ଯେଉଁଟା କି ପୂରଣ ହେଲା ନାହିଁ । ଭୁଲ୍ ବୁଝାମଣା ପାଇଁ ରିଲେସନ ଟି ଭାଙ୍ଗି ଯାଇଥିଲା , ଏହି ସାକ୍ଷାତକାର ରେ ସେ କହିଥିଲେ ଯେ ମୋ ଜୀବନ ସାଥି ବହୁତ୍ ଭଲ ମଣିଷ ହେବା ଦରକାର୍ ମୋ କଥା ଶୁଣୁ ଥିବାର ଦରକାର୍ । ଏହି ଭଳି ଅନେକ କଥା କହିଥିଲେ ।
ବନ୍ଧୁଗଣ ଏହି ଗାୟିକା ଜଣକ ବର୍ତ୍ତମାନ୍ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ବିବାହ ହେବା ପରେ ବର୍ତ୍ତମାନ୍ ନିଜ ଶଶୁର ଘରେ ସ୍ଵାମୀଙ୍କ ସହ ବେଶ ଖୁସି ରେ ଅଛନ୍ତି । ବନ୍ଧୁଗଣ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଗାୟିକା ଭାବେ ସେ ଓଡ଼ିଶା ର ଘର୍ ଘରେ ପରିଚିତ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।