Breaking News

ଷ୍ଟେଜ ଉପରେ ରାଗିଗଲେ ପପୁ ପମ ପମ (Papu pam Pam) : କହିଲେ ଡ୍ରୋନ କୁ ଟେକା ମାରିବି ମୁଁ … ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତରେ ଏଭଳି ଅନେକ ହାସ୍ୟ ଅଭିନେତା ଅଛନ୍ତି ଯେଉଁମାନେ ନିଜର ନିଆରା ଅଭିନୟ ପାଇଁ ଓଡିଶାର ଘରେ ଘରେ ପରିଚିତ। ନିଜର କମେଡି ଦ୍ଵାରା ସେମାନେ ଲୋକ ମାନଙ୍କୁ ହସାଇ ହସାଇ ବେଦମ୍ କରିଦିଅନ୍ତି। ତେବେ ଏହି ସବୁ ହାସ୍ୟ ଅଭିନେତା ମାନଙ୍କ ମଧ୍ୟରୁ ଏଭଳି ଜଣେ ଭିନ୍ନ ହାସ୍ୟ ଅଭିନେତା ଅଛନ୍ତି ଯିଏ ଛୋଟ ପିଲମାନଙ୍କ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ଅତି ପ୍ରିୟ।

ସେ ଯେ କୌଣସି ସିନେମାରେ ବି ଆସନ୍ତି ସେଥିରେ ସେ ନିଜର ଅଭିନୟ ମାଧ୍ୟମରେ ଶେଷ ପର୍ଯ୍ୟନ୍ତ ଲୋକମାନଙ୍କୁ ହସାନ୍ତି। ନିଜର କମେଡି ଶୋ ମାଧ୍ୟମରେ ସେ ଅନେକ ଚାନେଲକୁ ଲୋକପ୍ରିୟ କରାଇଛନ୍ତି। ତାଙ୍କୁ ଓଡ଼ିଆ ସିନେ ଜଗତର କମେଡି କିଙ୍ଗ ବୋଲି ମଧ୍ୟ କୁହାଯାଏ। ସେ ହେଉଛନ୍ତି ଓଡ଼ିଶାର ନମ୍ୱର୍ ୱାନ କମେଡିଆନ୍ ପପୁ ପମ ପମ। ପପୁ ପମ ପମ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ।

ଅନେକ ଗୁଡ଼ିଏ ସିନେମାରେ ଜବରଦସ୍ତ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି ପପୁ। ହାସ୍ୟ ଅଭିନେତା ସମେତ ପପୁ କେତୋଟି ସିନେମାରେ ମୁଖ୍ୟ ଅଭିନେତା ଭୂମିକାରେ ମଧ୍ୟ ନଜର ଆସିଛନ୍ତି। ପପୁ ଙ୍କ କମେଡି କୁ ଲୋକ ମାନଙ୍କ ଠାରୁ ଅନେକ ଭଲ ପାଇବା ମଧ୍ୟ ମିଳିଛି। ତେବେ ପୁଣି ଥରେ ଏକ ଷ୍ଟେଜ ଉପରେ ନିଜ କମେଡି କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ପପୁ।

ନିକଟରେ ଏକ ଷ୍ଟେଜ ଶୋ ଉପରେ ପପୁ ଏଭଳି କିଛି କହିଛନ୍ତି ଯାହାକୁ ଶୁଣିବା ପରେ ଲୋକ ହସି ହସି ବେଦମ୍ ହୋଇଗଲେ। ଏହି ଷ୍ଟେଜ ଶୋ ରେ ପପୁ କହିଥିଲେ, ଭଗବାନ ୧୦ ଅବତାର ନିଅନ୍ତି ବୋଲି ଲୋକ ଜାଣିଛନ୍ତି। ହେଲେ ଭଗବାନ ୧୪ ଅବତାର ନିଅନ୍ତି। ୧୦ ଅବତାର ସରିଯିବା ପରେ ଆଉ ୪ ଅବତାର ଗୁଡ଼ିକ ହେଉଛି – ଏ-ଡ୍ସ , ଏହି ରୋଗ ରେ ଅନେକ ପାପି ଖଲାସ ହୁଅନ୍ତି , ତା ପରେ ସ୍ୱାଇଁ ଫ୍ଲୁ , ବାର୍ଡ ଫ୍ଲୁ ପୁରା ଖଲାସ , ତା ପରେ କରୋନା ସବୁ ଖଲାସ।

 

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *