ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ।ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିବା ସହ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ଥାଆନ୍ତି ।
ତାହା ସୁଟିଂ ସେଟ ର ଦୃଶ୍ୟ ହେଉ ବା ବ୍ୟକ୍ତିଗତ ଜୀବନ ର କିଛି ଦୃଶ୍ୟ କୁ ନେଇ ହେଉ ସେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ତାହେଲେ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ।ପ୍ରିୟ ଅଭିନେତ୍ରୀ ସେହିଭଳି ଭାବେ ବେଶ୍ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।
ଆଜି ଆମେ ଏହି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ , ଆମେ ଜଣାଇବାକୁ ଯାଉଥିବା ଅଭିନେତ୍ରୀ ଙ୍କ ଅଭିନୟ ଗତ କିଛି ଦିନ ହେବ ଆଉ ଦେଖିବାକୁ ମିଳୁ ନାହିଁ କିନ୍ତୁ ସେ ବେଶ୍ ସକ୍ରିୟ ଥାଆନ୍ତି ସୋସିଆଲ ମିଡ଼ିଆ ରେ ।
ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ। ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ସୁପ୍ରିୟା ନାୟକ , ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ସେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ , ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ ବହୁ ସାରା ଚଳଚ୍ଚିତ୍ର ଓ ଧାରାବାହିକ ରେ ।
ତାହେଲେ ଅତି ନିକଟ ରେ ସେ ଜି ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ କେମିତି କହିବି କହ ରେ ଅଭିନୟ କରୁଥିଲେ । ଏହି ଧାରାବାହିକ ରେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ସେ ଲୋକ ପରିଚିତ ହେବା ସହିତ ଓଡିଶା ର ଘର୍ ଘରେ ପରିଚିତ। ଏହି ଧାରାବାହିକ ଟି ସରି ଯିବା ପରେ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ ।
ଏହି ଅଭିନେତ୍ରୀ ଜନକ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରୀୟ ରହି ଥାଆନ୍ତି । ସୁପ୍ରିୟା ନାୟକ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଏକ ଦୃଶ୍ୟ କୁ ନେଇ । ହଁ ବନ୍ଧୁ ଏହି ଦୃଶ୍ୟ ରେ ଦେଖିବାକୁ ମିଳିଛି ଯେ ସୁପ୍ରିୟା ନାୟକ ବାହାର୍ କୁ ବୁଲି ଯାଇଛନ୍ତି ଓ ସେଠାରେ ବହୁତ୍ ସାରା ମଜା ମସ୍ତି କରିଛନ୍ତି
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।