ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା ସମସ୍ତ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଏହି ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିବା ସହ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ଥାଆନ୍ତି , ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଗାୟକ ଓ ଗାୟିକା ମାନେ ମଧ୍ୟ ବେଶ୍ ଚର୍ଚ୍ଚା ରେ ଥାଆନ୍ତି ।
ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର କିଛି ଲୋକ ପ୍ରିୟ ଅଭିନେତା , ଅଭିନେତ୍ରୀ , ଗାୟକ ଏବଂ ଗାୟିକା ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ଏହି ଚର୍ଚ୍ଚା ର ବିଷୟ ରେ ଜାଣିବା । ତାହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା , ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ସବ୍ୟସଚି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ।
ଏହି ଅଭିନେତା ଜଣକ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଭାବେ ବେଶ୍ ପରିଚିତ । ସେହିଭଳି ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଅର୍ଚ୍ଚିତା ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ବହୁ ସାରା ଚଳଚ୍ଚିତ୍ର ରେ ନିଶ୍ଚୟ ଦେଖିଥିବେ ।
ସେ ସବ୍ୟସଚି ଙ୍କୁ ବିବାହ କରିବା ପରେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହୁଛନ୍ତି । ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଗାୟକ ସତ୍ୟଜିତ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ଓ ତାଙ୍କ ସୁ ମଧୁର କଣ୍ଠ ରୁ ବହୁ ସାରା ଗୀତ ନିଶ୍ଚୟ ଶୁଣିଥିବ । ଠିକ ସେହିଭଳି ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟିକା ଅସୀମା ପଣ୍ଡା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ
ଅସୀମା ନିଜ ଜବରଦସ୍ତ ଗୀତ ପାଇଁ ସେ ବେଶ୍ ଲୋକ ପରିଚିତ , ଆପଣ ମାନେ ତାଙ୍କ ସୂ ମଧୁର କଣ୍ଠ ରୁ ବହୁ ସାରା ଗୀତ ନିଶ୍ଚୟ ଶୁଣିଥିବେ । ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ସମସ୍ତ କଳାକାର ମାନେ ଏକାଠି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଧାର୍ମିକ କାର୍ଯ୍ୟ ରେ ଅଂଶ ଗ୍ରହଣ କରି ,
ଭଗବାନ୍ ଙ୍କ ନାମ ସଙ୍କୀର୍ତ୍ତନ କରି ପୂଜା ଅର୍ଚ୍ଚନା କରି ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ପରେ ସମସ୍ତ କଳାକାର ଏକାଠି ହୋଇ ଖାଉଥିବା ର ଦୃଶ୍ୟ ମଧ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ଓ ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।