ବନ୍ଧୁଗଣ ଆପଣ ମାନେ ଜନିଥିବେ ଅଭିନେତା ସୁବାସିସ୍ ଆଉ ଅଭିନେତ୍ରୀ ଆନିସା ଏ ଦୁହେଁ ସ୍ବାମି ସ୍ତ୍ରୀ ଦୁହେଁ ସୁଟିଂ ସେଟ ରୁ ହିଁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ । ଦୁହିଁ ଙ୍କ ର ଯୋଡି କୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ବହୁତ ଭଲ ପାଇଛନ୍ତି ଦର୍ସକ ମାନଙ୍କ ପାଖ ରୁ । ହିରୋ ସୁବାସିସ୍ ବିଷୟ ରେ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ ।
ତାଙ୍କ ର ପ୍ରଥମ ଶିରିଏଲ୍ ଥିଲା ତୁଳସୀ ଏହି ସିରିଏଲ ରେ ତାଙ୍କ ର ଦମଦାର ଅଭିନୟ ପାଇଁ ସେ ସିନେମା ରେ ମଧ୍ୟ ଅଭିନୟ କରିବା ପାଇଁ ସୁଯୋଗ ପାଇଥିଲେ । ସେ ତାଙ୍କ ସୁନ୍ଦର ଅଭିନୟ ବହୁତ ସୁପରଷ୍ଟାର ଙ୍କ ସହ ଅଭିନୟ କରିଛନ୍ତି । ଆଉ ଦର୍ଶକ ମାନଂକୁ ତାଙ୍କ ର ସବୁ କ୍ୟାରେକ୍ଟର୍ ଭଲ ଲାଗେ । ତାଙ୍କ ସ୍ତ୍ରୀ ଆନିସା ମଧ୍ୟ ବହୁତ ଓଡ଼ିଆ ଆଲବମ୍ ରେ ଅଭିନୟ କରିଛନ୍ତି ।
ଯାହା କି ପରବର୍ତୀ ସମୟ ରେ ସୁପରହିଟ୍ ହୋଇ ସାରିଛି ସେ ମଧ୍ୟ୍ ଓଡ଼ିଆ ସିନେମା ଓ ସିରିଏଲ ରେ ଅଭିନୟ କରି ପାରିଛନ୍ତି । ଆପଣ ମାନେ ଜାଣିଥିବେ ଲୋକପ୍ରିୟ ସିରିଏଲ ସ୍ବାଭିମାନ ଯାହା କି ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିଲା । ଏହି ସିରିଏଲ ରେ ଦୁହେଁ ଲିଡ୍ ରୋଲ ରେ ନଜର ରେ ଆସି ଥିଲେ ।
ଏହା ସିରିଏଲ ରେ ହିଁ ତାଙ୍କ ଯୋଡି ଲୋକ ନଜର ରେ ଆସିଥିଲା ଆଉ ଏହା ପରେ ପରେ ଦୁହେଁ ପରସ୍ପର କୁ ବହୁତ ଭଲ ଭାବରେ ବୁଝି ପାରିଥିଲେ ଆଉ ପରେ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ । ବିବାହ ପରେ ମଧ୍ୟ ସେ ବହୁତ ସାରା ସିନେମା ରେ ଏକାଠି ଅଭିନୟ କରି ଥିବାର ନଜର ରେ ଆସିଛନ୍ତି ।
ତେବେ ବର୍ତ୍ତମାନ ସମୟରେ ଅନିସା ଏକ କନ୍ୟା କୁ ଜନ୍ମ ଦେଇଛନ୍ତି ଯାହାକୁ ଦେଢ଼ ବର୍ଷ ହୋଇ ସରିଲାଣି । ତାଙ୍କ ଝିଅର ନାଁ ହେଉଛି ଭିଓନା । ଦୁହେଁ ତାଙ୍କ୍ ଝିଅ କୁ ବହୁତ ଭଲ ପାଆନ୍ତି । ବର୍ତ୍ତମାନ ସମୟରେ ଅଭିନେତ୍ରୀ ଅପରାଜିତା ମହାନ୍ତି , ଅର୍ଚ୍ଚିତା ସାହୁ ଆଉ ଅଭିନେତା ସବ୍ୟସାଚ୍ଚୀ ସମସ୍ତେ ଏବେ ସୁବାସିସ୍ ଓ ଅନିସା ଙ୍କ ଘରେ ଏକାଠି ନଜର ରେ ଆସିଛନ୍ତି ।
ତେବେ ଆଜି ଅପରାଜିତା ମହାନ୍ତି ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ବହୁତ ସାରା ସମୟ ବିତେଇ ଛନ୍ତି ଭିଓନା ଙ୍କ ସହ ଏବଂ ଅପରାଜିତା ମହାନ୍ତି ମଧ୍ୟ ଭିଓନା ଙ୍କ ସହ ଢେର ସାରା ଖେଲିଛନ୍ତି ବହୁତ ସାରା ଭଲ ପାଇବା ଦେଉଛନ୍ତି ଭିଓନା । ଆଉ ସମସ୍ତେ ମିଶି ବହୁତ ମଜ୍ଜା ମସ୍ତି କରି ଥିବାର ନଜର ରେ ଆସିଛନ୍ତି ଯାହା କି ବର୍ତ୍ତମାନ ସମୟରେ ସୋସିଆଲ୍ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବାକୁ ଲାଗୁଚି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।