Breaking News

ସରିଲା ହଳଦୀ ରସମ ବାହା ହେବେ ଶ୍ରଦ୍ଧାଙ୍କ ଭଉଣୀ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ମା ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ଓ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ବେଶ୍ ଚର୍ଚ୍ଚା ରେ ଅଛନ୍ତି ବର୍ତ୍ତମାନ ସମୟ ର ଜଣେ ଅଭିନେତ୍ରୀ , ଆଜି ଆମେ ସେହି ବିଷୟ ରେ ଜାଣିବା

ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଲୋକ ପ୍ରିୟ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି । ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ହଳଦୀ ରେଶମ ର ଭିଡିଓ ଦେଖିବାକୁ ମିଳିଛି ।

ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ବେଶ୍ ଖୁସି ମଧ୍ୟ ଅଛନ୍ତି । ତାହେଲେ ଆପଣମାନେ ଅଭିନେତ୍ରୀ ଶ୍ରଦ୍ଧା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଏହି ଲୋକ ପ୍ରିୟ ଅଭିନେତ୍ରୀ ଜଣକ ନିଜ ଅଭିନୟ ଜୀବନୀ ମଧ୍ୟ ରେ ବହୁତ୍ ସାରା ଚଳଚ୍ଚିତ୍ର ଓ ଧାରାବାହିକ ରେ ନଜର ଆସିଛନ୍ତି । ଆପଣ ମାନେ ନିଶ୍ଚିନ୍ତ ଭାବରେ ଦେଖିଥିବେ ,

ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବେଶ୍ ଲୋକ ପରିଚିତ ହେବା ସହ ଓଡ଼ିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି । ଆପଣ ମାନେ ଜାଣିଥିବେ ଯେ ବାସ୍ତବିକ୍ ଜୀବନ ରେ ଅତୀତ ରେ ଏହି ଅଭିନେତ୍ରୀ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଅଭିନେତା ଙ୍କୁ ଭଲ ପାଉ ଥିଲେ ଓ ବିବାହ କରିବା ପାଇଁ ଯାଉଥିଲେ ଓ ସେଥିପାଇଁ ନିର୍ବନ୍ଧ ମଧ୍ୟ ସରିଥିଲା । ପରେ ଉଭୟ ଙ୍କ ମଧ୍ୟ ରେ କିଛି ଝଗଡ଼ା ହେବା ରୁ ଅଲଗା ହୋଇ ଯାଇଥିଲେ ।

ବ୍ରେକପ ହୋଇ ଯାଇଥିଲା , ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ଜନକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଙ୍କ ଏକ ଭିଡିଓ ଦେଖିବାକୁ ମିଳିଛି ଏହି ଭିଡିଓ ରେ ଶ୍ରଦ୍ଧା ପାଣିଗ୍ରାହୀ ହଳଦୀ ରେଶମ ରେ ବହୁ ସାରା ମଜା ମସ୍ତି କରିବା ସହ ବେଶ୍ ଖୁସି ରେ ଥିବା ର ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟ ରେ ଏହି ଦୃଶ୍ୟ ଟି ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି ।

ବନ୍ଧୁଗଣ ପ୍ରକୃତ କଥା ହେଉଛି ଏହି ହଳଦୀ ରେଶମ ଟି ହେଉଛି ଶ୍ରଦ୍ଧା ପାଣିଗ୍ରାହୀ ଙ୍କ ଭଉଣୀ ଙ୍କ ର । ନିଜ ଭଉଣୀ ହଳଦୀ ରେଶମ ରେ ସେ ବହୁତ୍ ସାରା ମଜା ମସ୍ତି କରୁ ଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ଓ ଆପଣ ମାନେ ନିଶ୍ଚିନ୍ତ ଭାବରେ ରେ ଦେଖିବାକୁ ପାଉ ଥିବେ ଏହି ଦୃଶ୍ୟ କୁ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *