ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ରାଜ୍ୟ ଓ ରାଜ୍ୟ ବାହାରେ ଅନେକ ମଣ୍ଡପ ରେ ମାଆ ଦୂର୍ଗା ପୂଜା ପାଉଛନ୍ତି । ବର୍ତ୍ତମାନ୍ ସମୟ ରେ ସମସ୍ତ ଙ୍କ ମନ୍ ବହୁତ୍ ଉଲ୍ଲାସ ରହିଛି , କୋରାନା ଯୋଗୁ ମାଆ ଙ୍କ ପୂଜା ହୋଇଥିଲେ ମଧ୍ୟ ଭକ୍ତ ମାନେ ମାଆ ଙ୍କ ଦର୍ଶନ କରି ପାରି ନ ଥିଲେ । ବର୍ତ୍ତମାନ୍ ସମୟ ରେ ଭକ୍ତ ମନେ ଏହି ଦଶହରା ରେ ସବୁ ସ୍ଥାନ ବୁଲିବା ସହ ମାଆ ଙ୍କ ଦର୍ଶନ କରୁଛନ୍ତି ।
ତାହେଲେ ବନ୍ଧୁଗଣ ବହୁ ବ୍ୟକ୍ତି ଅଛନ୍ତି ଯିଏ କୁ ନିଜ ଘରେ ମଧ୍ୟ ମାଆ ଙ୍କ ପୂଜା ଅର୍ଚ୍ଚନା କରନ୍ତି ରୀତି ନୀତି ଅନୁସାରେ । ତାହେଲେ ବନ୍ଧୁଗଣ ଆଜି ଆମେ ଜାଣିବା ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଯୋଡି ସବ୍ୟସଚି ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନିଜ ଘରେ ଦୂର୍ଗା ପୂଜା କେମିତି ପାଳନ କରିଛନ୍ତି ତାହା ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ଜାଣିବା ।
ତାହେଲେ ବନ୍ଧୁଗଣ ଆପଣ ମାନେ ଅର୍ଚ୍ଚିତା ସାହୁ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ଏହି ଅଭିନେତ୍ରୀ ଜଣକ ବହୁ ସାରା ଚଳଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ଚଳଚିତ୍ର କୁ ଲୋକ ପ୍ରିୟ କରାଇ ପାରିଛନ୍ତି ଓ ନିଜେ ମଧ୍ୟ ଲୋକ ପ୍ରିୟ ହୋଇପାରିଛନ୍ତି , ।
ନିଜ ଅଭିନୟ ପାଇଁ ସେ ଆଜି ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଅନେକ ନାମ ଅର୍ଜନ କରିବା ସହ ଓଡ଼ିଶା ର ଘର୍ ଘରେ ପରିଚିତ । ଠିକ୍ ସେହିଭଳି ଭାବେ ଆପଣ ମାନେ ଅଭିନେତା ସବ୍ୟ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଅଭିନେତା । ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ ।
ସେ ମଧ୍ୟ ନିଜ ଅଭିନୟ ପାଇଁ ଓ ବାସ୍ତବିକ ଜୀବନ ରେ ସମାଜ ସେବା କରି ଓଡ଼ିଶା ର ଲୋକ ମାନ ଙ୍କ ହୃଦୟ କୁ ଛୁଇଁ ଛନ୍ତି । ଆପଣ ମାନେ ଜାଣିଥିବେ ଅଭିନେତା ସବ୍ୟ ଓ ଅଭିନେତ୍ରୀ ଅର୍ଚ୍ଚିତା ପରସ୍ପର କୁ ସୁଟିଂ ସେଟ ରୁ ଭଲ ପାଈ ବିବାହ କରିଛନ୍ତି । ବିବାହ ପରେ ଅର୍ଚ୍ଚିତା ସାହୁ ନିଜ ଶାଶୂ ଘରେ ସମସ୍ତ କାର୍ଯ୍ୟ କରିବା ସହ ପୂଜା ସମୟ ରେ ଠାକୁର ଙ୍କୁ ପୂଜା ଅର୍ଚ୍ଚନା କରି ଥାଆନ୍ତି ରୀତି ନୀତି ଅନୁସାରେ ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏବଂ ତାଙ୍କ ସ୍ବାମୀ ସବ୍ୟ ଏବଂ ଶଶୁର ଘର୍ ସମସ୍ତ ସଦସ୍ୟ ମାନେ ମିଶି ନିଜ ଘରେ ମାଆ ଦୂର୍ଗା ଙ୍କ ପୂଜା ଅର୍ଚ୍ଚନା କରିବା ସହ ଭୋଗ ପାଇଁ ଅର୍ଚ୍ଚିତା ନିଜ ହାତ ରେ କାକେରା ପିଠା ପ୍ରସ୍ତୁତ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।