ଶାଶୁ ଶଶୁର ଙ୍କ ବିରୋଦ୍ଧ ରେ ମହିଳା କମିଶନ କୁ ଅଭିଯୋଗ ଆଣିଲେ ବୋହୁ । ଅଭିଯୋଗ ଥିଲା ମାନସିକ ଚାପ ଦେ ଘରୁ ବାହାର କରି ଦେଇଛନ୍ତି ଶାଶୁ ଶଶୁର । କିନ୍ତୁ ଘଟଣା ଟି ସମ୍ପୁର୍ଣ୍ଣ ଭାବରେ ଅଲଗା । ବର୍ତ୍ତମାନ ସମୟରେ ଶାଶୁ ଶଶୁର ଅଭିଯୋଗ ଆଣୁଛନ୍ତି ବୋହୁ ଓ ପୁଅ ମିଶି ଭାବନ୍ତୁ ଥରେ ସେହି ପୁଅ ଯାହାକୁ ମାଆ 10 ମାସ 10 ପେଟ ରେ ଧରି ଜନ୍ମ କରିଥିଲେ ସେହି ପୁଅ ଆଜି ବୋହୁ ସହ ମିଶି ବାପା ଓ ମାଆ ଙ୍କୁ ନି-ର୍ଜା-ତ-ନା ଦେଇଛନ୍ତି ଏମିତିକି ନିଜ ବାପା ମାଆ ଙ୍କ ର ଗୋଡ଼ ହାତ କୁ ଭାଙ୍ଗି ଦେଇଛନ୍ତି ।
ଯାହା କୁ ନେଇ ସେହି ବାପା ମାଆ ମଧ୍ୟ ଆଇନ ର ଆଶ୍ରୟ ନେଉଛନ୍ତି ଏବଂ ଆଇନ ଜୀବି ଙ୍କ ସହାୟତା ଲୋଡୁ ଛନ୍ତି । । ପୁଅ ବୋହୁ ଅଭିଯୋଗ କରିଛନ୍ତି ବୋଲି ମଧ୍ୟ ଜାଣି ନଥିଲେ ଯେତେବେଳେ କୋର୍ଟ ରୁ ନୋଟିସ ଆସିଲା ସେତେବେଳେ ଜାଣିଲେ କି ତାଙ୍କ ନାଁ ରେ ଅଭିଯୋଗ କରିଛନ୍ତି ତାଙ୍କ ର ନିଜର ପୁଅ ବୋହୁ । ତେବେ ପ୍ରକୃତ ଘଟଣା ଟି ବାପା ମାଆ କହିଲେ କି ତାଙ୍କ ବୋହୁ କାହା କଥା ମାନନ୍ତି ନାହିଁ ।
ସେ ଶାଶୁ ଶଶୁର ବୋଲି ମାନନ୍ତି ନାହିଁ କି ସମ୍ମାନ ଦିଅନ୍ତି ନାହିଁ । ଯଦି କଉଟା ଠିକ ଓ ଭୁଲ ବୋଲି କହିଲେ ସେ ଓଲଟା 10 କଥା ଶୁଣେଇ ଦିଅନ୍ତି । କେବଳ ଏପଟ ସେପଟ କଥା ନୁହଁ ଖ-ରା-ପ ଭାଷା ମଧ୍ୟ ପ୍ରୟୋଗ କରେ ବୋହୁ ଶାଶୁ ଶଶୁର ଙ୍କ ଉପରେ । ବର୍ଷେ ବାହାଘର ପରେ ବୋହୁ କଲା ଶାଶୁ ଶଶୁର ଙ୍କ ଉପରେ ଅନ୍ୟାୟ ।
ଶେଷ ରେ ଶାଶୁ ଶଶୁର ନିଜେ ହାରିଗଲେ ବୋହୁ ଆଗରେ ଭାବିକି ନିଜ ଜୀବନ କୁ ଶେଷ କରିଦେବେ ବୋଲି ଭାବୁଛନ୍ତି କାରଣ ସେ ବୟସ୍କ ହେଇ ସାରିଲେଣି ଏବେ ତାଙ୍କର ଯଦି କେହି ଭଲ ମନ୍ଦ ବୁଝିବେ ନାହିଁ ତେବେ ସେ ଚଳିବେ କେମିତି ଖାଇବେ କେମିତି ଆଉ ଏହି ବୟସ ରେ କୋର୍ଟ କଚେରି ରେ ପଇସା କେମିତି ଖର୍ଚ୍ଚ କରିବେ ନ୍ୟାୟ ପାଇବା ପାଇଁ ।
କେବଳ ବାଧିଲା ଭଳି କଥା କହୁନି ବୋହୁ ତାହା ସହ ମାଡ଼ ମଧ୍ୟ ମାରୁଛି ଶାଶୁ ଶଶୁର ଙ୍କୁ । ଶାଶୁ ଚାହା କଲା ବେଳେ ବୋହୁ ଗୋଇଠା ମଧ୍ୟ ମାରିଚି । ଶେଷ ରେ ଗୋଟିଏ ପୁଅ ଅଛି ଯାହାକୁ 10 ମାସ 10 ଦିନ ଧରି ପେଟ ରେ ଜନ୍ମ କରିଥିଲେ ସେ ମଧ୍ୟ ସ୍ତ୍ରୀ କଥା ରେ ପଡି ବାପା ମାଆ କୁ ପଚାରୁ ନାହିଁ ।
ବାପା ମାଆ ପୁଅ ଜନ୍ମ କରି ଥିଲେ ଆଉ ତାକୁ ସାନ ରୁ ବଡ଼ କରିଥିଲେ ବାହାହେଲା ପରେ ତାଙ୍କ ପିଲା ଛୁଆ କୁ ନିଜ ନାତି ନାତୁଣୀ କରି ତାଙ୍କ ସମୟ ବିତେଇବେ । ହେଲେ ଏଇଠି କ’ଣ ହେଉଛି ଲାଗୁଚି ଏମିତି ତାଙ୍କୁ ସେ ସୁଖ ପାଇବା ପୂର୍ବ ରୁ ହିଁ ବୋହୁ ତାଙ୍କୁ ମାରିଦେବ । ତେବେ ଏ ନେଇ ବୁଢା ବାପା ମାଆ ନ୍ୟାୟ ମାଗୁଛନ୍ତି କହୁଛନ୍ତି ନ୍ୟାୟ ନମିଳିଲେ ଆମେ ଆଉ ବଞ୍ଚିବୁ ନାହିଁ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।