Breaking News

ସମାଧାନର କଥା ବାରମ୍ବାର ଉଠୁଛି ହେଲେ ବାଟ ବାହାରୁନି ଶେଷରେ ଉତ୍ତମ ମହାନ୍ତି (Uttam Mohanty) ଅଣ୍ଟା ଭିଢିଲେ – ଦେଖନ୍ତୁ

ଶେଷ ରେ ଅଣ୍ଟା ଭିଡିଲେ ଉତ୍ତମ ମହାନ୍ତି । ସମୟ ବିତି ଚାଲିଲା ଗତ 23 ତାରିଖ ରୁ ଯେଉଁ ଘଟଣା ଘଟିଥିଲା ସମୟ ଅନୁସାରେ ସେଇ ଘଟଣା ଚାଲିଲା କିନ୍ତୁ ଫେରି ଆସିଲେଣି ତୃପ୍ତି କିଛି ସମାଧାନ ହେଲାନି । ସମାଧାନ ର କଥା ବାରମ୍ବାର ଉଠିଲାଣି କିନ୍ତୁ ସମାଧାନ ହେଲା ହିଁ ନାହିଁ । ଆଉ ଶେଷ ରେ ନିଜେ ଅଣ୍ଟା ଭିଡିଛନ୍ତି ତୃପ୍ତି ଙ୍କ ଶଶୁର ଉତ୍ତମ ମହାନ୍ତି । ଯେତେବେଳେ ପୁଅ ବାବୁଶାନ୍ ମହାନ୍ତି ଚେନ୍ନାଇ ରୁ ଘର କୁ ଆସିବା ପାଇଁ ବିଳମ୍ବ କରୁଥିଲେ ସେହି ସମୟ ରେ ବି ବହୁତ ବ୍ୟସ୍ତ ହେଉ ପଡ଼ିଥିଲେ ଉତ୍ତମ ମହାନ୍ତି ।

ତେବେ ସେଇ ସମୟ ରେ ଉତ୍ତମ ମହାନ୍ତି ଗୋଟିଏ କଥା କହିଥିଲେ ବାବୁଶାନ୍ ମହାନ୍ତି ଙ୍କୁ କି ପୁଅ ତୁ ଯଦି ମୋତେ ଭଲ ପାଉଛୁ ତାହେଲେ ଶୀଘ୍ର ଚାଲି ଆସେ । ଏଭଳି କିଛି ଶୁଣିବାକୁ ମିଳିଥିଲା । ତେବେ ସେଇ ବାବୁଶାନ୍ ମହାନ୍ତି ଏବେ ଯଦି କିଛି ଜିଦ କରୁଥିବେ ଆଉ ସେହି ତୃପ୍ତି ଏବେ କିଛି ଯଦି ଅଭିମାନ କରୁଥିବେ ତାହେଲେ ଉତ୍ତମ ମହାନ୍ତି ଙ୍କ ପଦିଏ କଥାରେ ଏବେ ସବୁ କଛି ସମାଧାନ ହେଇ ଯିବ ।

ଏଇଠି ପାଇଁ ତ ଏବେ ସମ୍ପ୍ରକିୟ୍ ମାନେ ସୁଚନା ଦେଇଛନ୍ତି ଯେ ଏବେ ଉତ୍ତମ ମହାନ୍ତି ଉତ୍ତମ ମହାନ୍ତି ଅଣ୍ଟା ଭିଡିଛନ୍ତି ବୋହୁ ଓ ନାତି କୁ ଆଣିବା ପାଇଁ ପୁଅ ସାଥିରେ । ଆଉ ଆଜି ଉତ୍ତମ ମହାନ୍ତି ଙ୍କ ର ପଦିଏ କଥା ସବୁ କିଛି ଏବେ ବଦଳାଇ ଦେବ । ଆଉ ଏବେ ବୋହୁ ଫେରି ଆସିବ ନିଜ ଘର କୁ । ଫୁଣି ଥରେ ଘରେ ଏବେ ଖୁସି ର ଲହରୀ ଖେଳି ଯିବ ।

କୁହା ଯାଉଛି କୁଆଡେ ଉତ୍ତମ ମହାନ୍ତି ନିଜ ନାତି କି ନିଜ ଠାରୁ ଅଧିକ ଭଲ ପାଆନ୍ତି ଆଉ ନାତି ସହ ବହୁତ ସମୟ ବିତେଇ ଥାନ୍ତି ସେ ତାଙ୍କ ପୁଅ ବୋହୁ ନାତି ଙ୍କୁ ବହୁତ ଭଲ ପାଆନ୍ତି । ଆଉ ନାତି କଥା ଭାବିଲେ ତାଙ୍କୁ ବହୁତ ଖୁସି ଲାଗେ । ଯେତେବେଳେ ଘରେ କେହି ନଥିବେ ଉତ୍ତମ ମହାନ୍ତି ତାଙ୍କ ନିଜ ନାତି ସହିତ ଖେଳନ୍ତି । ଆଉ ବହୁତ ଗେଲ ମଧ୍ୟ କରନ୍ତି । ଆଉ ଯେହେତୁ ଏବେ ନାତି ବହୁତ ଦୂର ରେ ଅଛନ୍ତି ଉତ୍ତମ ମହାନ୍ତି ତାଙ୍କୁ ଏବେ ବହୁତ ଝୁରୁଛନ୍ତି ।

ଆଉ ନାତି କୁ ମାନେ ପକାଉଛନ୍ତି । ଆଉ ଏବେ ବୋହୁ ତୃପ୍ତି ଙ୍କୁ ବୁଝାଇବା ପାଇଁ ନାତି ର ଉଦାହରଣ ଦେଇ ବୁଝାଇଛନ୍ତି । ତାଙ୍କ ଆଗରେ ନାତି କଥା ଉଠାଇ ଛନ୍ତି । ନାତି ର ଜୀବନ ପ୍ରତି କିଛି ଭାବ । ଆଉ ସେହି କଥା ଭାବି ଦୁହେଁ ଶୀଘ୍ର ମିସିଜାଅ। ଆଉ ନିଜ ହିସାବ ରେ ନିଜ ପରିବାର ର ଦୟିତ୍ବ୍ ନିଅ । ତେବେ ଏଭଳି କିଛି ଚର୍ଚ୍ଚା ରେ ରହୁଛି କି ଏବେ ବାବୁଶାନ୍ ମହାନ୍ତି ଙ୍କ ସହ ଉତ୍ତମ ମହାନ୍ତି ଯାଇଛନ୍ତି ତାଙ୍କ ବୋହୁ ଓ ନାତି କୁ ଫେରେଇ ଆଣିବା ପାଇଁ । ଯେତେବେଳେ ଉତ୍ତମ ମହାନ୍ତି ଦେଖିଲେ କାହାରି କଥା କାମ କରୁନି କାହା କଥା କେହି ଶୁଣୁ ନାହାନ୍ତି ସେହି ସମୟ ରେ ଉତ୍ତମ ମହାନ୍ତି ନିଜେ ଅଣ୍ଟା ଭିଡିଛନ୍ତି । ସେ ଠିକ କରି ନେଇଛନ୍ତି କି ଏ ସବୁ କୁ ସେ ନିଜେ ସମାଧାନ କରିବେ ନିଜ ବୋହୁ ଓ ନାତି କୁ ଘର କୁ ଫେରେଇ ଆଣିବେ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *