Breaking News

ଶାଶୁ ଘରେ କିପରି ରୋଷେଇ କରୁଛନ୍ତି ଅଭିନେତ୍ରୀ ଲିପ୍ସା ମିଶ୍ର (Lipsa Mishra) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ଏହି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଧାରାବାହିକ ଓ ଚଳଚ୍ଚିତ୍ର ପ୍ରସ୍ତୁତ ହେଉଛି । ସମସ୍ତ ଦର୍ଶକ ମାନ ଙ୍କ ପାଇଁ ଧାରାବାହିକ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । କାରଣ ଧାରାବାହିକ ଦର୍ଶକ ମାନ ଙ୍କ ସଦା ସର୍ବଦା ମନୋରଞ୍ଜନ କରାଇ ଥାଏ ।

ଏହି ଧାରାବାହିକ ଜଗତ ରେ ଅନେକ ଲୋକ ପ୍ରିୟ ଧାରାବାହିକ ପ୍ରସାରିତ ହେଉଥାଏ । ଏହି ଧାରାବାହିକ ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ଅଭିନୟ କରି ଚଳଚ୍ଚିତ୍ର ଦୁନିଆ ରେ ପ୍ରବେଶ କରିଛନ୍ତି ଓ ବେଶ୍ ଲୋକ ପ୍ରିୟ ମଧ୍ୟ ହୋଇ ପାରିଛନ୍ତି । ତାହେଲେ ଆଜି ଆମେ ସେହି ଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ।

ଆପଣ ମାନେ ଜାଣିଥିବେ ଯେ ଧାରାବାହିକ ଓ ଚଳଚ୍ଚିତ୍ର ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ଓ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରହି ଥାଆନ୍ତି , ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ସେହି ଅଭିନେତ୍ରୀ ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ଏହି ଅଭିନେତ୍ରୀ ଜନକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର । ଲିପ୍ସା ମିଶ୍ର ଯିଏ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି । ଅଭିନେତ୍ରୀ ଲିପ୍ସା ନିଜ ଅଭିନୟ ଦୀର୍ଘ ବର୍ଷ ହେବ ଓଡ଼ିଆ ଇଣ୍ଡଷ୍ଟ୍ରି ରେ କରି ଆସୁଛନ୍ତି । ଦର୍ଶକ ମାନେ ତାଙ୍କ ଜବରଦସ୍ତ ଅଭିନୟ କୁ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି ।

ଅଭିନେତ୍ରୀ ଲିପ୍ସା ମିଶ୍ର ଯିଏ କି ନିଜ ଅଭିନୟ ଜୀବନୀ ମଧ୍ୟ ରେ ବହୁ ସାରା ଚଳଚ୍ଚିତ୍ର ଓ ଧାରାବାହିକ ଏବଂ ଆଲବମ ଅଭିନୟ କରିଛନ୍ତି । ଆପଣ ମାନେ ତାଙ୍କ ସମସ୍ତ ଚଳଚ୍ଚିତ୍ର ଓ ଧାରାବାହିକ ଦେଖିଥିବେ । ଅଭିନେତ୍ରୀ ଲିପ୍ସା ମିଶ୍ର ଅତି ନିକଟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ବିବାହ ପରେ ବର୍ତ୍ତମାନ ସମୟ ରେ ବେଶ୍ ଖୁସି ରେ ଅଛନ୍ତି ।

ନିଜ ଶଶୁର ଘରେ ଲିପ୍ସା ମିଶ୍ର ରୋଷେଇ ମଧ୍ୟ କରି ଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ଓ ଯାହାର ଦୃଶ୍ୟ ଆପଣ ମାନେ ଆମର ଏହି ପେଜ ମାଧ୍ୟମରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *