ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଏହି କଳିଯୁଗ ରେ ଲୋକ ମାନେ ଅବିଶ୍ବାସ କରନ୍ତି ଯେ ଭଗବାନ୍ ନାହାଁନ୍ତି ବୋଲି । ତାହେଲେ ବର୍ତ୍ତମାନ୍ ସମୟ ରେ ଏମିତି କିଛି ଘଟିଛି ଯାହା କୁ ଆପଣ ମାନେ ଦେଖିବା ଓ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ଓ କହିବେ ଏହି ଦୁନିଆ ରେ ଭଗବାନ୍ ଅଛନ୍ତି । ଏକ ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଦୃଶ୍ୟ ଟି ହେଉଛି
ପିପିଲି ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜ୍ ପୁର ସ୍ଥିତ ସୋମନାଥ ମନ୍ଦିର ର , ଏହି ଦୃଶ୍ୟ ଦେଖିବାକୁ ମିଳିଛି ଯେ ମନ୍ଦିର ଜଣେ ବ୍ୟକ୍ତି ଚାଲି ଚାଲି ଆସୁଛନ୍ତି ମୁଣ୍ଡ ରେ ଏକ ଟୋପି ପିନ୍ଧିବା ସହ ମୁହଁ ରେ କ୍ୟାପ ଲଗାଇଛନ୍ତି । ମନ୍ଦିର ପରିସର କୁ ଯାଇ ଆଗ କୁ ଯାଇ ପଛ କୁ ଚାଲି ଆସୁଛି ।
ପରବର୍ତ୍ତୀ ସମୟ ରେ ସେ ଭଗବାନ୍ ଙ୍କ ହୁଣ୍ଡି ପାଖ ରେ ପହଞ୍ଚି ହୁଣ୍ଡି ଭାଙ୍ଗି ଟଙ୍କା ନେଇଥିଲା ଦୁବୃର୍ତ୍ତ । ସେ ଜାଣିବା କଥା ଯେ ତାକୁ କେହି ଦେଖନ୍ତୁ ବା ନ ଦେଖନ୍ତୁ କ୍ୟାମେରା ତାକୁ ଦେଖୁଛି । ତାର ସମସ୍ତ କୁ କାର୍ଯ୍ୟ କୁ ରେକର୍ଡିଂ କରୁଥିଲା ସିସିଟିଭି , ସେ ଭାବି ଥିଲା ସେ ଯେଉଁ କାର୍ଯ୍ୟ କରୁଛି ତାକୁ କେହି ବି ଦେଖୁ ନାହାଁନ୍ତି ଓ ସେ ମୁହଁ ରେ କପଡ଼ା ବାନ୍ଧିଛି ବୋଲି ତାକୁ କେହି ଦେଖି ପାରିବେ ନାହିଁ ବୋଲି ।
ସେ ଭାବିଥିଲା ସେ ତାଙ୍କ ଚୋରି କରିବା ପରେ ଚଂପଟ ମାରିବ ବୋଲି , ହେଲା ତା ହେଲା ନାହିଁ ଧରା ପଡ଼ି ଗଲା ଓ ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଲା ଚୋର ଟି କୁ ଧରିଲା ସାପ , ଚୋରି କରିଥିବା ବ୍ୟକ୍ତି ଜଣକ ହେଉଛି ଜଟଣୀ ଥାନା ଟିକାପଳି ଅଞ୍ଚଳ ର ରଶ୍ମୀ ରଞ୍ଜନ ପ୍ରଧାନ । ଡେଲାଙ୍ଗ ପୋଲିସ ବ୍ୟକ୍ତି ଧରିବା ପରେ ତା ଠାରୁ ୨୧ ହଜାର ୧୧୭ ଟଙ୍କା ଜବତ କରିବା ପରେ
ତାକୁ କୋର୍ଟ ଚାଲାଣ କରା ଯାଇଛି , ଚୋର ଜଣକ କହିଛି ଯେ ତାକୁ କେମିତି ନାଗ ସାପ ଜଗିଥିଲା ବୋଲି । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।