ବନ୍ଧୁଗଣ ଆପଣ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡ଼ିଶା ର ଘର୍ ଘରେ ପରିଚିତ , ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ବେଳେ ବେଳେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି କିଛି ଦୃଶ୍ୟ କୁ ନେଇ ।
ତାହା ସୁଟିଂ ସେଟ ର ଦୃଶ୍ୟ ହେଉ ବା ବ୍ୟକ୍ତିଗତ ଜୀଵନ ଦୃଶ୍ୟ କୁ ନେଇ ହେଉ । ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସେହିଭଳି ଜଣେ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ନିଜ ସୁଟିଂ ସେଟ ର ଦୃଶ୍ୟ କୁ ନେଇ । ତାହେଲେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣକ
ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାମୁନି , ଏହି ଅଭିନେତ୍ରୀ ଜଣକ ତାଙ୍କ ଜୀବନୀ ମଧ୍ୟ ରେ ସେ ବହୁ ସାରା ଧାରାବାହିକ ରେ ନଜର ଆସିଛନ୍ତି । ଆପଣ ମାନେ ନିଶ୍ଚୟ ମାମୁନି ଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ । ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ୍ ସମୟ ରେ ତାଙ୍କ ଅଭିନୟ ଜାରି ରଖିଛନ୍ତି ।
ପୂର୍ବ ରୁ ସେ ପ୍ରେମ୍ ର କୁହୁକ ର ଧାରାବାହିକ ରେ ଅଭିନୟ କରୁଥିଲେ । ଏହି ଦୁଇ ବର୍ଷ ଅଭିନୟ ଆରମ୍ଭ କରିଛନ୍ତି । ଏହା ପୁର୍ବ ରୁ ସେ ଏକ ପ୍ରାଇଭେଟ୍ ସ୍କୁଲ ରେ ଶିକ୍ଷୟିତ୍ରୀ ଥିଲେ । ବର୍ତ୍ତମାନ୍ ସମୟ ରେ ସେ ତାରିଣୀ ଆଖି ରେ ତାରା ଧାରାବାହିକ ରେ ଅଭିନୟ କରୁଛନ୍ତି । ଦର୍ଶକ ମାନେ ମାମୁନି ଙ୍କ ଅଭିନୟ କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି ।
ମାମୁନି ଙ୍କ ଏକ କନ୍ୟା ସନ୍ତାନ ଅଛି , ମାମୁନି ବିବାହ କରିବା ର ୭ ବର୍ଷ ହୋଇଯିବ । ଅଭିନୟ ଦୁନିଆ କୁ ଆସିବା ପାଇଁ ତାଙ୍କ୍ ସ୍ୱାମୀ ତାଙ୍କୁ ବହୁତ୍ ସପୋର୍ଟ କରୁଛନ୍ତି । ବର୍ତ୍ତମାନ୍ ସମୟ ରେ ତାରିଣୀ ଆଖି ରେ ତାରା ଧାରାବାହିକ ର ସୁଟିଂ ସେଟ ରେ ଅଘଟଣ ଘଟିଛି , ହଁ ବନ୍ଧୁ ମାମୁନି ର ଦୁର୍ଘଟଣା ଶିକାର ହୋଇଛନ୍ତି ।
ତାଙ୍କ ମୁଣ୍ଡ ଟି ଫାଟି ଯାଇଛି , ବନ୍ଧୁଗଣ ଏହି ଭିଡିଓ ଟି ହେଉଛି ରିଲ୍ସ ଲାଇଫ ର ରିଅଲ ଲାଇଫ ନୁହେଁ । ଏହି ଧାରାବାହିକ ରେ ସେ ଦୁର୍ଘଟଣା ର ଶିକାର ମେଡିକାଲ ରେ ପଡି ଥିବାର ଅଭିନୟ ର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।