Breaking News

ଶୁଟିଙ୍ଗ ସେଟରେ ପୁଅ ସାର୍ଥକ ସହ ଫୁଟବଲ ଖେଳିଲେ ଲୋକପ୍ରିୟ ସିଙ୍ଗର ନମିତା ଅଗ୍ରୱାଲ (Namita Agrawal) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସଙ୍ଗୀତ ଦୁନିଆ ରେ ଅନେକ ଲୋକ ପ୍ରିୟ ଗାୟିକା ଅଛନ୍ତି । ଏହି ଗାୟିକା ମାନେ ନିଜ ସୂ ମଧୁର କଣ୍ଠ ପାଇଁ ବେସ ଲୋକ ପ୍ରିୟ । ଆପଣ ମାନେ ଜାଣିଥିବେ ଏହି ଗାୟିକା ମାନେ ନିଜ ନିଜ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରୀୟ ରହିବା ସହ ବେଳେ ବେଳେ କିଛି ଦୃଶ୍ୟ କୁ ନେଇ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଠିକ୍ ସେହିଭଳି ଭାବେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ସେହି ଗାୟିକା ଙ୍କ ବିଷୟ ରେ ଜାଣିବା । ତେବେ ଏହି ଗାୟିକା ଜଣକ ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପରିଚିତ ଓ ଆଗ ଧାଡ଼ି ର ଗାୟିକା ନମିତା ଅଗ୍ରୱାଲ । ଏହି ଗାୟିକା ଙ୍କୁ ସମସ୍ତେ ବେଶ୍ ଭଲ ଭାବରେ ଜାଣିଥିବେ ।

ଆପଣ ଜାଣିଥିବେ ଯେ ନମିତା ଅଗ୍ରୱାଲ ବହୁ ସାରା ଓଡିଆ ଗୀତ ଗାଇଛନ୍ତି ଓ ସବୁଠାରୁ ଅଧିକ ଗୀତ ଗାଇଛନ୍ତି ଭଜନ ଓ ତାଙ୍କ ସମସ୍ତ ଭଜନ ସୁପର ହିଟ ହୋଇଛି ଓ ବର୍ତ୍ତମାନ ସମୟ ରେ ମଧ୍ଯ ବେଶ ଲୋକ ପ୍ରିୟ । ସେ ପ୍ରାୟ ୫ ହଜାର ରୁ ଅଧିକ ଗୀତ ଗାଇଛନ୍ତି । ନମିତା ଅଗ୍ରୱାଲ ଙ୍କ ଗୀତ ବେଶ୍ ହୃଦୟସ୍ପର୍ଶୀ । ନମିତା ଅଗ୍ରୱାଲ ଗୀତ ଗାଇବା ସହ ସେ ଚଳଚ୍ଚିତ୍ର ଦୁନିଆ ରେ ମଧ୍ୟ ଅନେକ ଗୀତ ଗାଇଛନ୍ତି ।

ଗାୟିକା ନମିତା ଅଗ୍ରୱାଲ ୧୯୯୨ ମସିହା ରେ ସୀତାରାମ ଅଗ୍ରୱାଲ ଙ୍କୁ ବିବାହ କରିଥିଲେ । ପରେ ତାଙ୍କ ଦୁଇ ପୁଅ ଜନ୍ମ ହୋଇଥିଲେ , ବର୍ତ୍ତମାନ୍ ସମୟ ରେ ଏହି ଗାୟିକା ଜଣକ ନିଜ ଗୀତ ଜାରି ରଖିଛନ୍ତି । ନମିତା ଅଗ୍ରୱାଲ ନିଜେ ଗୀତ ଗାଇବା ସହ ନିଜ ପୁଅ କୁ ଗୀତ ଗାଇବା ଶିଖାଉଛନ୍ତି । ଏହି ସୁଟିଂ ରେ ନମିତା ଅଗ୍ରୱାଲ ନିଜ ପୁଅ କୁ ଗୀତ ଶିଖାଇବା ସହ ସୁଟିଂ ସେଟ ରେ ଫୁଟବଲ ଖେଳୁ ଛନ୍ତି ।

ନମିତା ଅଗ୍ରୱାଲ ଙ୍କ ଦୁଇ ଟି ପୁଅ ଜଣକ ନାମ ସିଦ୍ଧାର୍ଥ ହୋଇଥିବା ବେଳେ ଆଉ ଜଣକ ନାମ ସାର୍ଥକ ରହିଛି । ନମିତା ଅଗ୍ରୱାଲ ନିଜ ପୁଅ ମାନ ଙ୍କ ସହିତ ନିଜ ସମୟ କୁ ଅତି ବାହିତ କରି ଥାଆନ୍ତି । ବଡ ପୁଅ କୁ ୨୪ ବର୍ଷ ହୋଇଥିବା ସମୟ ରେ ସାନ ପୁଅ କୁ ୨୦ ବର୍ଷ ହୋଇଛି । ନମିତା ଅଗ୍ରୱାଲ ତାଙ୍କ ସାନ ପୁଅ କୁ ଗୀତ ଶିଖାଇବା ସହ ଫୁଟବଲ ଖେଳୁଥିବା ର ଦେଖିବକୁ ମିଳିଛି ।

ଆପଣ ମାନେ ଏହି ଦୃଶ୍ୟ ଟି କୁ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ । ନମିତା ଅଗ୍ରୱାଲ ନିଜ ଦୁଇ ପୁଅ ଓ ସ୍ବାମୀ ଙ୍କୁ ନେଇ ସେ ବେଶ୍ ଖୁସି ଅଛନ୍ତି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *