Breaking News

ଷ୍ଟାର କିରଣର ତୁ କହିବୁ ନା ମୁଁ କହିବି ସିରିଏଲର ଅଭିନେତ୍ରୀ ସୀମା (Subhasmita Rath) ବିବାହ ବନ୍ଧନରେ ବାନ୍ଧି ହେଲେ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଷ୍ଟାର୍ କିରଣ ରେ ପ୍ରସାରିତ ହେଉଥିବା ତୁ କହିବୁ ନା ମୁଁ ସିରିଏଲ ଟିକୁ ନିଶ୍ଚିତ ଭାବରେ ଦେଖୁଥିବେ । ଆଉ ଏହି ସିରିଏଲ ରେ ହିରୋଇନ ମେଘା ଙ୍କ ବଡ଼ ଭଉଣି ଭୂମିକା ରେ ଅଭିନୟ କରୁଥିବା ସୀମା ଙ୍କୁ ମଧ୍ୟ ବହୁତ ଭଲ ଭାବରେ ଜାଣିଥିବେ । ତେବେ ସୀମା ଙ୍କୁ ନେଇ ଆସି ଯାଇଛି ବହୁତ ବଡ଼ ଖୁସି ଖବର ।

ବିବାହ ବନ୍ଧନ ରେ ଆବଦ୍ଧ ହୋଇଛନ୍ତି ଆପଣ ମାନଙ୍କ ର ଅତି ପ୍ରିୟ ସୀମା । ସୀମା କାହାକୁ ବିବାହ କରିଛନ୍ତି ଆଉ କଣ ରହିଛି ସମ୍ପୁର୍ଣ୍ଣ ବିବରଣୀ ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ତେବେ ଦର୍ଶକ ବନ୍ଧୁ ସୀମା ଙ୍କ ର ପ୍ରକୃତ ନାଁ ହେଉଛି ସୁଭସ୍ମିତା ରଥ ।

ତେବେ ଦମଦାର ଅଭିନୟ କରି ସୁଭସ୍ମିତା ଖୁବ କମ୍ ସମୟ ମାଧ୍ୟମ ରେ ଲୋକ ମାନଙ୍କ ର ଲୋକ ପ୍ରିୟତା ହାସଲ କରି ପାରିଛନ୍ତି । ଆପଣ ମାନେ ଆଗରୁ ସୁଭସ୍ମିତା ଙ୍କୁ ବହୁତ ସାରା ମ୍ୟୁଜିକ୍ ଆଲବମ୍ ସହିତ ସିରିଏଲ ରେ ମଧ୍ୟ ଦମଦାର ଅଭିନୟ କରି ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଆଉ ବହୁତ ସାରା ଅଲବମ୍ କରି ଥିବାର ନିଶ୍ଚିତ ଦେଖି ଥିବେ ।

ସେ ବହୁତ ସୁନ୍ଦର ଅଭିନୟ କରୁଥିବାର୍ ଆପଣ ମାନେ ମଧ୍ୟ ଦେଖି ଥିବେ ସେ ତାଙ୍କ ଅଭିନୟ ମାଧ୍ୟମ ରେ ସବୁ ଦର୍ଶକ ମାନଙ୍କ ମନ ରେ ରହି ଆସିଛନ୍ତି । ତେବେ ଗତ କିଛି ଦିନ ପୂର୍ବେ ବିବାହ ବନ୍ଧନ ରେ ଆବଦ୍ଧ୍ ହେଇଛନ୍ତି ସୁଭସ୍ମିତା । ତାଙ୍କ ସ୍ବାମି ଙ୍କ ର ନାମ ହେଉଛି ସିବାସିସ୍ ପାତ୍ର । ଯାହା କୁ ଆପଣ ମାନେ ଭାଇରାଲ ଫୋଟ ଓ ଭିଡିଓ ମାଧ୍ୟମ ରେ ଦେଖି ପାରୁଥିବେ ।

ସୁଭସ୍ମିତା ଓ ସିବାସିସ୍ ଙ୍କ ବାହାଘର ଖୁବ ଧୁମଧାମ୍ ରେ ହୋଇଛି । ଆଉ ଜାହାର ଭିଡିଓ ଆପଣ ମାନେ ଦେଖି ପାରୁଥିବେ । ଆଉ ଏହି ବାହାଘର ରେ ଓଲିଓଡ୍ ର ବହୁତ ସାରା ସେଲିବ୍ରିଟି ମାନେ ଉପସ୍ଥିତ ଥିଲେ ଏବଂ ତାଙ୍କ ବାହାଘର ରେ ସବୁ ସେଲିବ୍ରିଟି ବହୁତ ମଜ୍ଜା ମସ୍ତି କରି ଥିବାର ନଜର ରେ ମଧ୍ୟ ଆସିଛନ୍ତି । । ଆପଣ ମାନେ ଏହି ଭିଡିଓ ମାଧ୍ୟମ ରେ ମଧ୍ୟ ଆପଣ ସୁଭସ୍ମିତା ଓ ସିବାସିସ୍ ଙ୍କ ରିପ୍ସେସନ ଫୋଟ ଓ ଭିଡିଓ ଗୁଡିକ ଦେଖି ପାରୁଥିବେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *