ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ନାମରେ ତିଆରି ହୋଇଛି ରୁପା ଓ ପିଣ୍ଟୁ ଙ୍କ ବ୍ଲଗ୍ ଚ୍ୟାନେଲ ତେବେ ଏହି ନାଁ ଟି ଏବେ ବହୁତ ଚର୍ଚ୍ଚା ରେ ରହିଛି । ଏହି ଚ୍ୟାନେଲ ରେ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ର ଦୃଶ୍ୟକୁ ତାଙ୍କର ପ୍ରଶଂସକ ଙ୍କୁ ଦେଖାଇଥାନ୍ତି। ସେ ତାଙ୍କ ର ପ୍ରତ୍ୟେକ ବ୍ଲଗ୍ ବହୁତ ସୁନ୍ଦର ଭାବରେ କରି ଦର୍ଶକ ମାନଙ୍କ ଖୁବ ପାଖ କୁ ଯାଇ ପାରନ୍ତି ।
ତେବେ ସେମାନେ ମ୍ୟୁଜିକ ଭିଡିଓ କୁ ର ଏକ ନୂତନ ଅଧ୍ୟାୟ ରେ ସୃଷ୍ଟି କରି ପାରିଛନ୍ତି। ଅନ୍ୟ ମାନଙ୍କ ଭଳି ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ତାଙ୍କର ଚାହିଦା ବେଶ୍ ଅଧିକ ରହିଛି। ଲୋକେ ତାଙ୍କ ର ସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି।ଏହି ଯୋଡ଼ି ମ୍ୟୁଜିକ ଭିଡିଓ ରୁ ବେଶ୍ ପପୁଲାର୍ ହୋଇ ପାରିଛନ୍ତି ଓ ଦର୍ଶକ ମାନଙ୍କ ର ମନ କୁ ଜିତି ପାରି ଛନ୍ତି ।
ତାଙ୍କର କିଛି ସର୍ଟ ରିଲ ଭିଡିଓ ପ୍ରଥମେ ପ୍ରଥମେ ଦେଖିବାକୁ ମିଳୁଥିଲା ଏବଂ ପରେ ସେମାନେ ତାଙ୍କ ର ଡାନ୍ସ ଭିଡିଓ ଜରିଆରେ ଲୋକ ମାନଙ୍କ ସାମ୍ନାକୁ ଆସିଥିଲେ ଆଉ ପରେ ରୁପା ଏବଂ ପିଣ୍ଟୁ ଙ୍କ ଲୋକପ୍ରିୟତା ଧିରେ ଧିରେ ବଢିବାରେ ଲାଗିଥିଲା। ଏବେ ସେମାନଙ୍କ ପାଇଁ ପାଗଳ ପ୍ରାୟ ଅଟନ୍ତି ଦର୍ଶକ। ତେବେ ଏହି ଯୋଡ଼ି ବହୁତ୍ ଲୋକପ୍ରିୟ ହେବା ପରେ ଏବେ ସେମାନେ ବ୍ଲଗ୍ କରିବା ବି ଆରମ୍ଭ କରି ଦେଇଛନ୍ତି ଯାହା କି ତାଙ୍କ ଦର୍ଶକ ମାନଙ୍କ ପାଇଁ ଖୁସି ର ଖବର ଅଟେ ।
ସେମାନେ ତାଙ୍କ ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଗୀତ କରୁଛନ୍ତି। ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି। ସେ ତାଙ୍କ ର ପ୍ରତ୍ୟେକ ଭିଡିଓ ରେ ସେ ନିଜ ଭିତ ରେ ଥିବା ଓଡ଼ିଆ ବୋହୁ ଭାବରେ ନିଜ କୁ ଲୋକ ନଜର ରେ ଆଣିଛନ୍ତି ପିଣ୍ଟୁ ଓ ରୁପା ସେ ତାଙ୍କ ର ନିଜ ଭିତରେ ଥିବା ପ୍ରତିଭା କୁ ସମସ୍ତ ଙ୍କ ଆଗ କୁ ଆଣିଥାନ୍ତି ଏହି ସୋସିଆଲ୍ ମିଡ଼ିଆ ଦ୍ବାରା ।
ଯାହା କି ୟ୍ୟୁଟୁବର ନାଁ କହିଲେ ମାନେ ପିଣ୍ଟୁ ଓ ରୂପା ଙ୍କ ଭିଡ଼ିଓ ବିଷୟ ରେ ହିଁ ମନ ରେ ଆସେ । ତେବେ ବର୍ତ୍ତମାନ ସମୟରେ ରୁପା ବହୁତ କାନ୍ଧୁ ଥିବାର ନଜର ରେ ଆସିଛନ୍ତି ତାଙ୍କ ର ଏବେ ଦେହ ବହୁତ ଖରାପ ରହୁଛି ସେ କାନ୍ଦି ବାର କାରଣ ହେଉଛି ତାଙ୍କ ଦେହ ଖରାପ ହେବା କାରଣ ରୁ ସେ ଘର କାମ କରି ପାରୁ ନାହାନ୍ତି ଆଉ ତାଙ୍କ ର ସବୁ ଘର କାମ କୁ ତାଙ୍କ ଶାଶୁ କରୁଛନ୍ତି ସେଇଠି ପାଇଁ ତାଙ୍କ ମନ ବହୁତ ଦୁଃଖ ।
ଆଉ ତାହା ସହ ତାଙ୍କ ର ମୁଣ୍ଡ ବିନ୍ଧୁଚି ତାଙ୍କୁ ବହୁତ ଥଣ୍ଡା ହେଉଥିବାର୍ । ତାଙ୍କ କାନ୍ଦ ଦେଖି ତାଙ୍କ ଝିଅ ଖୁସି ତାଙ୍କ ମନାଇବାକୁ ଯାଇ ଜିଦି କରୁଛନ୍ତି ତାଙ୍କ ଆଈ ଘର କୁ ଯିବା ପାଇଁ । ତାପରେ ତାଙ୍କ ର ସେଦିନ ଶ୍ରାଦ୍ଧର ପୂଜା ଚାଲୁଥିଲା ଯାହା ପାଇଁ ତାଙ୍କ ଖାଇବା ର ବଡ଼ ଆୟୋଜନ କରୁଥିଲେ ଆଉ ଏହାର ପ୍ରସ୍ତୁତି ପୁରା ପରିବାର ସାଥ ହୋଇ କାମ କରୁଥିବାର ନଜର ରେ ଆସିଛନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।