ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି । ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ , ଆପଣ ମାନେ ଜାଣିଥିବେ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଳେ ବେଳେ ଚର୍ଚ୍ଚା ରେ ରୁହନ୍ତି ତାହା ସୁଟିଂ ସେଟ ର ଦୃଶ୍ୟ ହେଉ ବା ବ୍ୟକ୍ତିଗତ ଜୀବନ ର ଭିଡିଓ କୁ ନେଇ ହେଉ ।
ତାହାଲେ ବନ୍ଧୁଗଣ ଆଜି ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ୍ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଏହି ଅଭିନେତା ଓ ଅଭିନେତ୍ରୀ ସୁଟିଂ ସେଟ ରୁ ଭଲ ପାଇ ବିବାହ କରିବା ପରେ ବର୍ତ୍ତମାନ୍ ସମୟ ରେ ନିଜ କନ୍ୟା ସନ୍ତାନ ଙ୍କୁ ନେଇ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ତାହେଲେ ଆସନ୍ତୁ ଏହି ବିଷୟ ରେ ଜାଣିବା ।
ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ବା ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଅଭିନେତା ଶୁଭାଶିଷ ଓ ଲୋକ ପ୍ରିୟ ଅଭିନେତ୍ରୀ ଆନିସା । ସୁଭାସିସ ଓ ଆନିଶା ଉଭୟ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି । ସୁଭାସିସ ଓ ଆନିସା ଙ୍କୁ ଆପଣ ମାନେ ବହୁ ସାରା ଧାରାବାହିକ ଓ ଚଳଚ୍ଚିତ୍ର ରେ ଦେଖିଥିବେ ଜବରଦସ୍ତ ଅଭିନୟ କରି ଥିବାର ।
ନିଜ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ , ଉଭୟ ନିଜ ଅଭିନୟ ପାଇଁ ଆଜି ବହୁ ନାମ ଅର୍ଜନ କରିବା ସହ ଓଡିଶା ର ଘର୍ ଘରେ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଉଭୟ ସୁଟିଂ ସେଟ ରୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ବିବାହ ପରେ ଉଭୟ ବେଶ୍ ଖୁସି ରେ ଅଛନ୍ତି । ତେବେ ବିବାହ ପରେ ଅଭିନେତ୍ରୀ ଆନିସା ଅଭିନୟ ଦୁନିଆ ରୁ ଦୂରେଇ ହୋଇ ଯାଇଥିଲେ ।
ବର୍ତ୍ତମାନ୍ ସମୟ ରେ ସୁଭାସିସ ଓ ଆନିସା ବାପା ମା ହୋଇଛନ୍ତି ଉଭୟ ଙ୍କ ର ଏକ କନ୍ୟା ସନ୍ତାନ ମଧ୍ୟ ଅଛି । ସେମାନ ଙ୍କ କନ୍ୟା ର ନାମ ହେଉଛି ଭିଓନା , ଶୁଭାଶିଷ ଓ ଆନିସା ନିଜ ଝିଅ ସହିତ ମିଶି ସୋସିଆଲ ମିଡ଼ିଆ ରେ ଏକାଠି ହୋଇ ସକ୍ରୀୟ ହୋଇ ରହି ଥାଆନ୍ତି। ତେବେ ବର୍ତ୍ତମାନ୍ ସମୟ ରେ ସୁଭାସିସ ଓ ଆନିସା ଙ୍କ ଝିଅ ଭିଓନା ବେଶ୍ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ଆନିସା ବର୍ତ୍ତମାନ୍ ସମୟ ରେ ନିଜ ଝିଅ ଙ୍କୁ ସମ୍ବଲପୁରୀ ଲୁଗା ପିନ୍ଧାଇ ବହୁତ୍ ସୁନ୍ଦର୍ ଭାବେ ସଜାଇଛନ୍ତି ଭିୟୋନା ମଧ୍ୟ ବହୁତ୍ ସୁନ୍ଦର ଦେଖା ଯାଉଛନ୍ତି ଏହି ଦୃଶ୍ୟ ରେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।