Breaking News

ସାକ୍ଷାତକାର ବେଳେ ରାନୀ ପଣ୍ଡା (Rani Panda) କହିଲେ ବାଳ ଅଛି ସୁନ ପାମ୍ପୁଡି ହେଲାଣି, କାହିଁକି ଏମିତି କହିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ଜଣକ ସ୍ଵର୍ଣ୍ଣ ମନ୍ଦିର ରେ ନିଜ ଅଭିନୟ ଜାରି ରଖିଛନ୍ତି । ଦୀର୍ଘ ଦିନ ପରେ ଅଭିନେତ୍ରୀ ରାନୀ ପଣ୍ଡା ଅଭିନୟ କରୁଛନ୍ତି । ରାନୀ ସେଥିପାଇଁ ସ୍ଵର୍ଣ୍ଣ ମନ୍ଦିର ର ପ୍ରଯୋଜକ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଇଛନ୍ତି ।

କିଛି ଦିନ ପୂର୍ବେ ରାନୀ ପଣ୍ଡା ଅଭିନୟ ନ କରିବା ପାଇଁ ଅନେକ କଳାକାର ମାନେ ବିରୋଧ କରିଛନ୍ତି । କିନ୍ତୁ ସ୍ଵର୍ଣ୍ଣ ମନ୍ଦିର ମୋ ଉପରେ ଭରସା କରନ୍ତି , ସମ୍ମାନ ଦିଅନ୍ତି ଭଲ ବ୍ୟବହାର ମଧ୍ୟ ଦେଖାଇ ଥାଆନ୍ତି । ବର୍ତ୍ତମାନ୍ ସମୟ ରେ ନିଜ ଅଭିନୟ ମାଧ୍ୟମ ରେ ଦର୍ଶକ ମାନ ଙ୍କ ମନୋରଂଜନ କରାଇବା ପାଇଁ ପ୍ରସ୍ତୁତ ଅଛନ୍ତି ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତ୍ରୀ ଜଣକ ତାଙ୍କ ଜୀବନ ମଧ୍ୟ ରେ ଅନେକ ଲୋକ ଙ୍କୁ ସାହାର୍ଯ୍ୟ କରିଛନ୍ତି । ଅଭିନେତ୍ରୀ ଜଣକ ନିଜ ଅଭିନୟ ସହିତ ସମାଜ ସେବା ଜାରି ରଖିଛନ୍ତି । ସ୍ଵର୍ଣ୍ଣ ମନ୍ଦିର ଏ ବର୍ଷ ର ନୁଆ ନାଟକ ଘୋଡ଼ା ହାତୀ ଗଣ୍ଡା କୁ ଗଣ୍ଡା ଏକା ଲଢିବ ରାନୀ ପଣ୍ଡା ଯାହାକି ରାନୀ ପଣ୍ଡା ଙ୍କ ଅତୀତ ର ବାସ୍ତବିକ୍ ଜୀବନ କୁ ନେଇ ଯାଇଛି ।

ଯେଉଁ ମାନେ ରାନୀ ପଣ୍ଡା ଙ୍କୁ ଖରାପ୍ ଭାବୁଛନ୍ତି ସେମାନେ ଏହି ଧାରାବାହିକ ଟି ଦେଖିବା ପରେ ଜାଣି ପାରିବେ ରାନୀ ପଣ୍ଡା କଣ ପାଇଁ ବିବାଦ ଘେର କୁ ଆସିଥିଲେ । ସେ ସମସ୍ତ ଙ୍କୁ ଅନୁରୋଧ କରିଛନ୍ତି ତାଙ୍କର ଏହି ନାଟକ ଟି କୁ ଦେଖିବା ପାଇଁ , ଏହି ଭଳି ଅନେକ କଥା କହିଛନ୍ତି ଯେ ବର୍ତ୍ତମାନ୍ ସମୟ ରେ ଦର୍ଶକ ମାନ ଚଳଚ୍ଚିତ୍ର ଦୁନିଆ କୁ ପସନ୍ଦ କରୁ ନାହାଁନ୍ତି।

କିନ୍ତୁ ଯାତ୍ରା ଜଗତ ରେ ପରିବେଷଣ ହେଇଥିବା ନାଟକ କୁ ରାତି ଅନିଦ୍ରା ହୋଈ ଦେଖୁଛନ୍ତି । ବନ୍ଧୁଗଣ ଏହି ଭଳି ଭାବେ ଏହି ଅଭିନେତ୍ରୀ ଜଣକ ଅନେକ କଥା କହିଛନ୍ତି ଏକ ସାକ୍ଷାତକାର ରେ । ଯାହା ବି କୁହନ୍ତୁ ବିବାଦ ଆଜି ରାନୀ ପଣ୍ଡା ଙ୍କୁ ଘର୍ ଘରେ ପରିଚିତ କରାଇ ପାରିଛି । ଅତୀତ ରେ କଥା ଅତୀତ ଘଟି ଯାଇଛି ଓ ବର୍ତ୍ତମାନ୍ ସମୟ ରେ ସେ ଯାତ୍ରା ସ୍ଵର୍ଣ୍ଣ ମନ୍ଦିର ରେ ଅଭିନୟ ଜାରି ରଖିଛନ୍ତି ।

ସ୍ଵର୍ଣ୍ଣ ମନ୍ଦିର ରାନୀ ପଣ୍ଡା ଙ୍କ ଅତୀତ ଜୀବନ ର ଘଟଣା କୁ ନେଇ ଏକ ନାଟକ ପ୍ରସ୍ତୁତ ହୋଇଛି । ଆପଣ ମାନେ ରାନୀ ପଣ୍ଡା ଙ୍କ ଅଭିନୟ ଦେଖିବା ସହ ତାଙ୍କ ଆଇଟମ ନାଚ ମଧ୍ୟ ଦେଖିବାକୁ ପାଇବେ ଏହି ଯାତ୍ରା ନାଟକ ରେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *