Breaking News

ଶ୍ୱଶୁର ଙ୍କ ପାପ ଦ୍ରୁଷ୍ଟି ! ଶ୍ୱଶୁର ଡାକୁଛନ୍ତି ମା ଦୀପିକା ତୁ ଭିତରକୁ ଆ , ପ୍ରମିଳା ମାକୁ ଏମିତି କହି କାନ୍ଦିଲେ ଦୀପିକା … ଦେଖନ୍ତୁ

ଦୀପିକା ଙ୍କ ଶଶୁର କଣ ଭାବି କି ଏମିତି କହିଲେ ଯାହା ଯିଏ ବି ଶୁଣିବ ତାଙ୍କୁ ଲଜ୍ୟା ଲାଗିବ । ବାହାରେ ବର୍ଷା ହେଉଛି ଏ ଘର ଭୀତ ରେ କେହି ନାହାନ୍ତି । ସେ ଘରେ ବି କେହି ନାହାନ୍ତି ମାଆ ନାହିଁ କି ଗୋସେଇଁ ମା ବି ନାହିଁ । ଆ ଭୀତ ରକୁ ପଳେଇ ଆ ଏମିତି କୁଆଡେ ଦୀପିକା ଙ୍କୁ ତାଙ୍କ ଶଶୁର କହି ଥିଲେ । ଯେଉଁ ଦିନ ବର୍ଷା ହେଉ ଥିଲା ଆଉ ଯେଉଁ ଦିନ ପ୍ରମିଳା ତ୍ରିପାଠୀ ଭୁବନେଶ୍ଵର ରେ ଥିଲେ ।

ଆଉ ଯେତେବେଳେ ଭୁବନେଶ୍ଵର ରୁ ପ୍ରମିଳା ତ୍ରିପାଠୀ ଫେରି ଥିଲେ ଆଉ ତାଙ୍କ ଝିଅ ଦୀପିକା ଙ୍କୁ ଦେଖା କରିବାକୁ ଯାଇଥିଲେ ସାଙ୍ଗ ରେ ପନି ପରିବା ଓ ମିଠା ବି ନେଇ କି ଯାଇଥିଲେ । ଆଉ ସେତେବେଳେ ଦୀପିକା କୁଆଡେ ଏମିତି କିଛି କଥା ତାଙ୍କ ମାଆ ତଥା ପ୍ରମିଳା ତ୍ରିପାଠୀ ଙ୍କୁ କହି ଥିଲେ । ପ୍ରମିଳା ତ୍ରିପାଠୀ ଙ୍କ କହିବା କଥା ଏହାର ପରିଣାମ କଣ୍ ହେବ ତାହା ପରେ ଜଣା ପଡିବ । ବୋହୁ ଯେତେବେଳେ ମୁହଁ ରେ ଜବାବ ଦେବ ସେତେବେଳେ ଠିକ ଜାଣି ପାରିବ ।

ମୁଁ 5 ଦିନ ପାଇଁ କୁଆଡେ ଭୁବନେଶ୍ଵର ଯାଇଥିଲେ ଯେ ତାଙ୍କ ଝିଅ ଙ୍କୁ ବହୁତ ହଇରାଣ କରି ଦେଇଛ । ଘରେ କେହି ନଥିଲା ବେଳେ ତାକୁ ଭିତର କୁ ଡାକିଛ । ଏହାର ଜବାବ ତୁମେ ନିଶ୍ଚିତ ଦେବ । ମୋ ଝିଅ ର ପନିପରିବା ରେ ସରଫ୍ ପାଣି ପକେଇ ତାକୁ ନଷ୍ଟ୍ କରି ଦେଇଛ ଆଉ ତାକୁ ଗୋଟିଏ ଦିନ ଉପାସ ରେ ରଖି ଦେଇଛ । ଏବେ ତା ମା ଅସିଛି ଆଉ ମୁଁ ଭୁବନେଶ୍ଵର ରୁ ବି ଖୁସି ଖବର ନେଇକି ଆସିଛି ।

ରାତି ପାହିଲେ ଜଣେଇବି ହୋସିଆର୍ ରେ ରୁହ । ବନ୍ଧୁଗଣ ଏମିତି କିଛି କଥା କହି ପ୍ରମିଳା ତ୍ରିପାଠୀ ଟାର୍ଗେଟ କରିଛନ୍ତି ଦିନେସ୍ ଙ୍କ ପରିବାର କୁ । ଅର୍ଥାତ ଦୀପିକା ଙ୍କ ଶଶୁର ଙ୍କୁ । କଥା ହେଉଛି କି କୁହା ଯାଉଛି ଯେତେବେଳେ ପ୍ରମିଳା ତ୍ରିପାଠୀ ଭୁବନେଶ୍ଵର କୁ ଯାଇଛନ୍ତି । ଠିକ ସେତିକି ବେଳେ ବର୍ଷା ହଉଚି ଆଉ ଦୀପିକା ଙ୍କ ଶଶୁର କୁଆଡେ ଘରେ ଏକୁଟିଆ ଥିଲେ । ଠିକ ସେତିକି ବେଳେ ତାଙ୍କ ଶଶୁର ଘର କୁ ଡାକୁ ଛନ୍ତି ଆ ମାଆ ଭୀତ ରକୁ ପଳେଇ ଆ ।

ଏହି ଘରେ କେହି ନାହାନ୍ତି ମାଆ ନାହିଁ କି ଗୋସେଇଁ ମାଆ ବି ନାହାନ୍ତି । ଯାହା ସବୁ ଦୀପିକା ପ୍ରମିଳା ତ୍ରିପାଠୀ ଙ୍କ ନାଁ ରେ କହିଛନ୍ତି । ଆଉ ତା ପରେ ପ୍ରମିଳା ତ୍ରିପାଠୀ ଙ୍କ ରାଗ ବର୍ତ୍ତମାନ ଚରମ ସୀମା ରେ ପହଞ୍ଚି ଯାଇଛି । ଯାଦି ପ୍ରମିଳା ତ୍ରିପାଠୀ ଙ୍କ ଅନୁପସ୍ଥିତି ରେ ତାଙ୍କ ଶଶୁର ଏମିତି କହି ଥାନ୍ତି ତେବେ ସ୍ଥିତି ଭୟାନକ ହେବ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *