ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି । ଏହି ଲୋକ ପ୍ରିୟ ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହେବା ସହ ଓଡ଼ିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି । ଏହି ଅଭିନେତା ମାନ ଙ୍କ ମଧ୍ୟ ରୁ ବହୁ କମ୍ ଅଭିନେତା ମାନେ ଅଛନ୍ତି ଯେଉଁ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ।
ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ଲୋକ ପ୍ରିୟ ଅଭିନେତା ମାନ ଙ୍କ ମଧ୍ୟ ରୁ ବହୁ କମ୍ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି ଯେଉଁ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିବା ସହ ବାସ୍ତବିକ୍ ଜୀବନ ରେ ସମାଜ ସେବୀ ଭାବେ ବେଶ୍ ପରିଚିତ ହୋଇ ପାରିଛନ୍ତି । ଆଜି ଆମେ ସେହିଭଳି ଜଣେ ଅଭିନେତା ଙ୍କ ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।
ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସଚି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଭାବେ ବେଶ୍ ପରିଚିତ । ଆପଣ ମାନେ ସବ୍ୟ ସଚି ଙ୍କୁ ବହୁତ୍ ସାରା ଚଳଚ୍ଚିତ୍ର ରେ ଦେଖିଥିବେ ଜବରଦସ୍ତ ଅଭିନୟ କରି ଥିବାର । ଅଭିନୟ ପାଇଁ ସେ ଅନେକ କିଛି ପାଇଛନ୍ତି ।
ଦର୍ଶକ ମାନ ଙ୍କ ଭଲ ପାଇବା ସେ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି । ଲୋକ ପ୍ରିୟ ଯାହା ପାଇଁ ସେ ହୋଇଛନ୍ତି ତାଙ୍କୁ ସାହାର୍ଯ୍ୟ ମଧ୍ୟ କରିଛନ୍ତି । ଏହି ଅଭିନେତା ଜନକ ନିଜ ବାସ୍ତବିକ୍ ଜୀବନ ରେ ଅନେକ ଲୋକ ଙ୍କୁ ସାହାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସମୟ ରେ ମଧ୍ୟ କିଛି ସ୍ଥାନ କୁ ଯାଇ ଲୋକ ମାନ ଙ୍କୁ ସାହାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସମୟ ରେ ଏହି ଅଭିନେତ ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।
ସବ୍ୟ ସଚି ମହା ଶିବରାତ୍ରି ଦିନ ରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯାହାକୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି ଭିଡିଓ ରେ ସେହିଭଳି କିଛି ଦେଖିବାକୁ ମିଳିଛି , ଏହି ଭିଡିଓ ରେ ଦେଖିବାକୁ ମିଳିଛି ଅଭିନେତା ସବ୍ୟ , ଙ୍କ ପାଖ ରେ ଭଗବାନ ଶିବ ଙ୍କ ବେଶ୍ ଧାରଣ କରି ଥିବାର ଦେଖିବାକୁ ମିଳିଛି ।
ମହାଦେବ ଙ୍କ ବେଶ୍ ଧାରଣ କରିଥିବା ବ୍ୟକ୍ତି ଜଣକ ଯାହା ବି କିଛି କରିଛନ୍ତି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତୃତୀୟ ନୟନ ରୁ ନିଆଁ ବାହାରିବା ସହ ଜଟ ରୁ ନିଆଁ ବାହାରୁଥିଲା ବହୁ ପରିମାଣ ରେ । ଏହି ଦୃଶ୍ୟ ଟି କୁ ଆପଣ ମାନେ ଆମର ଏହି ପେଜ ମାଧ୍ୟମରେ ଦେଖିବାକୁ ପାଉ ଥିବେ । ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।