Breaking News

ସାମ୍ନାକୁ ଆସିଲା ସବୁ ସତ ! କାହିଁକି ସିନେମା କରୁ ନାହାନ୍ତି, ଦୁଃଖ ଜଣାଇଲେ ଜୟୀରାମ ସାମଲ(JayeeRam Samal) … ଦେଖନ୍ତୁ ଭିଡିଓ

ଶେଷରେ ସତ ଆସି ଗଲା ସାମ୍ନା କୁ । କଣ ପାଇଁ ଆଉ ଫିଲ୍ମ ରେ ଅଭିନୟ କରୁ ନାହାନ୍ତି ଜୟୀରାମ ସାମଲ । ନିଜେ ଜୟୀରାମ ସାମଲ ଖୁଲିଲେ ସବୁ ଗୁମର । ବନ୍ଧୁଗଣ ଆପଣ ମାନେ ସମସ୍ତେ ଜୟୀରାମ ସାମଲ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ନିଜ ର ଅଭିନୟ ପାଇଁ ସାରା ଓଡିଶା ର ଘରେ ଘରେ ନିଜ ର ସ୍ବତନ୍ତ୍ର୍ ପରିଚୟ ସୃଷ୍ଟି କରି ବାରେ ସଫଳ ହୋଇ ପାରିଛନ୍ତି । ତେବେ ବନ୍ଧୁଗଣ ଏହି ଅଭିନେତା ଜୟୀରାମ ସାମଲ ଙ୍କ ର ଅଭିନୟ ଜୀବନୀ ଆରମ୍ଭ ହୋଇ ଯାଇଥିଲା ତାଙ୍କ ପିଲାଟି ବେଳ ରୁ ।

ସେ ପିଲା ବେଳ ରୁ ସେ ଅଭିନୟ କରିବାକୁ ବହୁତ ଅକ୍ରୁଷ୍ଟ ଥିଲେ । ଅଭିନେତା ଜୟୀରାମ ସାମଲ କହନ୍ତି ତାଙ୍କୁ ଯାତ୍ରା ଦେଖିବାକୁ ବହୁତ ପସନ୍ଦ । ଆଉ ସେ ପ୍ରାୟ ସମୟ ରେ ନିଜ ସମୟ ବାହାର କରି ସେ ଯାତ୍ରା ଦେଖି ବାକୁ ଜାଆନ୍ତି । ତେବେ ବନ୍ଧୁଗଣ ଯଦି ଆମେ ତାଙ୍କ ର ଫିଲ୍ମ କ୍ୟାରିଅର ବିଷୟ ରେ କଥା ହେବା ତେବେ ସ୍ତ୍ରୀ ଫିଲ୍ମ ରେ ପ୍ରଥମ ଥର ଅଭିନୟ କରିବାର ସୁଯୋଗ ପାଇଥିଲେ ଏବଂ ସେ ସେହି ସୁଯୋଗ କୁ ହାତ ଛଡା ନ କରି ଏ ଫିଲ୍ମ ରେ ସେ ଅଭିନୟ କରି ଥିଲେ ।

ଏହି ସିନେମା ପରେ ସେ ତାଙ୍କ ର ସାଙ୍ଗ ମାନଙ୍କ ସହିତ ଗୋଟିଏ ଫିଲ୍ମ ଦେଖିବା ପାଇଁ ଯାଇଥିଲେ ଏବଂ ତାହା ପରେ ସେ ଅଭିନୟ କୁ ତାଙ୍କ ଜୀବନ ର ଏକ ଅଂଶ ଭାବରେ ଗ୍ରହଣ କରି ଦେଇଥିଲେ । ଆଉ ଏହା ପରେ ସେ ଅନେକ ସିନେମା ରେ ଅଭିନୟ କରି ସେ ସମସ୍ତ ଓଡିଶା ବାସୀ ଲୋକ ମାନଙ୍କ ପାଖ ରେ ନିଜ ର ପରିଚୟ ସୃଷ୍ଟି କରିଥିଲେ ଓ ତାଙ୍କ ର ଜବରଦସ୍ତ ଅଭିନୟ ସାଙ୍ଗ କୁ ତାଙ୍କ ର କମଡିୟାନ ଭାବରେ ସମସ୍ତେ ବେସ୍ ପସନ୍ଦ ମଧ୍ୟ କରିଥିଲେ ଜୟୀରାମ ସାମଲ ଙ୍କୁ ।

ତେବେ ବର୍ତ୍ତମାନ ସମୟରେ ଯଦି ଆମେ ଦେଖିବା ବର୍ତ୍ତମାନ ପର୍ଯ୍ୟନ୍ତ ସେ 300 ରୁ ଅଧିକ ସିନେମା ରେ ସେ ଅଭିନୟ କରି ସାରିଛନ୍ତି । ଏକ ସୋ ରେ ଜୟୀରାମ ସାମଲ କହି ଥିଲେ ଯେ ତାଙ୍କୁ ଅଧିକ ବୟସ ହୋଇ ସାରିଲାଣି ତେବେ ତାଙ୍କୁ ସେଭଳି ଏକ ଚରିତ୍ର ମିଳିଲେ ସେ ନିଶ୍ଚିତ ଭାବରେ ଅଭିନୟ କରିବେ ବୋଲି ସେ କହିଛନ୍ତି । ସେ ବର୍ତ୍ତମାନ ସମୟରେ ତାଙ୍କ ପରିବାର ସହିତ ସୁଖମୟ ଜୀବନ ଅତିବାହିତ କରିଛନ୍ତି ।

About admin

Check Also

ଶ୍ରୀତମ ଭାଇଙ୍କ ମା ଚାଲିଗଲେ, ଏତେ ବଡ ଦୁଃଖରେ ମୁଁ ତାଙ୍କ ପାଖେ ଠିଆ ହେଇପାରିଲିନି – Buddhaditya Mohanty ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ପ୍ରକୃତ ବନ୍ଧୁ ହେଉଛି ସିଏ ବିପଦ ସମୟ …

Leave a Reply

Your email address will not be published. Required fields are marked *