Breaking News

ଲୋକପ୍ରିୟ ଅଭିନେତ୍ରୀ ଲିପି (Lipi) ଙ୍କ ଘରକୁ ଆସିଲା ବହୁତ ବଡ ଦୁଃ-ଖ ଖବର – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ। ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ।ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ । ତାହେଲେ ଏହି ଅଭିନେତ୍ରୀ ମାନେ ବେଳେ ବେଳେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ନିଜ ବ୍ୟକ୍ତିଗତ ଜୀବନ ର ଭିଡିଓ କୁ ନେଇ ହେଉ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ତାଙ୍କ ପରିବାର ରୁ ଆସି ଯାଇଛି ଏକ ବଡ ଦୁଃଖ ଖବର । ଆସନ୍ତୁ ଏହି ବିଷୟ ରେ ଜାଣିବା , ତାହେଲେ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଲିପି ।

ଆପଣ ମାନେ ଅଭିନେତ୍ରୀ ଲିପି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଅଭିନେତ୍ରୀ ଲିପି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ହେବା ସହିତ ଓଡ଼ିଶା ର ଘର୍ ଘରେ ପରିଚିତ, ଆପଣ ମାନେ ଅଭିନେତ୍ରୀଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ଅଭିନେତ୍ରୀ ଜଣକ ଆଲବମ କୁଇନୀ ଭାବେ ବେଶ୍ ପରିଚିତ ।

ତାଙ୍କ ଅଭିନୟ ଆରମ୍ଭ ହୋଇଥିଲା ଆଲବମ ଜଗତ ରୁ ତେବେ ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ଜଣକ ବହୁ ସାରା ଆଲବମ ଓ ଚଳଚିତ୍ର ରେ ଅଭିନୟ କରିବା ସହ ଧାରାବାହିକ ର ଅଭିନୟ ଜାରି ରଖିଛନ୍ତି । ଲିପି ମହାପାତ୍ର ଙ୍କ ମା ମଧ୍ୟ ଜଣେ ଅଭିନେତ୍ରୀ , ଲିପି ମହାପାତ୍ର ଙ୍କ ମା ଙ୍କ ନାମ ହେଉଛି ବନ୍ଦନା ।

ଆପଣ ମାନେ ବନ୍ଦନା ଙ୍କୁ ବହୁ ସାରା ଚଳଚ୍ଚିତ୍ର ଓ ଧାରାବାହିକ ରେ ନିଶ୍ଚୟ ଦେଖିଥିବେ । ବର୍ତ୍ତମାନ୍ ସମୟ ରେ ଲିପି ଓ ତାଙ୍କ ମାଆ ବନ୍ଦନା ଦୁଃଖିତ ଅଛନ୍ତି କାରଣ ଉଭୟ ଙ୍କ ପ୍ରିୟ ଜ୍ୟାକ ଏକ ମାସ ହୋଇଯିବ ଉଭୟ ଙ୍କୁ ଛାଡି ଆର ପାରି କୁ ଚାଲି ଯାଇଛି । ଏକ ମାସ ହୋଇଥିଲେ ମଧ୍ୟ ସେ ଭୁଲି ନାହାଁନ୍ତି ।

ତାହେଲେ ବନ୍ଧୁଗଣ ଏହି ଯ୍ୟାକ ହେଉଛି ଏକ କୁକୁର , ପରିବାର ସଦସ୍ୟ ଭଳି ସେ ଲିପି ଙ୍କ ପରିବାର ରେ ରହି ଆସୁଥିଲା । ବର୍ତ୍ତମାନ୍ ସମୟ ରେ ଲିପି ଙ୍କ ଘରେ ତାଙ୍କ ପ୍ରିୟ ଜ୍ୟାକ୍ ର ପୂଜା ଅର୍ଚ୍ଚନା କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆ ରେ ଓ ଏହାକୁ ଲିପି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିବା ସହ ଏହି ସୂଚନା ଟି ଦେଇଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *