ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ୍ ସମୟ ରେ କଳା ନାଗୁଣୀ କୁ ନେଇ ଅନେକ ଖବର ଆସୁଛି , ବନ୍ଧୁଗଣ ଏହି କଳା ନାଗୁଣୀ ହେଉଛି ଅର୍ଚ୍ଚନା ନାଗ ଯାହାକୁ କେହି କେହି ବ୍ଲାକ ମେଲର ବୋଲି କହୁଛନ୍ତି । ଅର୍ଚ୍ଚନା ନାଗ ସତ୍ ରେ ବ୍ଲାକ ମେଲର ହେଲା କେମିତି ସେ କାହିଁକି ପାଲଟିଲା ନାଗୁଣୀ । ବନ୍ଧୁଗଣ ଦିନେ ବିଜ୍ଞାନ ଭଲ ପାଠ ପଢୁଥିବା ଛାତ୍ରୀ ଜନକ କଣ ପାଇଁ ଇମିତି ପାଲଟିଗଲା ।
ସବୁବେଳେ ଶାନ୍ତ ଓ ସ୍ଵଭାବ ର ରହୁଥିବା ବ୍ୟକ୍ତି ଜଣକ କଣ ପାଇଁ ବଦଳି ଯାଏ । କେଉଁ ପରିସ୍ଥିତି ପାଇଁ ଅର୍ଚ୍ଚନା ନାଗ ଏମିତି ହେଲା କିଏ ତାକୁ ମାୟବିନି ସଜାଇ ଦେଲା , କାହା ପାଇଁ ସେ ଏହି ଭଳି ରାସ୍ତା କୁ ବାଛି ନେଲା । ଅର୍ଚ୍ଚନା ନାଗ କୁ ପାଠ ପଢ଼ାଇଥିବା ଅଧ୍ୟାପକ ମାନେ ଏହା ଭଲ ରେ ଗ୍ରହଣ କରି ପାରୁ ନାହାଁନ୍ତି ।
ବନ୍ଧୁଗଣ ଆଜି ଆମେ ଅର୍ଚ୍ଚନା ନାଗ ଙ୍କୁ ଏମିତି ଏକ ଖବର ବିଷୟ ରେ ଜଣାଇବୁ ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । କିଏ କିଏ କହିଥିଲେ ଅର୍ଚ୍ଚନା ନାଗ ମାଟ୍ରିକ ଦେଲ କିନ୍ତୁ ସେ ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢୁଥିଲେ । ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକର ଅନ୍ତର୍ଗତ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ ଦୁଇ ବିଜ୍ଞାନ ରେ ଉତ୍ତୀର୍ଣ୍ଣ ହୋଇଛି । କଲେଜ୍ ରେ ପାଠ ପଢୁଥିବା ସମୟ ରେ ବହୁତ୍ ଶାନ୍ତ ସରଳ ଝିଅ ଥିଲେ ।
ମାତ୍ର ଅଳ୍ପ ଦିନ ରେ ସେ କେମିତି ଉଗ୍ର ହେଲେ ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଲଗୁଛି । ଅର୍ଚ୍ଚନା ନାଗ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ସ୍ବାମୀ ଜଗବନ୍ଧୁ ନାଗ ଙ୍କ ସହ ଜଳେଶ୍ଵର ବ୍ଲକ୍ ଅନ୍ତର୍ଗତ ବାଉଁଶ ବଣୀ ଗ୍ରାମ ରେ ନିଜ ଶଶୁର ଘରେ ରହୁଥିଲେ । ୨୦୧୪ ରେ ଯୁକ୍ତ ଦୁଇ ବିଜ୍ଞାନ ରେ ନାମ ଲେଖା ପରେ ସେ ୨୦୧୬ ରେ ସମ୍ପୂର୍ଣ କରି ସେକେଣ୍ଡ ଡିଭିଜନ ପାଇଥିଲେ ।
ଅର୍ଚ୍ଚନା ନାଗ ଙ୍କ ବର୍ତ୍ତମାନ୍ ସମୟ ର ଖବର ପାଇଁ ଅଧ୍ୟାପକ ଜଣକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଅର୍ଚ୍ଚନା କଲେଜ ସମୟ ରେ ଭଲ ଶାନ୍ତ ସରଳ ଥିବା ସମୟରେ ସମସ୍ତ ଙ୍କୁ ଭଲ ସମ୍ମାନ ଦେଉଥିଲା । ଏହି ଝିଅ ଟି ବର୍ତ୍ତମାନ୍ ସମୟ ରେ ଏମିତି ବଦଳି ଯିବ କେହି ବି ବିଶ୍ୱାସ କରୁ ନାହାଁନ୍ତି । ଅର୍ଚ୍ଚନା ନାଗ ଙ୍କ ସ୍ଵଭାବ ବଦଳିବା ପଛ ରେ ଏକ କାହାଣୀ ରହିଛି ।ଏହି କାହାଣୀ ଟି କଣ ତାହା ଖୁବ୍ ଶୀଘ୍ର ଲୋକ ଲୋଚନ କୁ ଆସିବାକୁ ଯାଉଛି । ଆମେ ଆପଣ ଙ୍କୁ ନିଶ୍ଚୟ ଜଣାଇବୁ ଏହି କାହାଣୀ ଟି କଣ ଥିଲା ।।