ଦର୍ଶକ ବନ୍ଧୁ ବର୍ତ୍ତମାନ ରେ ସୋସିଆଲ ମିଡ଼ିଆ ରେ ଯେଉଁଭଳି ଲ-ଜ୍ୟା ଜନକ ଖବର ଆସୁଛି ଯାହା କି ସମାଜ କୁ ପ୍ରଭାବିତ କରୁଛି । ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ କେବଳ ଦୁ-ଷ୍କ-ର୍ମ ଖବର ଆସୁଛି , ବର୍ତ୍ତମାନ୍ ସମୟ ରେ ଯେମିତି ଆସିଛି ମହିଳା ଙ୍କୁ ନେଇ ଚାକିରୀ କରାଇ ଦେବା କୁ କହି ମହିଳା ଙ୍କୁ ଦୁ-ଷ୍କ-ର୍ମ କରିଛନ୍ତି ଯୁବକ ।
ଏ ନେଇ ମହିଳା ନିଜେ ଅଭିଯୋଗ କରିବା ସହ ପ୍ରତିକ୍ରିୟା ରଖିଛନ୍ତି ଯାହାକି ଆଜି ଆମେ ଜାଣିବା । ମହିଳା ଙ୍କୁ ଭୁବନେଶ୍ଵର ରୁ ବ୍ରହ୍ମପୁର କୁ ନେଇ ଦୁଇ ଦୁ-ଷ୍କ-ର୍ମ କରିବା ପରେ ଦୁ-ଷ୍କ-ର୍ମ-କା-ରି ଙ୍କ ପାଖ ରୁ ଖସି ପଳାଇ ଆସିଛନ୍ତି । ବର୍ତ୍ତମାନ୍ ସମୟ ରେ ମହିଳା ଜନକ ସହିଦ ନଗର ଥାନା ର ଦ୍ବାରସ୍ଥ ହୋଇଛନ୍ତି । ମହିଳା ଜଣକ ଭୁବନେଶ୍ଵର କାମ କରୁଥିବା ସମୟ ରେ ଜଣେ ବ୍ୟକ୍ତି ମହିଳା ଙ୍କୁ ଚାକିରି କରାଇ ଦେବାକୁ କହି ଦୁ-ଷ୍କ-ର୍ମ କରିଛନ୍ତି ।
ମହିଳା ଙ୍କ ନାମ ହେଉଛି ବିନି ବେହେରା । ପ୍ରଧାନ ଇଣ୍ଡଷ୍ଟ୍ରି ରେ ସେ ରୋଷେଇ କରନ୍ତି ପିଲା ମାନ ଙ୍କୁ ଖାଇବାକୁ ଦେଇ ଥାଆନ୍ତି । ୧୫ ଜଣ ପିଲା ଖାଈ ଥାଆନ୍ତି , ଏଥି ମଧ୍ୟ ରୁ ଜଣେ ଯୁବକ ତାଙ୍କୁ ଭଉଣୀ ଭଳି ଭାବି ତାଙ୍କ୍ ଶଶୁର ଘର କୁ ଯାଇ ତାଙ୍କ ସ୍ବାମୀ ଙ୍କ ସହ ଖିଆ ପିଆ କରି ଛନ୍ତି । ବ୍ୟକ୍ତି ଜଣକ ମହିଳା ଙ୍କୁ ଚାକିରି ଦେବା କୁ କହି ତାଙ୍କ ଗାଆଁ ନେଇ ଯାଇଥିଲେ ଓ ଦରମା କହିଥିଲେ ୧୦ ରୁ ୧୨ ହଜାର ଟଙ୍କା ପାଇବେ ।
ମହିଳା ଜଣକ ନିଜ ପିଲା ଛୁଆ ଙ୍କୁ ନେଇ ଯାଇଥିଲେ , ବ୍ରହ୍ମପୁର ରେ ପହଞ୍ଚିବା ପରେ ତାଙ୍କ ସାଙ୍ଗ ଘରେ ରହିଥିଲେ । ଖିଆ ପିଆ କରି ସାରିବା ପରେ ବ୍ୟକ୍ତି ଜଣକ ମହିଳା ଙ୍କୁ ଆଉ ଏକ ରୁମ କୁ ନେଇ ଯାଇଥିଲେ ମହିଳା ଙ୍କ ସହ ସ-ମ୍ପ-ର୍କ ରଖି ଥିଲେ । ପରେ ମହିଳା ଚାକିରି ପାଇଁ ବ୍ୟକ୍ତି ଙ୍କୁ ପଚାରି ଵାରୁ ସେ କହିଥିଲେ ଚାକିରୀ ପାଇଁ ନୁହେଁ ମୁଁ ତୁମକୁ ବାହା ହେବା ପାଇଁ ଏଠାକୁ ଆଣିଥିଲି ।
ପରେ ମହିଳା ଜଣକ କହିଛନ୍ତି ଯେ ଚାକିରି କରାଇ ଦେବା କୁ କହିଥିବା ବ୍ୟକ୍ତି ଜଣକ ତାଙ୍କ ସାଙ୍ଗ ମାନ ଙ୍କ ସହ ମିଶି ମୋ ପିଲା ଛୁଆ କୁ ମା-ରି ଦେବେ ବୋଲି କହିଥିଲେ । ଏହି କଥା ଟି ମହିଳା ଜଣକ ଶୁଣିବା ପରେ ନିଜ ପିଲା ମାନ ଙ୍କୁ ଧରି ପଳାଇ ଆସିଥିଲେ । ବ୍ୟକ୍ତି ଜଣକ ହେଉଛନ୍ତି ଦିପୁ ଦଳେଇ ଯିଏ ପ୍ରଧାନ ଇଣ୍ଡଷ୍ଟ୍ରି ରେ କାମ କରୁଥିଲେ ।
ବର୍ତ୍ତମାନ୍ ସମୟ ରେ ମହିଳା ଥାନା ର ଦ୍ବାରସ୍ଥ ହୋଇଛନ୍ତି ଓ ଦିପୁ ଦଳେଇ ଙ୍କୁ ଉପଯୁକ୍ତ ଦଣ୍ଡ ଦେଇ ତାଙ୍କୁ ନ୍ୟାୟ ଦେବା ପାଇଁ ସେ କହିଛନ୍ତି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।