ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବେଶ୍ ଲୋକ ପରିଚିତ ହୋଇ ପାରିଛି । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଚଳଚ୍ଚିତ୍ର ଓ ଧାରାବାହିକ ପ୍ରସାରିତ ହେଉଛି , ତାହା ଦର୍ଶକ ମାନ ଙ୍କ ପାଇଁ ମନୋରଞ୍ଜନ ପାଇଁ ପ୍ରସ୍ତୁତ ହୋଇଥାଏ । ଦର୍ଶକ ମାନ ଙ୍କ ଅତି ପ୍ରିୟ ହୋଇ ପାରିଛି ଧାରାବାହିକ କାରଣ ଏହା ଦର୍ଶକ ମାନ ଙ୍କ ଅତି ମନୋରଞ୍ଜନ କରାଇ ଥାଏ ।
ଏହି ଧାରାବାହିକ ଜଗତ ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ବେଶ୍ ଲୋକ ପରିଚିତ । ଏହି ଅଭିନେତା ମାନେ ଅଭିନୟ ସହ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ଓ ବେଳେ କିଛି ଦୃଶ୍ୟ କୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ରେ ଥାଆନ୍ତି ।
ଏହି ଅଭିନେତା ମାନେ ବେଳେ ବେଳେ ନିଜ ବ୍ୟକ୍ତିଗତ ଜୀବନ କିଛି ଦୃଶ୍ୟ କୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ରେ ଥାଆନ୍ତି । ବର୍ତ୍ତମାନ ସମୟ ରେ ସେହି ଧାରାବାହିକ ଜଗତ ର ଜଣେ ଲୋକ ପ୍ରିୟ ଅଭିନେତା ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ଏହି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମରେ ।
ଏହି ଅଭିନେତା ଜଣକ ହେଉଛନ୍ତି ସିଦ୍ଧାର୍ଥ ବା ଅମର । ଧାରାବାହିକ ଜଗତ ର ଲୋକ ପ୍ରିୟ ଅଭିନେତା ଭାବେ ବେଶ୍ ପରିଚିତ ଏହି ଅଭିନେତା ଜଣକ । ବର୍ତ୍ତମାନ ସମୟ ଅଭିନେତା ସିଦ୍ଧାର୍ଥ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଏହି ଖବର ମଧ୍ୟ ଶୁଣିବାକୁ ମିଳିଛି ଯେ ଅଭିନେତା ସିଦ୍ଧାର୍ଥ ଙ୍କ ନିର୍ବନ୍ଧ ସରି ଯାଇଛି ଓ ଆଜି ଆମେ ଏହି ଖବର ବିଷୟ ରେ ଜାଣିବା ।
ଆପଣ ମାନେ ସିଦ୍ଧାର୍ଥ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଏହି ଅଭିନେତା ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହେବା ସହ ଓଡ଼ିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି । ତୁ ମୋ ଜୀବନ ସାଥୀ ରେ ନଜର ଆସିବା ପରେ ବର୍ତ୍ତମାନ ସମୟ ରେ ସେ ଝିଲି ଧାରାବାହିକ ରେ ଅଭିନୟ ଜାରୀ ରଖିଛନ୍ତି ଓ ତାଙ୍କ ଅଭିନୟ ଆପଣ ମାନେ ନିଶ୍ଚିନ୍ତ ଭାବ ରେ ଦେଖିବାକୁ ପାଇଥିବେ ।
ସିଦ୍ଧାର୍ଥ ତାଙ୍କ ଖ୍ରୀଷ୍ଟିଆନ ରୀତି ନୀତି ଅନୁସାରେ , ଖ୍ରୀଷ୍ଟିଆନ ଧର୍ମ କୁ ଆପଣାଇ ଛନ୍ତି । ଖ୍ରୀଷ୍ଟିଆନ ଧର୍ମ ନେବା ପରେ ତାଙ୍କୁ ଏକ ନୂଆ ନାମ ଦିଆଯିବ । ଏଥିପାଇଁ ଏକ ଆୟୋଜନ ହୋଇଛି ଓ ଏହାକୁ ଦେଖିବା ପାରେ ସମସ୍ତେ ଭାବୁଛନ୍ତି ସିଦ୍ଧାର୍ଥ ଙ୍କ ନିର୍ବନ୍ଧ ର ଦୃଶ୍ୟ ବୋଲି ।।