ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ଲୋକ ପ୍ରିୟ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ପାଇଁ ଓଡ଼ିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଭିନୟ ସହ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି । ବିଶେଷ କରି ବେଳେ ନିଜ ବ୍ୟକ୍ତିଗତ ଜୀବନ ର ଦୃଶ୍ୟ କୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ରେ ରହୁଛନ୍ତି ।
ଓଡ଼ିଆ ଇଣ୍ଡଷ୍ଟ୍ରି ର ଥିବ ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । କିଛି ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ଧାରାବାହିକ ଜଗତ ଓ ଚଳଚ୍ଚିତ୍ର ଜଗତ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି । କିଛି ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ କି ଅଭିନୟ ଦୁନିଆ ରୁ ଦୂରେଇ ହୋଇ ରହିଛନ୍ତି ।
ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ସୋସିଆଲ ମିଡ଼ିଆ ଠାରୁ ଦୂରେଇ ହୋଇ ରହିଛନ୍ତି । ବର୍ତ୍ତମାନ ସମୟରେ ଆଗାମୀ ଦିନ ମାନ ଙ୍କ ରେ କିଛି ଲୋକ ପ୍ରିୟ ଅଭିନେତ୍ରୀ ମାନେ ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି ଓ ସେମାନ ଙ୍କ ନିର୍ବନ୍ଧ ମଧ୍ୟ ସରି ଯାଇଛି । ବର୍ତ୍ତମାନ ସମୟ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ବର୍ତ୍ତମାନ ସମୟରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ବିବାହ ଘର ଦୃଶ୍ୟ କୁ ନେଇ ।
ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର । ଆପଣ ମାନେ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟ ଜୀବନ ମଧ୍ୟ ରେ ବହୁ ସାରା ଚଳଚ୍ଚିତ୍ର ଓ ଧାରାବାହିକ ଏବଂ ଆଲବମ ରେ ନଜର ଆସିଛନ୍ତି । ଆପଣ ମାନେ ନିଶ୍ଚିନ୍ତ ଭାବ ରେ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ ।
ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଓଡ଼ିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି । ଦର୍ଶକ ମାନେ ତାଙ୍କ ଜବରଦସ୍ତ ଅଭିନୟ କୁ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି । ଏହି ଅଭିନେତ୍ରୀ ଜଣକ ଆଗାମୀ ଦିନ ରେ ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି । ଗତ ଦିନ ମାନ ଙ୍କ ରେ ତାଙ୍କ ନିର୍ବନ୍ଧ ସରି ଯାଇଛି ଓ ନିର୍ବନ୍ଧ ପରେ ବର୍ତ୍ତମାନ ସମୟ ରେ ସଙ୍ଗୀତ ସେରେମନି ଚାଲିଛି ।
ଏହି ସେରେମନି ରେ ଅଭିନେତ୍ରୀ ଲିପ୍ସା ମିଶ୍ର ନିଜ ସ୍ବାମୀ ଙ୍କ ସହ ଜବରଦସ୍ତ ନାଚ କରୁ ଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ଓ ଯାହାର ଦୃଶ୍ୟ ଆପଣ ମାନେ ଆମର ଏହି ପେଜ ମାଧ୍ୟମରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।