ଫୁଣି ଥରେ ଚର୍ଚ୍ଚା କୁ ଆସିଛନ୍ତି ଓଲିଓଡ ର ସୁଇଟହାର୍ଟ ଭାବରେ ପରିଚିତ୍ ପ୍ରକୃତି ମିଶ୍ର । ଆପଣ ମାନେ ଜାଣିଥିବେ ଓଡ଼ିଆ ଅଭିନେତ୍ରୀ ସବୁବେଳେ ଚର୍ଚ୍ଚା ରେ ରହି ଆସୁଛନ୍ତି ସୋସିଆଲ ମିଡ଼ିଆ ରେ । ସେ କେତେବେକେ ତାଙ୍କ ହଟ୍ ଡ୍ୟାନ୍ସ ପାଇଁ ସେ ଭାଇରାଲ ହେଉଛନ୍ତି ତ କେତେବେଳେ ସେ ହଟ୍ ଲୋକ୍ସ୍ ପାଇଁ ଭାଇରାଲ ହେଉଛନ୍ତି । ସେ ଉଭୟ ଓଲିଓଡ୍ ଓ ବଲିଓଡ୍ ରେ ଅଭିନୟ କରୁଛନ୍ତି ତାହା ଆପଣ ମାନେ ଜାଣିଛନ୍ତି । ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ ଆଉ ଏବେ ଓଲିଓଡ୍ ଓ ବଲିଓଡ୍ ଲୋକ ପ୍ରିୟ ଅଭିନେତ୍ରୀ ଭାବରେ ଜଣା ।
ତେବେ ବର୍ତ୍ତମାନ ସମୟ ରେ ଫୁଣି ଥରେ ଚର୍ଚ୍ଚା ରେ ଆସୁଛନ୍ତି ପ୍ରକୃତି ମିଶ୍ର । ଏହି ବିଷୟ ରେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ପାଇବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତାହେଲେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ । ବର୍ତ୍ତମାନ ସମୟରେ ବିଗ ବସ୍ ରେ ନଜର ରେ ଆସିବାକୁ ଯାଉଛନ୍ତି ପ୍ରକୃତି ମିଶ୍ର ।
ଏବେ କିନ୍ତୁ କଥା ଓଲିଓଡ଼ ଆସି ବଲିଓଡ ରେ ପହଞ୍ଚି ଲାଣି ଏବେ ବିଗ ବସ ରେ ଭାଗ ନେଉଛନ୍ତି ପ୍ରକୃତି ମିଶ୍ର । ଯଦି ଏହା ସତ ହୁଏ ତେବେ ଓଲିଓଡ ର ସୁଇଟ ହାର୍ଟ ପରିଚିତ ପ୍ରକୃତି ମିଶ୍ର ଫୁଣି ଥରେ ଜାତୀୟ ସ୍ଥର୍ ରେ ହଲଚଲ ସୃଷ୍ଟି କରି ନିଜର ପ୍ରତିକ୍ରିୟା ରଖିବେ ।
ହଁ ବନ୍ଧୁଗଣ ଭାରତ ବର୍ଷ ର ସବୁଠାରୁ ଚର୍ଚ୍ଚିତ ତଥା ଲୋକ ପ୍ରିୟ ରିୟାଲିଟ୍ ସୋ ବିଗ ବସ୍ ରେ ନଜର ରେ ଆସିବେ ମୁମ୍ବାଇ ରେ ରହୁଥିବା ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର । ଆସନ୍ତା ଅକ୍ଟୋବର 1 ରୁ ଆରମ୍ଭ ହେବାକୁ ଯାଉଛି ବିଗ ବସ୍ 16 । ଆଉ ଏଥର ଏହି ସୋ ରେ କାହାର ଗେମ ରହିବ ଏବଂ କେଉଁ ପ୍ରତିଯୋଗିତା ଙ୍କ ଗେମ ପାଇଁ ସୋ ରେ ଟିୟାରିପ୍ ବଢିବ ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ଏହାର ପ୍ରମୋ ରିଲିଜ କରି ଦର୍ଶକ ମାନଙ୍କ ର ଉତ୍କଣ୍ଠାକୁ ବଢ଼େଇ ଦେଇଛନ୍ତି ।
କିନ୍ତୁ ଏଯାଏ କୌଣସି ବିଧିମତ ମାଧ୍ୟମ ରେ ପ୍ରତିଯୋଗିତା ଙ୍କ ନାଁ ଘୋଷଣା ହୋଇ ନାହିଁ । ମାତ୍ର ନିକଟ ରେ ବ୍ୟକ୍ତିଗତ କାରଣ ପାଇଁ ଚର୍ଚ୍ଚା କୁ ଆସିଥିବା ପ୍ରକୃତି ମିଶ୍ର ବିଗ ବସ୍ ରେ ଯିବେ ବୋଲି ଚର୍ଚ୍ଚା ଜୋର ଧରିଛି । କଥା ଏବେ ମୁମ୍ବାଇଅ ରୁ ଆସି ଓଲିଓଡ୍ ରେ ପହଞ୍ଚିଲାଣି ।
ଅଭିନେତ୍ରି ପ୍ରକୃତି ମିଶ୍ର ଏବେ ମୁମ୍ବାଇଅ ରେ ରହି ଅଭିନେତା ନାନା ପାଟେଲ ଙ୍କ ସହ ଏକ ହିନ୍ଦୀ ସିନେମା ର ସୁଟିଂ ରେ ବ୍ୟସ୍ତ ଅଛନ୍ତି ତେବେ ଭାରତ ବର୍ଷ ର ସବୁଠାରୁ ଚର୍ଚ୍ଚିତ ତଥା ଲୋକ ପ୍ରିୟ ରିୟାଲିଟ୍ ସୋ ବିଗ ବସ୍ ରେ କଣ ସତ ରେ ନଜର ରେ ଆସିବେ ପ୍ରକୃତି ମିଶ୍ର ।
ଆଉ ଓଲିଓଡ ର ସୁଇଟ ହାର୍ଟ କୁ ସତ ରେ କଣ ଦେଖିବାକୁ ମିଳିବ ଏହି ରିୟାଲିଟ୍ ସୋ ରେ । ଯାହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।