Breaking News

ଶୁଟିଙ୍ଗ ସେଟ ରେ ଅସୁସ୍ଥ ହୋଇପଡିବାରୁ ହସ୍ପିଟାଲ୍ ରେ ଭର୍ତ୍ତି ହେଲେ ତାରିଣୀ ଆଖିର ତାରା ଧାରାବାହିକ ଅଭିନେତ୍ରୀ ମାମୁନି(Mamuni) …. ଦେଖନ୍ତୁ ଭିଡିଓ

ଆପଣ ମାନେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ତାରିଣୀ ଆଖିର ତାରା କୁ ତ ନିଶ୍ଚୟ ଭାବରେ ଦେଖିଥିବେ। ବର୍ତ୍ତମାନ ଓଡ଼ିଶାର ଏହା ଏକ ଲୋକପ୍ରିୟ ଧାରାବାହିକ। ତେବେ ଏହି ଧାରାବାହିକରେ ଅଭିନୟ କରୁଥିବା ଅଭିନେତ୍ରୀ ମାମୁନି ଙ୍କୁ ଆପଣ ବେଶ୍ ଭଲ ଭାବରେ ଜାଣିଥିବେ।
ତେବେ ବର୍ତ୍ତମାନ ସମୟରେ ମାମୁନି ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।

ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ହସ୍ପିଟାଲ୍ ରେ ଭର୍ତି ହୋଇଛନ୍ତି ମାମୁନି। ଯାହାର ଅନେକ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ କଣ ରହିଛି ଏହା ପଛର ପ୍ରକୃତ ଖବର ଆସନ୍ତୁ ଜାଣିବା।ତେବେ ଆପଣ ମାନେ ଟିଭି ପରଦାରେ ପ୍ରତିଦିନ ମାମୁନିଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ପାଉଥିବେ। ତାରିଣୀ ଆଖିର ତାରା ଧାରାବାହିକ ରେ ସେ ରୁକ୍ମିଣୀ ଭୂମିକାରେ ଖୁବ୍ ଭଲ ଅଭିନୟ କରି ଏନେକ ଲୋକପ୍ରିୟତା ହାସଲ କରିଛନ୍ତି।

ମାମୁନି ଏହା ପୂର୍ବରୁ ମଧ୍ୟ ଅନେକ ଗୁଡ଼ିଏ ଧାରାବାହିକ ରେ ନଜର ଆସିଛନ୍ତି। ଧାରାବାହିକ ବ୍ୟତୀତ କିଛି ଓଡ଼ିଆ ଫିଲ୍ମ ଓ ଆଲବମ୍ ରେ ମଧ୍ୟ ନଜର ଆସି ସାରିଛନ୍ତି। ତେବେ ତାରିଣୀ ଆଖିର ତାରା ଧାରାବାହିକର ରୁକ୍ମିଣୀ ଚରିତ୍ର ତାଙ୍କୁ ଦର୍ଶକ ମହଲରେ ଏକ ନୂତନ ପରିଚୟ ଦେଇଛି।

ତେବେ ନିକଟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ମାମୁନି ଙ୍କର କିଛି ଫଟୋ ଓ ଭିଡିଓ। ଯେଉଁଥିରେ ସେ ହସ୍ପିଟାଲ୍ ବେଡ୍ ରେ ଶୋଇ ରହିଥିବାର ନଜର ଆସୁଛନ୍ତି। ତେବେ ଏହି ଭିଡିଓ ସବୁ ଦେଖିବା ପରେ ମାମୁନି ଙ୍କ ସ୍ବାସ୍ଥ୍ୟାବସ୍ଥା କୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ ଉଠୁଛି। ହେଲେ କହିରଖୁଛୁ, ଏହା ମାମୁନି ଙ୍କ ସୁଟିଂ ସମୟର କିଛି ଦୃଶ୍ୟ।

ତାରିଣୀ ଆଖିର ତାରା ଧାରାବାହିକର ଏକ ସିନ୍ ର ସୁଟିଂ ବେଳେ ମାମୁନି ଙ୍କର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ଯାହା ଦେଖିବା ପରେ ୟୁଜର ମାନେ ଭାବିଥିଲେ ଯେ ମାମୁନି ଙ୍କ ସହିତ କିଛି ଦୁର୍ଘଟଣା ଘଟିଛି। କିନ୍ତୁ ଏହା ଦୁର୍ଘଟଣା ନୁହେଁ ବରଂ ଏହା ତାରିଣୀ ଆଖିର ତାରା ଧାରାବାହିକର ଏକ ସିନ୍ ଥିଲା। ତେବେ ଧାରାବାହିକ ର ଆଗାମୀ ଅଧ୍ୟାୟ ରେ ରୁକ୍ମିଣୀ ଙ୍କୁ ହସ୍ପିଟାଲ୍ ବେଡ୍ ରେ ଚିକିତ୍ସିତ ହେଉଥିବାର ଦର୍ଶକ ମାନେ ଦେଖିବାକୁ ପାଇବେ।

About admin

Check Also

ଶ୍ରୀତମ ଭାଇଙ୍କ ମା ଚାଲିଗଲେ, ଏତେ ବଡ ଦୁଃଖରେ ମୁଁ ତାଙ୍କ ପାଖେ ଠିଆ ହେଇପାରିଲିନି – Buddhaditya Mohanty ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ପ୍ରକୃତ ବନ୍ଧୁ ହେଉଛି ସିଏ ବିପଦ ସମୟ …

Leave a Reply

Your email address will not be published. Required fields are marked *