ଆମ ଓଲିଓଡ୍ ଇଣ୍ଡଷ୍ଟ୍ରି ର ଆପଣ ମାନଙ୍କ ର ପ୍ରିୟ ଅଭିନେତା ଯିଏ କି ବହୁତ ଦିନ ଧରି ଚଳଚିତ୍ର ଠାରୁ ଦୁରେଇ ରହିଛନ୍ତି । ତେବେ ଆପଣ ମାନଙ୍କ ର ପ୍ରିୟ ଅଭିନେତା ସନ୍ଦୀପ ଯିଏ କି ବହୁତ ସୁପରହିଟ୍ ସିନେମା ରେ ଅଭିନୟ କରିଛନ୍ତି ଯେମିତି କି ସିନେମା ର ନାଁ ହେଉଛି ସନ୍ତାନ ଏହି ସିନେମା ତାଙ୍କ ର ସୁନ୍ଦର ଅଭିନୟ କୁ ଦେଖିବାକୁ ମିଳି ଥିଲା । ତାଙ୍କ ର ପରିବାର ର କିଏ କିଏ ସବୁ ସଦସ୍ୟ ଅଛନ୍ତି ତାଙ୍କ ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଆପଣ ମାନେ ଏହି ଲେଖା ରୁ ଜାଣିବାକୁ ପାଇଜିବେ । ଏଠି ପାଇଁ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ସମ୍ପୁର୍ଣ୍ଣ ପଢନ୍ତୁ ।
ଆପଣ ମାନେ ଏହି ଲେଖା ମାଧ୍ୟମ୍ ରେ ସନ୍ଦୀପ ଙ୍କ ର ଘର ପରିବାର ତାଙ୍କ ବ୍ୟକ୍ତି ଗତ ଓ ଅଜଣା ସତ୍ୟ ବିଷୟ ରେ ଟିକିନିଖ୍ ଭାବରେ ଜାଣି ଯିବେ କି ସେ କଣ ପାଇଁ ଚଳଚିତ୍ର୍ ଠାରୁ ଦୁରେଇ ରହିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କ ର ପ୍ରିୟ ଅଭିନେତା ସନ୍ଦୀପ ରାଓତ ଅନେକ ଦିନ ହେବ ସେ ଚଳଚିତ୍ର ଜଗତ ଠାରୁ ଦୁରେଇ ରହିଛନ୍ତି । ଆପଣ ମାନେ ତାଙ୍କ ର ଚର୍ଚ୍ଚିତ ସନ୍ତାନ ସିନେମା କୁ ବହୁତ ଭଲ ଭାବରେ ମନେ ରଖିଛନ୍ତି । ଏହି ଚଳଚିତ୍ର ଜରିଆ ରେ ସେ ଖୁବ ଲୋକ ପ୍ରିୟତା ହାସଲ କରି ପାରି ଥିଲେ ।4
ଏହି ସନ୍ତାନ ଚଳଚିତ୍ର ରେ ସେ ଏକ ଶିଶୁ କଳାକାର ଭାବରେ ନଜର ରେ ଆସିଥିଲେ କିନ୍ତୁ ଆପଣ ମାନେ ଏହି ଚଳଚିତ୍ର ପର ଠାରୁ କୌଣସି ଚଳଚିତ୍ର ରେ ମଧ୍ୟ ଦେଖି ବାକୁ ପାଉ ନାହାନ୍ତି । ଆପଣ ଙ୍କ ର ପ୍ରିୟ ଅଭିନେତା ଙ୍କ ଶେଷ ଚଳଚିତ୍ର ଥିଲା ନାରୀ ଆଖିର ନିଆଁ । ତାଙ୍କ ପରିବାର ଲୋକ ଙ୍କ ଠାରୁ ଜଣା ପଡିଛି ସେ ତାଙ୍କ କଲେଜ ସାଙ୍ଗ ପ୍ରିୟଙ୍କା ଙ୍କୁ ବିବାହ କରିଛନ୍ତି । ସନ୍ଦୀପ ତାଙ୍କ ବିବାହ ପର ଠାରୁ ସେ ଚଳଚିତ୍ର ଦୁନିଆ ଠାରୁ ଦୁରେଇ ରହିଛନ୍ତି ।
ସନ୍ଦୀପ ଙ୍କ ର ବାପା ଥିଲେ ଜଣେ ଚଳଚିତ୍ର ନିର୍ଦ୍ଦେସକ । ସନ୍ଦୀପ କୁ ଚାହୁଁ ଥିଲେ ସେ ଚଳଚିତ୍ର ହିରୋ କରିବା ପାଇଁ । ହେଲେ ସନ୍ଦୀପ ଚାହୁଁ ଥିଲେ ସେ ବି ତାଙ୍କ ବାପା ଙ୍କ ଭଳି ଚଳଚିତ୍ର ର ନିର୍ଦ୍ଦେସକ ହେବେ ବୋଲି । ରିପୋର୍ଟ ଅନୁଯାୟୀ ଆଇ ଲଭ ୟୁ ରେ ସନ୍ଦୀପ ହିରୋ ହେବାର ଥିଲା କିନ୍ତୁ ସନ୍ଦୀପ ସେହି ସମୟ ରେ ରାଜି ହୋଇ ନଥିଲେ । ସନ୍ଦୀପ ରାଜି ନହୋଇ ଥିବାରୁ ଅନୁଭବ ମହାନ୍ତି ଆଇ ଲଭ ୟୁ ସିନେମା ରେ ହିରୋ ଭାବରେ ଅଭିନୟ କରି ଥିଲେ ଯାହା ପରବର୍ତୀ ସମୟ ରେ ସିନେମା ଟି ସୁପରହିଟ୍ ହୋଇ ଥିଲା ।
ପରବର୍ତ୍ତି ସମୟ ରେ ସନ୍ଦୀପ ଅନେକ ଗୁଡିଏ ଚଳଚିତ୍ର ରେ ନିର୍ଦ୍ଦେସକ ବନିଛନ୍ତି । ବର୍ତ୍ତମାନ ସମୟରେ ମଧ୍ୟ ସନ୍ଦୀପ ନିଜର ଏକ ବିଜିନେସ କରିବା ସହିତ ପରିବାର ସହ ସୁଖ ରେ ସମୟ କାଟୁ ଛନ୍ତି । ରିପୋର୍ଟ ଅନୁଯାୟୀ ସନ୍ଦୀପ ମଧ୍ୟ ଅନେକ ଚଳଚିତ୍ର ର ନିର୍ଦ୍ଦେସକ ବନିଛନ୍ତି । ତେବେ ତାଙ୍କ ର ପରିବାର କହିଲେ ତାଙ୍କ ର ସ୍ତ୍ରୀ ଓ ତାଙ୍କ ବାପା ମାଆ । ଆପଣ ମାନେ ମଧ୍ୟ ସନ୍ଦୀପ ଙ୍କ ପରିବାର ଙ୍କୁ ଭାଇରାଲ ଭିଡିଓ ଦ୍ବାରା ଦେଖି ଥିବେ ନିଶ୍ଚୟ ।