ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଶା ର ସମସ୍ତ ଦର୍ଶକ ମାନେ ନିଜ ପ୍ରିୟ ଅଭିନେତା ଙ୍କ ଅଭିନୟ ଦେଖିବାକୁ ପଶନ୍ଦ କରି ଥାଆନ୍ତି କିନ୍ତୁ ସେମାନେ ନିଜ ପସନ୍ଦ ର ଅଭିନେତା ଅଭିନୟ ଆଉ ଦେଖିବାକୁ ପାଉ ନାହାଁନ୍ତି ଯାହା ଫଳ ରେ କୁ ସେମାନେ ସିନେମା ହଲ ଯାଉ ନାହାଁନ୍ତି କୌଣସି ଚଳଚ୍ଚିତ୍ର ଦେଖିବା ପାଇଁ ।
ବନ୍ଧୁଗଣ କହିବାକୁ ଗଲେ ଓଡ଼ିଶା ର ଦର୍ଶକ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଯିଏ କି ବର୍ତ୍ତମାନ୍ ସମୟ ରେ କେନ୍ଦ୍ରାପଡ଼ା ର ସାଂସଦ ଅଟନ୍ତି । ଏହି ଅଭିନେତା ଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ବେଶ୍ ଇଚ୍ଛୁକ ଥାଆନ୍ତି । ଦର୍ଶକ ମାନ ଙ୍କ ପାଇଁ ଆଗାମୀ ଦିନ ରେ ଦୁଇ ଦୁଇ ଚଳଚ୍ଚିତ୍ର ଆସିବାକୁ ଯାଉଛି ଅଭିନେତା ଅନୁଭବ ମହାନ୍ତି ଙ୍କ ର ।
ଆପଣ ମାନେ ଅଭିନେତା ଅନୁଭବ ମହାନ୍ତି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଅଭିନେତା ଭାବେ ବେଶ୍ ପରିଚିତ , ଅଭିନେତା ଅନୁଭବ ମହାନ୍ତି ବହୁ ସାରା ଚଳଚ୍ଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ୍ ଲୋକ ପରିଚିତ ହେବା ସହ ଓଡ଼ିଶା ର ଘର ଘରେ ପରିଚିତ । ଏହି ଅଭିନେତା ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡ଼ିଶା ଘର ଘରେ ପରିଚିତ ହେବା ସହ ଓଡିଆ ଇଣ୍ଡଷ୍ଟ୍ରି ରୁ ଅନେକ ନାମ ଅର୍ଜନ କରିଛନ୍ତି ।
ଆପଣ ମାନେ ଜାଣିଥିବେ ଯେ ରାଜନୀତି ଦୁନିଆ ରେ ପାଦ ଦେବା ପରେ ଏହି ଅଭିନେତା ଜଣକ ଅଭିନୟ ଦୁନିଆ ରୁ ସମ୍ପୂର୍ଣ ଭାବେ ଦୂରେଇ ହୋଇ ରହିଥିଲେ ଯାହା ଫଳ ରେ କି ତାଙ୍କୁ ନେଇ କୌଣସି ଚଳଚ୍ଚିତ୍ର ଆସି ନାହିଁ କିନ୍ତୁ ଆଗାମୀ ଦିନ ମାନ ଙ୍କ ରେ ଅନୁଭବ ଙ୍କୁ ନେଇ ଦୁଇ ଟି ଚଳଚ୍ଚିତ୍ର ଆସିବାକୁ ଯାଉଛି ଓ ଏହି ଚଳଚ୍ଚିତ୍ର ବିଷୟ ରେ ଅନୁଭବ ନିଜେ ନିଜର ପ୍ରଶଂସକ ମାନ ଙ୍କୁ ଜଣାଇ ଛନ୍ତି ।
ତାହେଲେ ବନ୍ଧୁଗଣ କେନ୍ଦ୍ରାପଡ଼ା ର ଏକ କାର୍ଯ୍ୟକ୍ରମ ରେ ଅନୁଭବ ମହାନ୍ତି ଯୋଗ ଦେଇଥିଲେ ଓ ଅନୁଭବ ଙ୍କୁ ଦେଖିବା ପାଇଁ ସେଠାରେ ଅଦିନ ରେ ବାଲି ଯାତ୍ରା ଭଳି ଲୋକ ହୋଈ ଯାଇଥିଲେ । ଏହି କାର୍ଯ୍ୟକ୍ରମ ସରିବା ପରେ ଫେରିବା ପରେ କହିଥିଲେ ମୋର୍ ଦୁଇ ଟି ଚଳଚ୍ଚିତ୍ର ଆସିବାକୁ ଯାଉଛି ଗୋଟିଏ ଜାନୁୟାରୀ ମାସ ରେ ଆଉ ଗୋଟିଏ ରଜ ସମୟ ରେ ଆସିବାକୁ ଯାଉଛି ।
ଏହି ଭଳି ଭାବେ ଏକ ଦୃଶ୍ୟ ରେ ଅନେକ କିଛି କହିବା ପରେ ସେ ଆହୁରି କହିଛନ୍ତି କେବେ ସେ ରାଜନୀତି ଦୁନିଆ ରେ ପାଦ ଦେଲେ କେବେ ତାଙ୍କ ନାମ ରେ ମିଛ ଅଭିଯୋଗ ହୋଇଥିଲା । ଆପଣ ମାନେ ଏହି ଭିଡିଓ ଟି କୁ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।