Breaking News

ଶଶୁର ଘରେ କେମିତି ସ୍ତ୍ରୀ ଅର୍ଚିତାଙ୍କ (Archita) ସହ ଦୀପାବଳି ପାଳିଲେ ହିରୋ ସବ୍ୟ (Sabya) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଏହି ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ କମ୍ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଲୋକ ପ୍ରିୟ ଯୋଡି ଭାବେ ଓଡ଼ିଶା ଘର୍ ଘରେ ପରିଚିତ । ଏହି ଯୋଡ଼ି ବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ।

ଏହି ଲୋକ ପ୍ରିୟ ଯୋଡି ମଧ୍ୟ ରୂ ବହୁ କମ୍ ଯୋଡି ଅଛନ୍ତି ଯେଉଁ ମାନେ କି ରୀଳ ଲାଇଫ ରୁ ରିଅଲ ଲାଇଫ ମାନେ ବାସ୍ତବିକ ଜୀବନ ପରଷ୍ପର କୁ ଭଲ ପାଇ ବିବାହ କରିଛନ୍ତି । ହଁ ବନ୍ଧୁ ଏହି ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ କମ୍ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ସୁଟିଂ ସେଟ ରୁ ଭଲ ପାଈ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।


ଆଜି ଆମେ ସେହିଭଳି ଦୁଇ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ସୁଟିଂ ସେଟ ରୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ବେଶ୍ ଖୁସି ରେ ରହିବା ସହିତ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚା ରେ ରୁହନ୍ତି ଓ ଯାହାକି ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ଜାଣିବା ।ଏହି ଯୋଡି ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ସବ୍ୟ ଓ ଅଭିନେତ୍ରୀ ଅର୍ଚ୍ଚିତା ।

ଆପଣ ମାନେ ଜାଣିଥିବେ ଯେ ଏହି ଦୁଇ ଜଣ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଅଭିନେତା ଓ ଅଭିନେତ୍ରୀ । ଉଭୟ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ , ଉଭୟ ଙ୍କୁ ଆପଣ ମାନେ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ । ଉଭୟ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡ଼ିଶା ର ଘର୍ ଘରେ ପରିଚିତ ହେବା ସହ ଅନେକ ନାମ ଅର୍ଜନ କରିଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଅଭିନେତା ସବ୍ୟ ଯିଏ କି ବାସ୍ତବିକ୍ ଜୀବନ ରେ ଜଣେ ରିଅଲ ହିରୋ ସେ ଅତୀତ ରେ ଅନେକ ଲୋକ ଙ୍କୁ ସାହାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏବଂ ଅଭିନେତା ସବ୍ୟ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ସେହି ବିଷୟ ରେ।

ତାହେଲେ ବନ୍ଧୁଗଣ ଅଭିନେତା ସବୁ ନିଜ ଶଶୁର ଘର୍ ମାନେ ଅର୍ଚ୍ଚିତା ଙ୍କ ଘରେ ଦୀପାବଳୀ ଟି କୁ ବେଶ୍ ଧୁମ୍ ଧାମରେ ପାଳନ କରି ଛନ୍ତି ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଓ ଆପଣ ମାନେ ଏହି ଭିଡିଓ ଟି କୁ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *