ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟରେ କିପରି ଭାବରେ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ସାହୁ ଙ୍କ ର ଭିଡିଓ ଭାଇରାଲ ହେବାକୁ ଲାଗୁଚି ଏ ନେଇ ମଧୁମିତା ରଥ କଣ କହିଛନ୍ତି ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ମଧୁମିତା ଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସମୟରେ ଯେଉଁ ଯାତ୍ରା ରେ ସବୁ ମର୍ଡନ୍ ଡ୍ୟାନ୍ସ ସବୁ ଚାଲିଛି ଏହି ଡ୍ୟାନ୍ସ 4 ରୁ 5 ବର୍ଷ ହେଲା ଚାଲିଛି ।
ଆଗରୁ ଅପେରା ଓ ଯାତ୍ରା ପାର୍ଟି ରେ ଏହି ସବଉ ଡ୍ୟାନ୍ସ ହେଉ ନଥିଲା ସେତେବେଳେ କମେଡି ଆଉ ଗ୍ରୁପ ଡ୍ୟାନ୍ସ ଅଧିକ ହେଉ ଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଯେଉଁ ପ୍ରଜୋଜକ୍ ଓ ଡାଇରେକ୍ଟର୍ ମାନେ ଏହି ଡ୍ୟାନ୍ସ ପାଇଁ ଯେଉଁ ଡ୍ରେସ ଦେଉଛନ୍ତି ତାହା ସମାଜ କୁ ଆଦୌ ଭଲ ଲାଗୁନି । ଯେଉଁ ମହିଳା ଜଣକ ଚପଲ୍ ଫିଙ୍ଗି ଥିଲେ ତାଙ୍କ ପାଇଁ ଅପେରା ରେ ଏହି ଡ୍ୟାନ୍ସ ଟି ପ୍ରଥମ କରି ଥିଲା ତାଙ୍କ ପାଖ ରେ ତାଙ୍କ ର ଛୋଟ ପିଲା ଥିଲେ ବୟସ୍କ ଲୋକ ଥିଲେ ତାଙ୍କ ପରିବାର ଥିଲେ ।
ଆଉ ଏହି ଡ୍ୟାନ୍ସ ରେ ଯେଉଁ ଅ-ଶ୍ଳୀ-ଳ-ତା ଥିଲା ତାହା ଦେଖି ତାଙ୍କୁ ବହୁତ ଖରାପ ଲାଗି ଥିଲା ଯାହା ପାଇଁ କି ସେ ଚପଲ୍ ଫିଙ୍ଗି ଛନ୍ତି ଆଉ ପରେ ଯାଇ ଷ୍ଟେଜ୍ ରେ ମଧ୍ୟ ଡ୍ୟାନ୍ସ କୁ ବନ୍ଦ କରିଛନ୍ତି । ଆଉ ସବୁ ଯେଉଁ ପଇସା ପାଇଁ ପ୍ରଜୋଜକ୍ ଓ ନିର୍ଦ୍ଦେସକ ମାନେ ଏହି ଭଳି ଡ୍ୟାନ୍ସ କରାଉଛନ୍ତି ତାହା ସମ୍ପୁର୍ଣ୍ଣ ରୂପେ ଭୁଲ ଅଟେ ।
ଏହାକୁ ବହୁତ ଯୁବ ସମାଜ ଦେଖୁଛନ୍ତି କିନ୍ତୁ ଏହା ବି ଯୁବ ସମାଜ ପାଇଁ କଣ କାହା ପାଇଁ ବି ଠିକ ନୁହଁ । ଯଦି ସେ ସ୍ତ୍ରୀ ଲୋକ ତା ଚପଲ୍ ମାରିବା ଭୁଲ ଥିଲା ତାହେଲେ ସେଠାରେ ବହୁତ ଲୋକ ଅଛନ୍ତି ସମସ୍ତେ ମନା କରି ଥାନ୍ତେ । ତୁମେ କାହିଁକି ଚପଲ୍ ମାରିଲା ଆମ କୁ ତ ଭଲ ଲାଗୁ ଥିଲା କିନ୍ତୁ କେହି ବି ସେହି ସମୟ ରେ ମନା କରି ନଥିଲେ ଏ ସବୁ କୁ ନେଇ ।
ଏହି ଗୀତ ରେ ବି ଡ୍ୟାନ୍ସ ଭଲ ହୋଇ ପାରି ଥାନ୍ତା ଆଉ ସେହି ଗୀତ ରେ ଭଲ ଡ୍ରେସ ପିନ୍ଧି ମଧ୍ୟ ପ୍ରଫୋମ୍ କରି ପାରି ଥାନ୍ତେ । ରାନୀ ପ୍ରିୟଦର୍ଶିନୀ ସାହୁ କହୁଛି କି ସେ ଗରିବ ଘର ର ଝିଅ ଆଉ ସେ ଏମିତି ଡ୍ୟାନ୍ସ କରି ପଇସା ନେଇ ଚଳେ । କିନ୍ତୁ ଚଳିବା ପାଇଁ କେବଳ ନେକେଡ୍ ଡ୍ରେସ ଖାଲି ପିନ୍ଧିଲେ ହେବ ନାହିଁ ।
ଏବେ ବହୁତ ପ୍ରକାର ସୁବିଧା ହୋଇ ଗଲାଣି ଆଗକୁ ଯିବା ପାଇଁ ଚାହିଁଲେ ବହୁତ ସାରା କାମ ଅଛି ଯାହା ଆଜି କାଲି ଝିଅ ମାନେ କରି ପାରିବେ କାମ ଟିକୁ । ବହୁତ ବିଜିନେସ କରୁଛନ୍ତି ଲୋକ ମାନେ ସେହି ଲାଇନ ଯାଅ ଖାଲି ପଇସା କମାଇବା ପାଇଁ ଏମିତି ଖରାପ ଡ୍ରେସ ପିନ୍ଧିବା ଠିକ କଥା ନୁହଁ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।