Breaking News

ଷ୍ଟେଜରେ ସାରଥୀ ଆଉ ଷ୍ଚେଜ ତଳେ ହାତ ଗୋଡ ପିଟା ଭକ୍ତି, ଭକ୍ତଙ୍କ ଭକ୍ତି ଦେଖି ବାବାଙ୍କୁ ଦେଖୁନାହାନ୍ତି ଲୋକେ, ସମସ୍ତଙ୍କ ଆଖି ଭକ୍ତଙ୍କ ଉପରେ… ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଏହି ସତ୍ ଦୁନିଆ ରେ ଆଜି କିଛି ଲୋକ ଙ୍କ ପାଇଁ ମିଛ ଦୁନିଆ ରେ ପରିଣତ ହୋଇ ଯାଇଛି। କାରଣ ଏଠି ସତ୍ କଣ ଜଣାଇଥିଲେ ମଧ୍ୟ ପ୍ରମାଣ ଦେଖାଇ ଥିଲେ ମଧ୍ୟ ଲୋକ ମନ୍ ସତ୍ କୁ ମିଛ ଭାବୁଛନ୍ତି ଓ ଯେଉଁଟି ମିଛ ତାକୁ ସତ୍ୟ ବୋଲି ଭାବୁଛନ୍ତି । ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆପଣ ଙ୍କୁ ଏହି କଥା ଟି କହିବା ର କାରଣ ହେଲା ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଉଥିବା ଏକ ଭିଡିଓ ।

ଯାହାକି ଆଜି ଆମେ ଆପଣ ଙ୍କୁ ଜଣାଇବୁ ,ଆପଣ ମାନେ ଜାଣିଥିବେ ଯେ ଗତ କିଛି ବର୍ଷ ତଳେ ଯିଏ କି ଭଗବାନ୍ ଙ୍କ ସ୍ଥାନ ନେଇ ଯାଇଥିଲା ଓ ଘରେ ଘରେ ପୂଜା ପାଉ ଥିଲା । ସାରଥି ବାବା ଙ୍କ କଥା କହୁଛୁ ଯିଏ କି ବର୍ତ୍ତମାନ୍ ସମୟ ରେ ଭ-ଣ୍ଡ ସାରଥୀ ଭାବେ ବେଶ୍ ପରିଚିତ । ଏହି ସାରଥି କଳା କାରନାମା ପଦା କୁ ଆସିବା ପରେ ତା ବିରୋଧ ରେ ଅନେକ ଅଭିଯୋଗ ହୋଇଥିଲେ ଓ ବହୁ ସାରା ପ୍ରମାଣ ଥାଇ ମଧ୍ୟ ଆଜି କିଛି ଲୋକ ମାନେ ସାରଥି କୁ ଭଗବାନ୍ ବୋଲି ମନେ କରୁଛନ୍ତି ।

ବର୍ତ୍ତମାନ୍ ସମୟ ରେ ଏହି କଥା ଟି କହିବା ର କାରଣ ହେଲା ଯେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ବହୁ ପରିମାଣ ରେ ଭାଈରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଷ୍ଟେଜ ଉପରେ ସାରଥି ଥିବା ସମୟ ରେ ଷ୍ଟେଜ ତଳେ ହାତ ଗୋଡ ପିଟା ଭକ୍ତ ମାନେ । ହଁ ବନ୍ଧୁ ଫଟୋ ରେ ଫୁଲମାଳ ଓ ପାଖ ରେ ଦ୍ଵିପ ଜଳୁଛି ।

ପ୍ରସାଦ ମଧ୍ୟ ଲାଗିଛି , ଷ୍ଟେଜ ତଳେ ବସିଥିବା ଭକ୍ତ ମାନେ ଭଜନ ଗାଇଛନ୍ତି ।ଏହି ଭକ୍ତ ମାନେ ଭ-ଣ୍ଡ ସାରଥୀ କୁ ଭଗବାନ ବୋଲି କହୁଛନ୍ତି । ଏହି ଭଣ୍ଡ ସାରଥୀ ନାମ ରେ ମାଳ ମାଳ ଅଭିଯୋଗ , ତଥାପି ଏହି ଭଳି ଲୋକ ମାନ ଙ୍କ ଆଖି ଖୋଲିନି କିପରି । ଜଣେ କିମ୍ବା ଦୁଇ ଜଣ ନୁହଁନ୍ତି ଶହ ଶହ ଲୋକ ମାଲକାନଗିରି ଜିଲ୍ଲା ସଦର ମହକୁମାର ତାଳସାହି ରେ ସାରଥି ଙ୍କ ମହିମା ଶୁଣିବାକୁ ଲୋକ ଜମା ହୋଇଛନ୍ତି ।

ଏହା ସହ ସତସଙ୍ଗ ମଣ୍ଡପ ରେ ସାରଥୀ ଫଟୋ , ଦ୍ଵିପ, ବିଭୂତି ଓ ସାରଥି ଙ୍କ ମାଳି ମଧ୍ୟ ବିକ୍ରୟ ହେଉଛି । ଏହି ସତସଙ୍ଗ ରେ ଜଣେ ଭକ୍ତ ଇମିତି ହେଉଛନ୍ତି କାଲେଶି ଭଳି ଉଭା ହେଉଛନ୍ତି , ଏପଟେ ସାରଥୀ ଭକ୍ତ ମାନେ ଗଣ ମାଧ୍ୟମ ଙ୍କୁ ଦେଖି ଡରି ଯିବା ପରେ ଭିଡିଓ ନ କରିବା ପାଇଁ ବାରଣ କରୁଛନ୍ତି । ବନ୍ଧୁଗଣ ଆପଣ ମାନେ ଏହି ଭିଡିଓ ଟି କୁ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।

ଏଠି ସତ୍ କଣ ଲୋକ ମାନେ ଜାଣି ମଧ୍ୟ ଆଖି ରେ ଅନ୍ଧ ପୁଟୁଳି ବାନ୍ଧି ମିଛ କୁ ଅପଣାଉଛନ୍ତି ଓ ଭଣ୍ଡ କୁ ଭଗବାନ ବୋଲି କହୁଛନ୍ତି । ଏହି ଭଳି କଣ କୁହାଯିବ ଯିଏ କି ଭଣ୍ଡ କୁ ଭଗବାନ୍ କରୁଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ରାତି ରେ ମଣିଷ ହୋଇଯାଏ ଭାଲୁ ଓ କରେ ଏମିତି କାର୍ଯ୍ୟ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୋଲିସ ଏକ ଅଜବ ପ୍ରାଣୀ କୁ ଧରିଛି । ଗୋଡ଼ାଇ ଗୋଡ଼ାଇ ଏହି …

Leave a Reply

Your email address will not be published. Required fields are marked *