ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ଧାରାବାହିକ ଓ ଚଳଚ୍ଚିତ୍ର ବେଶ୍ ଲୋକ ପ୍ରିୟ ହୋଇ ପାରିଛି। ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇବା ରେ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି । ଏହି ଧାରାବାହିକ ଓ ଚଳଚ୍ଚିତ୍ର ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ।
ଏହି ଅଭିନେତ୍ରୀ ମାନେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ ହେବା ସହ ଓଡ଼ିଶା ର ଘର ଘରେ ପରିଚିତ । ଏହି ଅଭିନେତ୍ରୀ ମାନେ ଅଭିନୟ ସହ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିବା ସହ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।
ବର୍ତ୍ତମାନ ସମୟ ରେ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ଏହି ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ।ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ପ୍ରିୟ ଅଭିନେତା ଲିପ୍ସା ମିଶ୍ର । ଆପଣ ମାନେ ଲିପ୍ସା ମିଶ୍ର ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଚଳଚ୍ଚିତ୍ର ଓ ଧାରାବାହିକ ରେ ଅଭିନୟ କରିଛନ୍ତି ।
ଦର୍ଶକ ମାନେ ଲିପ୍ସା ମିଶ୍ର ଙ୍କ ଅଭିନୟ କୁ ବହୁତ ପସନ୍ଦ କରି ଥାଆନ୍ତି ଓ ତାଙ୍କ ଅଭିନୟ କୁ ଦେଖିବା ପାଇଁ ବେଶ୍ଇଚ୍ଛୁକ ଥାଆନ୍ତି । ବହୁ ସାରା ଆଲବମ ରେ ମଧ୍ୟ ଅଭିନୟ କରିଛନ୍ତି , ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନ ରେ ବାନ୍ଧି ହୋଇ ନିଜ ଶଶୁର ଘରେ ଅଛନ୍ତି ଓ ବେଶ୍ ଖୁସି ରେ ଅଛନ୍ତି । ଲିପ୍ସା ମିଶ୍ର ଶଶୁର ଘରେ ରହିଥିଲେ ମଧ୍ୟ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହୁଛନ୍ତି ।
ନିଜ ସ୍ବାମୀ ଙ୍କ ସହ ଏକ ଆଲବମ ମଧ୍ୟ କରି ସାରିଛନ୍ତି ଲିପ୍ସା ମିଶ୍ର । ଲିପ୍ସା ମିଶ୍ର ନିଜ ସ୍ବାମୀ ଙ୍କ ସହ ବହୁ ସାରା ସ୍ଥାନ ବୁଲିବାକୁ ଯାଇଛନ୍ତି ଓ ବହୁତ୍ ସାରା ମଜା ମସ୍ତି କରି ଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟ ରେ ଲିପ୍ସା ମିଶ୍ର ପ୍ରଥମ ଥର ପାଇଁ ନିଜ ଶଶୁର ଘରେ ରୋଷେଇ କରିଛନ୍ତି ।
ପ୍ରଥମ ଥର ପାଇଁ ରୋଷେଇ କରିଛନ୍ତି ଓ ରୋଷେଇ କରିବା ପରେ ଶାଶୁ ଶଶୁର ଙ୍କୁ ଖାଇବାକୁ ଦେଇଛନ୍ତି ଓ ଯାହାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।