Breaking News

“ଲୋକ ମତେ ବେସ୍ୟା କହୁଛନ୍ତି !!” : ଶେଷରେ ମିଡିଆ ସାମ୍ନାକୁ ଆସି ଏମିତି କହିଲେ ଦୀପିକା (Deepika) … ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦିନେସ୍ ଓ ଦୀପିକା ଙ୍କ କେସ୍ ବହୁତ ଦିନ ଧରି ହେଇ ଗଲାଣି । ଏହି କଥା ସାରା ଓଡିଶା ରେ ଏବେ ଚର୍ଚ୍ଚା ର ବିଷୟ ପାଲଟି ଗଲାଣି । ସୋସିଆଲ ମିଡ଼ିଆ ର ପ୍ରଥମ ପେଜ ଖୋଲିଲା ବେଳେ ପ୍ରଥମେ ଦୀପିକା ଙ୍କ ଭିଡିଓ ହିଁ ଆସୁଛି । ଦୁଇ ମାସ ଧରି ଧାରଣା ରେ ବସି ଛନ୍ତି ଦୀପିକା ଦିନେସ୍ ଙ୍କ ଘର ଆଗରେ ।

ଆଉ ସେ ତାଙ୍କ ନିଜ ପାଇଁ ନ୍ୟାୟ ମାଗୁଛନ୍ତି ନିଜ ପିଲା ପ୍ରତି ନ୍ୟାୟ ମାଗୁଛନ୍ତି ସେ ଚାହୁଁ ଛନ୍ତି ତାଙ୍କ ପିଲା ର ବାପା ପରିଚୟ୍ ମିଳୁ । ଯଦି କାଲି ସକାଳେ ତାର ଆଧାର କାର୍ଡ ବନା ଯାଏ ତାହେଲେ ସେ କାହାର ନାଁ ଦେବେ । ତେବେ ଏହି ବିଷୟ ରେ ସମ୍ପୁର୍ଣ୍ଣ ବିଷୟ ରେ ଜାଣିବାକୁ ଚାହୁଁ ଛନ୍ତି ତାହେଲେ ଆପଣ ମାନେ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।

ବହୁତ ଦିନ ପରେ ଦୀପିକା ଙ୍କ ର ଭିଡିଓ ଫୁଣି ଥରେ ହେଲା ଭାଇରାଲ । ସେ ତାଙ୍କ ପିଲା ପାଇଁ ଆଉ ତାଙ୍କ ଅଧିକାର କୁ ପାଇବା କୁ ଯାଇ ବସିଛନ୍ତି ଧାରଣା ରେ । ତେବେ ଏବେ ଯେଉଁ ନୂଆ ଭିଡିଓ ଟି ଆସିଛି ସେଥିରେ ଦୀପିକା କହିଛନ୍ତି କି ତାଙ୍କୁ ବେଶ୍ୟା କୁହା ଯାଇ ଗାଳି କରା ଯାଉଛି । ଆଜି ଯଦି ତାଙ୍କୁ ବେଶ୍ୟା କୁହା ଯାଉଛି ତାହେଲେ କାଲି ତାଙ୍କ ପୁଅ କୁ ବି ବାସ୍ଟେଡ୍ ବୋଲି କହିବେ ଲୋକ ମାନେ ।

ଏହି ସବୁ ଶୁଣି ଦୀପିକା ଙ୍କୁ ବହୁତ କଷ୍ଟ ମଧ୍ୟ ହେଉଛି । ଦୀପିକା ଯେଉଁ ଭଳି ନ୍ୟାୟ ପାଇବା ପାଇଁ ବସିଛନ୍ତି ଧାରଣା ରେ ସେହିଭଳି ଯଦି କିଏ ଆସି ବସେ ସେ ଜାଣି ପାରିବେ କେଉଁ ଭଳି ଭାବରେ କଷ୍ଟ ହେଉଛି ତାଙ୍କୁ । ତାପରେ ସେ କହିଛନ୍ତି ଯଦି ତାଙ୍କ ପୁଅ ଯାହା ଅଧିକାର ଅଛି ତାହା ଯେବେ ବି ମିଳିବ ତାଙ୍କ ର କିଛି ପ୍ରବ୍ଲେମ ନାହିଁ କିନ୍ତୁ ବର୍ତ୍ତମାନ ସମୟରେ ସେ ପିଲା ର ବାପ ର ପରିଚୟ ସେ କଣ ଦେବେ ।

ସୁପ୍ରିମକୋର୍ଟ ରେ ମଧ୍ୟ ଅର୍ଡର୍ ଦେଇଥିଲେ କି ବହୁତ ଦିନ୍ ଧରି ରିଲେସନ୍ ସିପ୍ ଯଦି ରହି ଥିବା ତାହେଲେ ତୁମେ ଯଦି ବାହା ନହୋଇ ଥିଲେ ମଧ୍ୟ ତୁମ କୁ ସ୍ବାମି ସ୍ତ୍ରୀ ବୋଲି କୁହା ଯିବ। ଆଉ ତାହା ସହ ଦୀପିକା କହିଛନ୍ତି ତା ପରେ ଯେଉଁ ମାନେ ଚାହୁଁ ଛନ୍ତି ଦୀପିକା ତାଙ୍କ ଘର ଆଗରୁ ଉଠି ଯିବା ପାଇଁ କିମ୍ବା ଯେଉଁ ମାନେ ଚାହୁଁ ଛନ୍ତି ଘର ଭାଙ୍ଗିବା ପାଇଁ ସେମିତି ଆଉ କରନ୍ତୁ ନାହିଁ । ଦୀପିକା ଯେହେତୁ ଦିନେସ୍ ଙ୍କୁ ଭଲ ପାଉଥିଲେ ଆଉ ଦିନେସ୍ ହିଁ ଦୀପିକା ପୁଅ ର ବାପା ତେଣୁ ତାଙ୍କ ର ଅଧିକାର ଅଛି ତାଙ୍କ ଘର ଆଗରେ ସେ ଧାରଣା ରେ ବସି ପାରିବେ ନ୍ୟାୟ ପାଇବା ପାଇଁ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *