Breaking News

ଶେଷରେ କ୍ୟାମେରା ଆଗରେ ମୁହଁ ଖୋଲିଲେ ଦୀପିକାଙ୍କ ପ୍ରେମିକ ଓରଫ ତାଙ୍କ ପିଲାର ବାପା ଦିନେଶ – ଦେଖନ୍ତୁ ଭିଡିଓ

ଏବେ ଏମିତି ପ୍ରକାର ସବୁ ଘଟଣା ଘଟୁଛି ଯାହା କି ସମାଜ ପ୍ରତି ବହୁତ ଖରାପ ପ୍ରଭାବ ପକାଉଛି । ସମୟ ଏବେ ଏମିତି ଏକ ପରିସ୍ଥିତି ରେ ଗତି କରୁଛି ଯାହା ସମସ୍ତଙ୍କ ପାଇଁ ଏକ ଖରାପ ପ୍ରଭାବ । ଆପଣ ମାନେ ଜାଣିଥିବେ ଦିନେସ୍ ଙ୍କ ଘର ଦୁଆରେ ଜଗି ବସିଛନ୍ତି ଦୀପିକା ଆଉ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ଦୀପିକା ଓ ଦିନେସ୍ ଙ୍କ ଭିଡିଓ କିପରି ଭାବରେ ଭାଇରାଲ ହେଉଛି ।

ଆଜି କି ପ୍ରାୟ 7 ଦିନ ରୁ ଅଧିକ ହେଇଯିବ ଦୀପିକା ଦିନେସ୍ ଙ୍କ ଘର ଜଗି କି ବସିଛନ୍ତି । ବସି ଛନ୍ତି ତାଙ୍କ ପିଲା ର ପରିଚୟ୍ ଦେବା ପାଇଁ ଆଉ ନ୍ୟାୟ ପାଇବା ପାଇଁ । ଏହି ବିଷୟ ରେ ନିଜେ ଦିନେସ କିଛି କହିଥିବାର ନଜର ରେ ଆସିଛନ୍ତି ଆସନ୍ତୁ ଜାଣିବା ଏହି ବିବାଦ ରେ କ’ଣ ନୂଆ ତଥ୍ୟ ଆସିଛି । କିନ୍ତୁ ଏ ସବୁ ଜାଣିବା ପୂର୍ବ ରୁ ଆପଣ ମାନେ ଆମ ର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏଁ ପଢନ୍ତୁ । ତାହେଲେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ ।


ଦୀପିକା ଦିନେସ୍ ଙ୍କ ସ୍ତ୍ରୀ ଏବଂ ତାଙ୍କ ର 19 ମାସ ର ପୁଅ ଟିଏ ଥାଇ ମଧ୍ୟ ଦିନେଶ ଙ୍କ ବାହାଘର ଅନ୍ୟ କେଉଁ ଝିଅ ସହ କାହିଁକି ବାହାଘର କରିବାକୁ ଠିକ କରୁଛନ୍ତି ଏହା ଶୁଣି ମଧ୍ୟ ଦୀପିକା ଭାଙ୍ଗି ପଡିଛନ୍ତି । ଦୀପିକା ଙ୍କ କହିବା କଥା ଅନୁଜାୟି ଯଦି ଦୀପିକା ଙ୍କୁ ପ୍ରେମ କଲେ ଦିନେସ୍ ତେବେ ତାଙ୍କ ବାହାହେବେ ଦିନେସ୍ ଆଉ ଯେଉଁ ପର୍ଯ୍ୟନ୍ତ ବାହା ହୋଇ ନାହାନ୍ତି ସେ ପର୍ଯ୍ୟନ୍ତ ସେ ଧାରଣା ରୁ ହଟିବେ ନାହିଁ ।

ଆଉ ଏ ସବୁ ଶୁଣି ଦିନେସ୍ କିଛି ପ୍ରତିକ୍ରିୟା ଦେଇ ନଥିଲେ । ଏପର୍ଯ୍ୟନ୍ତ କେବଳ ଦୀପିକା ଙ୍କ ଭିଡିଓ ଆସୁଛି । କିନ୍ତୁ ଏବେ ସୋସିଆଲ ମିଡ଼ିଆ ରେ ଦିନେସ୍ ଙ୍କ ର ଏକ ପ୍ରତିକ୍ରିୟା ନଜର ରେ ଆସିଛି ଯାହା ଏବେ ଚହଳ ପକେଇ ଦେଇଛି ତେବେ ଆସନ୍ତୁ ଜାଣିବା ଦିନେସ୍ ଙ୍କ ପ୍ରତିକ୍ରିୟା କ’ଣ ରହିଛି । ଦିନେସ୍ ଆଇନ୍ କୁ ସମ୍ମାନ୍ ଦେଉଛନ୍ତି ତେଣୁ ଆଇନ ଯାହା ନ୍ୟାୟ ଦେବେ ତାହା ସେ ଗ୍ରହଣ କରିବେ ।

ତାହା ସହ ଦିନେସ୍ କହିଛନ୍ତି କି ଦୀପିକା ଯାହା ବି କହୁଛନ୍ତି ମିଛ ଆଉ ତାଙ୍କୁ ଏ ସବୁ ବିଷୟ ରେ କିଛି ଜଣା ନାହିଁ ଯଦି କିଛି ଅଛି ତାହେଲେ ତାହା ସବୁ କୋର୍ଟ ରେ ଅଲୋଚନା ହେବ । ଆଉ ତାଙ୍କ କୋର୍ଟ ଉପରେ ବହୁତ ଭରସା ଅଛି କୋର୍ଟ ଯାହା ନ୍ୟାୟ୍ ଦେବେ ତା ଉପରେ ସେ ଭରସା ରଖିଛନ୍ତି ।

 

About admin

Check Also

ରାତି ରେ ମଣିଷ ହୋଇଯାଏ ଭାଲୁ ଓ କରେ ଏମିତି କାର୍ଯ୍ୟ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୋଲିସ ଏକ ଅଜବ ପ୍ରାଣୀ କୁ ଧରିଛି । ଗୋଡ଼ାଇ ଗୋଡ଼ାଇ ଏହି …

Leave a Reply

Your email address will not be published. Required fields are marked *