Breaking News

ଶାଶୁ ଓ ନଣନ୍ଦ ଙ୍କ ସାଥିରେ ମିଶି ଜବରଦସ୍ତ ହଟ ଡାନ୍ସ କଲେ ଅଭିନେତ୍ରୀ ଗୌରୀ (Gauri) … ଦେଖନ୍ତୁ ଭିଡିଓ

ଆମ ଓଡ଼ିଆ ଧାରାବାହିକ ଜଗତରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଅଭିନୟ ବଳରେ ଖୁବ୍ କମ୍ ଦିନରେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ତେବେ ଓଡ଼ିଶାର ସେହିଭଳି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ନିଳାଖି ପାତ୍ର।

ନିଳାଖି ଙ୍କୁ ତ ଆପଣମାନେ ନିଶ୍ଚୟ ଭାବରେ ଜାଣିଥିବେ! ଯିଏକି ବର୍ତ୍ତମାନ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ‘ଗୌରୀ’ ଧାରାବାହିକ ରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି। ଏହା ପୂର୍ବରୁ ନିଳାଖି ‘ସିନ୍ଦୂରର ଅଧିକାର’ ଧାରାବାହିକରେ ଇତି ଚରିତ୍ର ରେ ନଜର ଆସୁଥିଲେ। ଏହି ଧାରାବାହିକରେ ତାଙ୍କର ଜବରଦସ୍ତ ଅଭିନୟ ତାଙ୍କୁ ଖୁବ୍ କମ୍ ଦିନ ମଧ୍ୟରେ ଲୋକପ୍ରିୟ କରାଇ ପାରିଥିଲା।

ଏହା ସହିତ ଧାରାବାହିକ ଟିକୁ ମଧ୍ୟ ଅନେକ ସଫଳତା ଆଣି ଦେଇଥିଲା। ତେବେ ଏହି ଧାରାବାହିକ ଛାଡ଼ିବା ପରେ ନିଳାଖି ଗୌରୀ ଧାରାବାହିକରେ ଅଭିନୟ ଆରମ୍ଭ କରିଥିଲେ। ଚଳିତ ବର୍ଷ ରଜ ଠାରୁ ଏହି ଧାରାବାହିକଟି ତରଙ୍ଗ ଟିଭି ରେ ପ୍ରସାରିତ ହେଉଛି। ଯାହାକୁ ଲୋକ ମାନେ ଖୁବ୍ ଭଲ ପାଇବା ଦେଉଛନ୍ତି।

 

ତେବେ ଅଭିନୟ ଜୀବନକୁ ଛାଡି ଦେଲେ ନିଳାଖି ସୋସିଆଲ ମିଡିଆରେ ମଧ୍ୟ ବେଶ୍ ସକ୍ରିୟ। ନିଳାଖି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ରେ ନିଜ ବ୍ୟକ୍ତିଗତ ଜୀବନର ଅନେକ ଫଟୋ ଓ ରିଲ୍ସ କରି ସେୟାର କରନ୍ତି। ଯାହାକୁ ତାଙ୍କର ଫ୍ୟାନ୍ସ୍ ମାନେ ଖୁବ୍ ଭଲ ପାଇବା ଦିଅନ୍ତି। ତେବେ ନିକଟରେ ମଧ୍ୟ ନିଳାଖି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ଅନେକ ରିଲ୍ସ ସେୟାର କରିଛନ୍ତି ଯେଉଁଥି ପାଇଁ ସେ ଏବେ ଚର୍ଚ୍ଚାରେ।

ଏହି ଭିଡିଓ ମାନଙ୍କରେ ନିଳାଖି ଗୌରୀ ଧାରାବାହିକର ସୁଟିଂ ସେଟ୍ ରେ ଅନ୍ୟ ସହ କଳାକାର ମାନଙ୍କ ସହ ମିଶି ଜବରଦସ୍ତ ନାଚୁ ଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୟୁଜର ମାନେ ଏହି ଭିଡିଓ କୁ ଖୁବ୍ ପସନ୍ଦ କରିବା ସହିତ ଏଥିରେ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

ଶ୍ରୀତମ ଭାଇଙ୍କ ମା ଚାଲିଗଲେ, ଏତେ ବଡ ଦୁଃଖରେ ମୁଁ ତାଙ୍କ ପାଖେ ଠିଆ ହେଇପାରିଲିନି – Buddhaditya Mohanty ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ପ୍ରକୃତ ବନ୍ଧୁ ହେଉଛି ସିଏ ବିପଦ ସମୟ …

Leave a Reply

Your email address will not be published. Required fields are marked *