ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଏଠି ସୋସିଆଲ ମିଡ଼ିଆ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ କଳାକାର ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିବା ସହ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି କିଛି ଦୃଶ୍ୟ କୁ ନେଇ । କହିବାକୁ ଗଲେ ଲୋକ ପ୍ରିୟ କଳାକାର ମାନେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।
ତାହେଲେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ପ୍ରାୟ ଲୋକ ପ୍ରିୟ ଅଭିନେତା , ଅଭିନେତ୍ରୀ , ଗାୟକ ଓ ଗାୟିକା ମାନେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟିକା ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରହିଛନ୍ତି ଓ ଯାହାକି ଆଜି ଆମେ ଜାଣିବା
ତାହେଲେ ବନ୍ଧୁଗଣ ଏହି ଗାୟିକା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଗାୟିକା ନମିତା ଅଗ୍ରୱାଲ ।
ଏହି ଗାୟିକା ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ଛୋଟ ପିଲା ଠାରୁ ବୃଦ୍ଧ ଲୋକ ପର୍ଯ୍ୟନ୍ତ ସମସ୍ତେ ଗାୟିକା ନମିତା ଅଗ୍ରୱାଲ ଙ୍କୁ ଜାଣିଛନ୍ତି କହିବାକୁ ଗଲେ ନିଜ ସୂ ମଧୁର କଣ୍ଠ ପାଇଁ ସେ ଓଡ଼ିଶା ର ଘର୍ ଘରେ ପରିଚିତ । ଆପଣ ମାନେ ତାଙ୍କ ସୂ ମଧୁର କଣ୍ଠ ରୁ ବହୁ ସାରା ଗୀତ ନିଶ୍ଚୟ ଶୁଣିଥିବେ ।
ସେ ନିଜ ସୂ ମଧୁର କଣ୍ଠ ରେ ଅନେକ ଭଜନ ସହ ଅନେକ ଚଳଚ୍ଚିତ୍ର ରେ ଗୀତ ଗାଈ ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି , ଆପଣ ମାନେ ନିଶ୍ଚୟ ତାଙ୍କ ସମସ୍ତ ଗୀତ ଶୁଣିଥିବେ ଓ ତାଙ୍କ ସମସ୍ତ ହିଟ ସୁପର ହିଟ୍ ହୋଇ ରହିଛି ଓ ଆଗକୁ ମଧ୍ୟ ରହିବ । ଗାୟିକା ନମିତା ଅଗ୍ରୱାଲ କେବଳ ଗୀତ ମାଧ୍ୟମ ରେ ଲୋକ ମାନ ଙ୍କ ମନୋରଂଜନ କରାଉ ନାହାଁନ୍ତି ସେ ନିଜସ୍ଵ ଏକ ଚ୍ୟାନେଲ ଖୋଲି ଛନ୍ତି ଯାହାର ନାମ ସିଦ୍ଧାର୍ଥ ଟିଭି ।
ଏହି ଓଡ଼ିଆ ଚ୍ୟାନେଲ ଅନେକ ଧାରାବାହିକ ପ୍ରସାରିତ ହେଉଛି ଦର୍ଶକ ମାନ ଙ୍କ ପାଇଁ । ଚଳଚ୍ଚିତ୍ର ମଧ୍ୟ ପ୍ରସାରିତ ହେଉଛି ଦର୍ଶକ ମାନ ଙ୍କ ମନୋରଂଜନ କରାଇବା ପାଇଁ । ବର୍ତ୍ତମାନ୍ ସମୟ ରେ ଗାୟିକା ନମିତା ଅଗ୍ରୱାଲ ଯିଏ ପ୍ରାୟ ଅଧିକ ସମୟ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ବେଶ୍ ସକ୍ରିୟ ରହୁଛନ୍ତି ଓ ବେଳେ ବେଳେ କିଛି ଦୃଶ୍ୟ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।
ବର୍ତ୍ତମାନ୍ ସମୟ ରେ ଏହି ଗାୟିକା ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଆଉ ଏକ ଦୃଶ୍ୟ କୁ ନେଇ । ହଁ ବନ୍ଧୁ ଏହି ଦୃଶ୍ୟ ରେ ଗାୟିକା ନମିତା ଅଗ୍ରୱାଲ ନିଜ ନାତି ଙ୍କ ସହ ମିଶି ବହୁ ସାରା ମଜା ମସ୍ତି କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଯାହାର ଦୃଶ୍ୟ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।