Breaking News

ସରିଲା ନିର୍ବନ୍ଧ, ବିବାହ ବନ୍ଧନରେ ବାନ୍ଧିହେବେ ସମ୍ବଲପୁର-ବଲାଙ୍ଗୀର ଜିଲ୍ଲାପାଳ ….

ବର୍ତ୍ତମାନ ସରି ଯାଇଛି ନିର୍ବନ୍ଧ ଓ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ସମ୍ବଲପୁର ଜିଲ୍ଲା ର ଜିଲ୍ଲାପାଳ ଓ ବଲାଙ୍ଗିର ଜିଲ୍ଲାର ଜିଲ୍ଲାପାଳ । ଉଭୟ ହେବେ ବର୍ କନ୍ୟା , ଏହି ଖବର ଟି ଆପଣ ଙ୍କୁ କହିବା ର କାରଣ ହେଲା ଯେ ବର୍ତ୍ତମାନ ସମୟ ରେ ୪ ଜଣ ଜିଲ୍ଲାପାଳ ଙ୍କ ନାମ ଆସୁଛି । ୪ ଜିଲ୍ଲାପାଲ ଙ୍କ ନିର୍ବନ୍ଧ ଏବଂ ଛାଡ଼ପତ୍ର ର କାହାଣୀ ।

 

 

ବଲାଙ୍ଗୀର ଜିଲ୍ଲା ର ଜିଲ୍ଲାପାଳ ଚଞ୍ଚଳ ରଣା ବିବାହ କରିବେ ସମ୍ବଲପୁର ଜିଲ୍ଲା ର ଜିଲ୍ଲାପାଳ ଅନନ୍ୟା ଦାସ ଙ୍କୁ । କଟକ ପୂର୍ବତନ ସିଏମେଶି ର କମିଶନର ଅନନ୍ୟା ଦାସ ବେଶ୍ ଚର୍ଚ୍ଚା ରେ ଥିଲେ ନିଜ କାର୍ଯ୍ୟ ପାଇଁ । ନିଜ କାର୍ଯ୍ୟ ପାଇଁ ସେ ବେଶ୍ ପ୍ରଶଂସା ପାଇ ଥାଆନ୍ତି । ବର୍ତ୍ତମାନ ସମୟ ରେ ଏହି ଅନନ୍ୟା ଦାସ ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି ।

 

ରବିବାର ଦିନ ସମ୍ବଲପୁର ଜିଲ୍ଲା ର ଜିଲ୍ଲାପାଳ ଙ୍କ ଆବାସିକ ବାସ ଭବନ ରେ ଉଭୟ ଙ୍କ ନିର୍ବନ୍ଧ ସରିଛି । ଏଥିରେ ଜିଲ୍ଲା ପାଲ ଙ୍କ ପରିବାର ବର୍ଗ ଓ କିଛି ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ । ଉଭୟ ଙ୍କ ବିବାହ ଘର୍ ଟି ଏହି ୩ ମାସ ମଧ୍ୟ ରେ ବେଶ୍ ଧୁମ୍ ଧାମରେ ହେବ । ନିର୍ବନ୍ଧ ର କିଛି ଫଟୋ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରାଳ ହେଉଛି ।

 

 

ସୋସିଆଲ ମିଡ଼ିଆ ରେ ଯେତେବେଳେ ସମ୍ବଲପୁର ଜିଲ୍ଲା ର ଜିଲ୍ଲାପାଳ ଙ୍କ ବାହାଘର କଥା ଭାଇରାଳା ହେଉଛି । ଆସାମ ର ଝିଅ ଅନନ୍ୟା ଦାସ ଯିଏ କି ବର୍ତ୍ତମାନ ସମୟ ରେ ସମ୍ବଲପୁର ଜିଲ୍ଲା ର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି । ଉଭୟ ଙ୍କ ଦ୍ଵିତୀୟ ବିବାହ ହେଉଛି କାରଣ ପୂର୍ବ ରୁ ଅନନ୍ୟା ଦାସ ବର୍ତ୍ତମାନ ସମୟ ର କୋରାପୁଟ ର ଜିଲ୍ଲାପାଳ ଅବଦୁଲ ଏମ ଆଖତର ଙ୍କୁ ବିବାହ କରିଥିଲେ

ବିବାହ କରିବା ପରେ ଉଭୟ ଙ୍କ ମଧ୍ୟ ମତଭେଦ ହେବା ରୁ ପରସ୍ପର କୁ ଛାଡ଼ପତ୍ର ଦେଇଥିଲେ । ସେହି ପରି ଚଞ୍ଚଳ ରଣା ଯିଏ ପୂର୍ବ ବିବାହ କରିଥିଲେ ବର୍ତ୍ତମାନ ସମୟ ରାୟଗଡ଼ା ଜିଲ୍ଲା ପାଲ ସ୍ଵଧା ଦେବ ସିଂହ ଙ୍କୁ ସେମାନେ ମଧ୍ୟ ସେହି ମତଭେଦ କାରଣ ରୁ ପରସ୍ପର କୁ ଛାଡ଼ପତ୍ର ଦେଇଥିଲେ ।

 

 

 

ବର୍ତ୍ତମାନ ସମୟ ରେ ଉଭୟ ଆଗାମୀ ଦିନ ମାନ ଙ୍କ ରେ ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି । ଉଭୟ ଙ୍କ ନିର୍ବନ୍ଧ ଗୋପନୀୟତା ରେ ସରି ଯାଇଛି ଓ ଯାହାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ।।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *