Breaking News

ସତ ହେଉଛି କି ମାଳିକା ବଚନ, ବାଇଶି ପାହାଚରେ ଖେଳୁଛି ପାଣି, ଝରଣା ପରି ପାଣି ବହି ଯାଉଛି – ଦେଖନ୍ତୁ ଭିଡିଓ

ଅନବରତ ବର୍ଷା ରେ ବାଇଶି ପାହଚେ ପାଣି ବୋହି ଚାଲିଛି । ଯଦି ଶ୍ରୀ ମନ୍ଦିର ର ଉପରେ ଅଧିକ ମାତ୍ର ରେ ବର୍ଷା ହେଉଛି ଯାହା ପାଇଁ ଏଭଳି ଦୃଶ୍ଯ ଦେଖି ବାକୁ ମିଳୁଛି ହେଲେ ଥରେ ଭାବନ୍ତୁ ଯଦି ଶ୍ରୀ ମନ୍ଦିର ଭୀତ ରେ ବର୍ଷା ହେଲା ବେଳେ ଯଦି ଟିକେ ବି ପ୍ଲାଷ୍ଟର ଖସେ ଆଉ ଟିକେ ଯଦି ସେଇଠୁ ପାଣି ଲିକେଜ୍ କରେ ତାହେଲେ ଆଉ ଖରାପ ପ୍ରଭାବ ରହିବ ବା ବିପଦ ପୂର୍ଣ୍ଣ ସମସ୍ୟା ହେବ । ତେଣୁ କରି କିଛି ଯେପରି ବିପଦ ପୂର୍ଣ୍ଣ ନହୁଏ ସେ ପ୍ରତି ଧ୍ୟାନ୍ ଦେବା ଉଚିତ ହେବ ।

ତେବେ ଏହି ଭିଡିଓ ଟି ବର୍ତ୍ତମାନ ସମୟରେ ବହୁତ ଭାଇରାଲ ହେଉଛି ସୋସିଆଲ୍ ମିଡ଼ିଆ ରେ । ତେବେ ଯଦି ଆପଣ ମାନେ ଏହା ଉପରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ପଢନ୍ତୁ ତାହେଲେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ ।

ଏହି ଦୃଶ୍ୟ ଦେଖି ପାରୁଥିବେ ଏହି ଭିଡିଓ ରେ କିଭଳି ଭାବରେ ବାଇଶି ପାହାଚେ ପୁରା ପାଣି ହେଇ ଫୁଲ ହୋଇ ଗଲାଣି ଅଧିକ ବର୍ଷା ହେବା କାରଣ ରୁ । ସବୁ ପାଣି ସିଂହଦ୍ବାର ର ଗୁମୁଟ୍ ରେ ଯାଇ ପହଚିଂ ଯାଉଛି । ଯାହା ଦ୍ବାରା ଜଣା ପଡୁଛି ସେଠାରେ ବହୁତ ଜୋର ପ୍ରଭାବ ପଡୁଛି । ତେବେ ପ୍ରକୃତିକ୍ ବିପର୍ଯ୍ୟନ୍ତ ଦ୍ବାରା ଯେଉଁ ଘଡ଼ଘଡ଼ି ଚଡକ୍ ମାରୁଚି ତାର ସୁରକ୍ଷା ପ୍ରାଚିନ କାଳ ରୁ ଚୁନ୍ ର ଆସ୍ତରଣ ରେ ରଖା ଯାଇଥିଲା ।


ତାହା 5 ଇଞ୍ଚ କି 10 ଇଞ୍ଚ ନୁହଁ 3 ଫୁଟ କି 4 ଫୁଟ ର ବାହଳ ଚୁନ ଅସ୍ତରଣ ଥିଲା ଯଦି ବା ତାକୁ ଛଡେଇ ଦିଆ ଗଲା ରସାୟନ ପ୍ରଲପ ଦିଆ ଗଲା କିନ୍ତୁ ପ୍ରତି ମୁହୂର୍ତ୍ତ ରେ କଣ ନା କଣ ଖୋଳା ଖୋଳି କାମ ଚାଲିଛି । ତେବେ ସେଇ ପ୍ରଭାବ ରୁ ବା କାମ ଚାଲି ଥିବା କାରଣ ରୁ ଯେଉଁ କମ୍ପନ୍ ସୃଷ୍ଟି ହେଉଛି ତାହା ଦ୍ବାରା ପ୍ଲାଷ୍ଟର ଛାଡି ଯାଉଛି । ଆଉ ଏହି ଆଘାତ ଦ୍ବାରା ବର୍ଷା ଜଳ ଗୁଡିକ ଭୀତ ର କୁ ପ୍ରବେଶ କରୁଛି ।

ଭଗବାନ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ଯେହେତୁ ଆମର ଗର୍ବ ଓ ଗୌରବ ତାଙ୍କୁ କିପରି ଭାବରେ ସୁରକ୍ଷା କରିବା ତା ଉପରେ ଅଧିକ ରୁ ଅଧିକ ଧ୍ୟାନ ଦେବା ଉଚିତ । ଶ୍ରୀ ମନ୍ଦିର ର ସୁରକ୍ଷା ଆମ ସମସ୍ତ ଙ୍କ ଦାୟିତ୍ୱ । ଆଉ ବର୍ଷା ହେବା ତା ବଡ଼ କଥା ନୁହଁ ବର୍ଷା ହେବା ଦରକାର । ବର୍ଷା ଯଦି ଖୋଲା ଜାଗା ରେ ହେବ ତାହେଲେ କିଛି ଅସୁବିଧା ନାହିଁ କିନ୍ତୁ କୌଣସି ପ୍ଲାଷ୍ଟର ଛାଡି ସେଇଠି ଲିକେଜ୍ କରି ପାଣି ବୋହିଲେ ସେହି ଜାଗା ତା ଆହୁତି କ୍ଷତ ହେବ ଯାହା ଦ୍ବାରା ବିପଦ ଆହୁରି ବଢ଼ି ଯିବ ।

ତେଣୁ ଏ ସବୁ କିପରି ଭାବରେ ସୁରକ୍ଷା ମିଳିବ ତାହାର ସୁରକ୍ଷା ଦାୟିତ୍ୱ ଶ୍ରୀ ମନ୍ଦିର ର ପ୍ରସାସନିକ ଭାବିବା ଦରକାର ଯାହା ଦ୍ବାରା ଶ୍ରୀ ମନ୍ଦିର ପ୍ରତି କିଛି ବି ବିପଦ ନ ଆସେ । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ରାତି ରେ ମଣିଷ ହୋଇଯାଏ ଭାଲୁ ଓ କରେ ଏମିତି କାର୍ଯ୍ୟ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୋଲିସ ଏକ ଅଜବ ପ୍ରାଣୀ କୁ ଧରିଛି । ଗୋଡ଼ାଇ ଗୋଡ଼ାଇ ଏହି …

Leave a Reply

Your email address will not be published. Required fields are marked *