Breaking News

ସରକାର ଙ୍କ ବଡ ନିଷ୍ପତି : ଏବେ ବିବାହିତ ଝିଅଙ୍କୁ ମିଳିବ ଚାକିରୀ , ଓଡିଶା ହାଇକୋର୍ଟ୍ ଦେଲେ ଗୁରୁତ୍ବ ପୂର୍ଣ୍ଣ ରାୟ ! … ଦେଖନ୍ତୁ

ବିବାହିତ ଝିଅ ମାନେ ମଧ୍ୟ ସରକାରୀ ଥଇଥାନ୍ ମୁତାବକ୍ ନିଯୁକ୍ତି ପାଇ ପାରିବେ । ଏଭଳି ଏକ ଗୁରୁତ୍ବ ପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ୍ ରେ । ଏହି ରାୟ କୁ ନେଇ ଏବେ ବର୍ତ୍ତମାନ ସମୟରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ବିବାହିତ ଝିଅ କୁ ମଧ୍ୟ ଅନୁକମ୍ପା ମୂଳକ ନିଯୁକ୍ତି ମିଳି ପାରିବ । ଏହି ଭଳି ଭାବେ ତଥ୍ୟ ଏବେ ଆସିଛି ସାମ୍ନା କୁ ।

ଓଡିଶା ହାଇକୋର୍ଟ୍ ଦେଲେ ଗୁରୁତ୍ବ ପୂର୍ଣ୍ଣ ରାୟ ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ତେବେ ବନ୍ଧୁଗଣ ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତାହେଲେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ ।

କୁହାଜାଇଛି କି ବିବାହ କରିବା ର ଅର୍ଥ ନୁହଁ କି ସେ ଅଯୋଗ୍ୟ କି ସେ ଆଗକୁ ନିଜ ପାଇଁ କରି ପାରିବ ନୁହେଁ । ଯଦି ଝିଅ ବିବାହ କରି ଥାଏ କେବଳ ସେହି କାରଣ ରୁ ତାଙ୍କୁ ଥଇଥାନ୍ ଯୋଜନା ରୁ ବାଦ୍ ଦିଆ ଯାଇ ପାରିବ ନାହିଁ ବୋଲି ତାଙ୍କ ନାଁ ରେ ଉଲ୍ଲେଖ କରିଛନ୍ତି । ଆବେଦନ୍ କାରି ବାସନ୍ତି ଙ୍କ ବାପା ଏକ ପ୍ରାର୍ଥମିକ୍ ସ୍କୁଲ ରେ ସିକ୍ଷକତା କରୁଥିଲେ ଆଉ 2001 ମସିହା ରେ ତାଙ୍କ ର ଅକାଳ ବିୟୋଗ ହୋଇ ଥିଲା ।

ଯାହା ଦ୍ବାରା ମୃତ ଶିକ୍ଷକ ଙ୍କ ପତ୍ନୀ ଓ ତାଙ୍କ 2 ଝିଅ ଅସହାୟ ହୋଇ ପଡି ଥିଲେ । ପରିବାର ପ୍ରତି ପୋଷଣ ପାଇଁ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିକଟ ରେ ତାଙ୍କ ବଡ଼ ଝିଅ ବାସନ୍ତୀ ତାଙ୍କୁ ଥୈଥାନ୍ ଯୋଜନା ରେ 3ୟ ଶ୍ରେଣୀ ର କର୍ମଚାରି ରୂପେ ନିଯୁକ୍ତି ଦେବା ପାଇଁ ସେ ଆବେଦନ୍ କରି ଥିଲେ । କିନ୍ତୁ ଆବେଦନ୍ କାରେଣି ବିବାହିତା ହୋଇ ଥିବାରୁ ତାଙ୍କ ଦରଖାସ୍ତ କୁ ନମଞ୍ଜୁର କରି ଥିଲେ ଜିଲ୍ଲା ଶିକ୍ଷାଧିକାରି ।

ଯାହାକୁ ଚ୍ୟାଲେଂଜ୍ କରି ଆବେଦନ କରି ପ୍ରଥମେ ସ୍ୟାଟ କୁ ଯାଇ ଥିଲେ । ସ୍ୟାଟ୍ ପିଟିସନ୍ କୁ ଗ୍ରହଣ କରିବା ସହିତ ଆଇନ ମୁତାବକ୍ ଆବେଦନ୍ କାରିଣେକୁ ପ୍ରତି ବିଚାର କରିବକୁ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରି ଙ୍କୁ ନିର୍ଦ୍ଦେସ୍ ଦେଇ ଥିଲେ କିନ୍ତୁ ତାହା କାର୍ଯ୍ୟ କାରି ନହେବାରୁ 2008 ମସିହା ରେ ଆବେଦନ୍ କାରେଣି ବାସନ୍ତି
ହାଇକୋର୍ଟ୍ ଙ୍କ ଦ୍ବାରସ୍ଥ୍ ହୋଇ ଥିଲେ ।

ଯାହା ଦ୍ବାରା ହାଇକୋର୍ଟ୍ ଏବେ ନିର୍ଦ୍ଦେସ୍ ଦେଇଛନ୍ତି ବିବାହିତ ଝିଅ ମାନେ ମଧ୍ୟ ସରକାରୀ ଥଇଥାନ୍ ମୁତାବକ୍ ନିଯୁକ୍ତି ପାଇ ପାରିବେ । ଯାହା ବିବାହିତା ମହିଳା ଙ୍କ ପାଇଁ ଖୁସି ଖବର ଅଟେ ତେବେ ଏହି ଭିଡିଓ ଟି ବର୍ତ୍ତମାନ ସମୟରେ ସୋସିଆଲ୍ ମିଡ଼ିଆ ରେ ବହୁତ ଚର୍ଚ୍ଚା ର ବିଷୟ ରେ ପାଲଟି ଯାଇଛି ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *