ବନ୍ଧୁଗଣ ଆଜି ଆମେ ଯାହାଙ୍କ ବିଷୟ ରେ କହିବାକୁ ଯାଉଛୁ ସେ ହେଉଛନ୍ତି ନରେନ୍ଦ୍ର କୁମାର ମହାପାତ୍ର । ଯିଏ କି ସେଲିବ୍ରିଟି ମାନଙ୍କ ପାଇଁ ଚୁଡି ବନାଉଛନ୍ତି । ଏତିକି ନୁହଁ ସେ କାନଫୁଲ ମୁଦି ନା ଥିବା ଲକେଟ୍ ଏମିତି କିଛି ବହୁତ ବନାଉଛନ୍ତି । ସେ ଏବେ ବ୍ରହ୍ମପୁର ରୁ ଭୁବନେଶ୍ଵର କୁ ଆସିଛନ୍ତି ସବ୍ୟ ଓ ଅର୍ଚ୍ଚିତ ମ୍ୟାଡାମ ଙ୍କୁ ଚୁଡି ଦେବା ପାଇଁ । ଯେଉଁ ଥିରେ ସବ୍ୟ ଆଉ ଅର୍ଚ୍ଚିତା ଙ୍କ ର ଫଟୋ ଅଛି ।
ଏହା ପୂର୍ବ ରୁ ସେ ପ୍ରିୟଙ୍କା ମ୍ୟାଡାମ୍ ଏଲି ପଢି ଙ୍କ ପାଇଁ ମଧ୍ୟ ଚୁଡି ବନେଇଛନ୍ତି । ତେବେ ସେ ଭୁବନେଶ୍ଵର କୁ 80 ପ୍ରତିଶତ ଚୁଡି ଆସୁଛି । ତାଙ୍କ ର ଗୋଟିଏ ଇଚ୍ଛା କି ତାଙ୍କ ଚୁଡି ଅର୍ଚ୍ଚିତା ଆଉ ସବ୍ୟ ଙ୍କ ର ପାଖ ରେ ପହଞ୍ଚୁ । ଲିପ୍ସା ମିଶ୍ର ମଧ୍ୟ ତାଙ୍କ ଇୟରିଂ ପାଇଁ ଅର୍ଡର୍ ଦେଇଥିଲେ ଯାହା ପାଇଁ ତାଙ୍କୁ ଟିକେ ସମୟ ଲାଗିବ ବୋଲି ମଧ୍ୟ କହିଛନ୍ତି ।
ଆଉ ମ୍ୟାରେଜ୍ ପାଇଁ ସେ ଚୁଡି ବନେଇ ସାରିଲେଣି ବାସ ତାଙ୍କ ବାହାଘର ରେ ତାହା କୁ ଦେବା ର ଅଛି । ଏଲି ପାଢି ମଧ୍ୟ ରିଲ୍ସ୍ ରେ ଦେଖି ତାଙ୍କୁ କହି ଥିଲେ ଆଉ ସେ ଚୁଡି କୁ ପିନ୍ଧି ସେ ଡାରିଙ୍ଗ ବାଡ଼ି ଯାଇଥିଲେ ବୁଲିବାକୁ ସେଦିନ ତାଙ୍କ ମ୍ୟାରେଜ୍ ଅର୍ନିବର୍ସରି ଥିଲା ।
ସେ ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ଙ୍କୁ ଚୁଡି ଦେଇ ସାରିବା ପରେ ସେ ଆଉ କେତେ ଜଣ ଙ୍କ ପାଇଁ ମଧ୍ୟ ଚୁଡି ଦେବାର୍ ଅଛି । ହିନ୍ଦୁ ଧର୍ମ ଅନୁଯାୟୀ ସମସ୍ତେ ପାଣି ଚୁଡି ପିନ୍ଧନ୍ତି ଆଉ ଏହା ସମସ୍ତେ କରି ନାହାନ୍ତି କିନ୍ତୁ ନରେନ୍ଦ୍ର ହିଁ ପାଣି ଚୁଡି କଷ୍ଟମାଇଜ କରି ଛନ୍ତି । ସେ କପୋଲ୍ ଲକେଟ୍ ବନାନ୍ତି ଯାହାକୁ ବନେଇବା ପାଇଁ 5 ଦିନ ଲାଗେ ।
ଏହି ସବୁ ଅର୍ଡର୍ କରିବା ପାଇଁ ହେଲେ ତାଙ୍କୁ ରିଲିସ୍ ରେ ସଂଗୀତା ବେଙ୍ଗଲ ବ୍ରହ୍ମପୁର ଆଉ ନମ୍ବର ହେଉଛି 8249777477 କଲ କରି WhatsApp ରେ ଫଟୋ ଦେଲେ ସେ ବନେଇ ପାରିବେ ଆଉ ଚାହିଁଲେ ସେ ଅର୍ଡର୍ ମଧ୍ୟ କରି ପାରିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।