Breaking News

ସାମ୍ନାକୁ ଆସିଲା ସୁନ୍ଦରୀ ଅର୍ଚ୍ଚନାର (Archana Nag) ର ଡିଲ ସମୟର ଭିଡିଓ ଓ ଚାଟ, ଏମିତି ଫସାଉଥିଲା ବଡ ବଡିଆଙ୍କୁ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ। ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ଖବର , ଭିଡିଓ ଦେଖିଥିବେ ଯାହାକୁ ଆପଣ ମାନେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ । ତାହେଲେ ଆଜି ସେହିଭଳି ଏକ ଖବର ବିଷୟ ରେ ଜାଣିବା ଯାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯିବେ । ଏହି ଆଶ୍ଚର୍ଯ୍ୟ ଖବର ଟି ଆସିଛି ଜଣେ ମହିଳା ଙ୍କୁ ନେଇ , ଆଜି ଆମେ ଏମିତି ଜଣେ ମହିଳା ଙ୍କ ବିଷୟ ରେ ଜାଣିବା ଯିଏ କି ଧନୀ ଶାଳୀ ବ୍ୟକ୍ତି ଙ୍କ ସହ ସମ୍ପର୍କ ରଖି ଅନ୍ତରଙ୍ଗ ର ଫଟୋ ଭିଡିଓ କରି ବ୍ଲାକ ମେଲୀଙ୍ଗ କରି ଟଙ୍କା ରୋଜଗାର କରୁଛନ୍ତି ।

ତାହେଲେ ବନ୍ଧୁଗଣ ଏହି ମହିଳା ଜଣକ ହେଉଛନ୍ତି ଅର୍ଚ୍ଚନା ନାଗ , ବର୍ତ୍ତମାନ୍ ସମୟ ରେ ଏହି ମହିଳା ଜଣକ ନିଜ ଅଦ୍ଭୁତ କାର୍ଯ୍ୟ ପାଇଁ ବେଶ୍ ଚର୍ଚ୍ଚା ରେ ଥିବା ସମୟ ରେ ବର୍ତ୍ତମାନ୍ ସମୟ ରେ ଅର୍ଚ୍ଚନା ନାଗ ଙ୍କ ମେସେଞ୍ଜର ଚାଟ ର ଫଟୋ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲା ହେବା ରେ ଲାଗିଛି ।

ଏହି ଚାଟ ରେ ଦେଖିବାକୁ ମିଳିଛି ସେ କେମିତି ବଡ ବଡିଆ ଲୋକ ମାନ ଙ୍କୁ ପଟାଉଥିଲେ , ସ୍ବାମୀ ଦେହ ଖରାପ୍ ହୋଇଥିବାର ଫଟୋ ଦେଖାଇ ଧନୀ ଲୋକ ଙ୍କ ସହ ସମ୍ପର୍କ ବଢ଼ାଇବା ପାଇଁ ଉଦ୍ୟମ କରୁଥିଲେ । ବଡ ବ୍ୟବସାୟ ର ପରିଚୟ ଦେଇ , ଧନୀ ଲୋକ ଙ୍କୁ ଟଙ୍କା ମାଗୁଥିଲେ ଓ ଧୀରେ ଧୀରେ ସମ୍ପର୍କ ବଢାଇ ଥିଲେ । ସୁଯୋଗ ଦେଖି ଘର୍ କୁ ଖାଇବା ପାଇଁ ନିମନ୍ତ୍ରଣ କରୁଥିଲେ ।


ଯଦି ଧନୀ ବ୍ୟକ୍ତି ଜଣକ ଅର୍ଚ୍ଚନା ଙ୍କ ମାୟା ଜାଲ ରେ ପଡି ଚାଲି ଆସୁଥିଲେ ସେଠୁ ମୁକୁଳିବାର କଷ୍ଟ କର ହେଉ ଯାଇଥିଲା । ଅନ୍ୟ ଯୁବତୀ ଙ୍କ ସହ ସମ୍ପର୍କ ବଢ଼ାଇବାକୁ ପ୍ରଲୋଭନ ଦେଖାଇ ସମସ୍ତ ପ୍ରକାର ସୁଜୋଗ କରୁଥିଲେ । ଅ-ନ୍ତ-ର-ଙ୍ଗ ସମ୍ପର୍କ ରଖୁଥିବା ସମୟ ରେ କିଛି ଫଟୋ ଏବଂ ଭିଡିଓ ଶୁଟ କରୁଥଲେ ଓ ପରବର୍ତ୍ତୀ ଆରମ୍ଭ କରି ଦେଉଥିଲେ ବ୍ଲା-କ ମେଳିଙ୍ଗ ।

କଳାହାଣ୍ଡି ରୁ ଆସି ଅର୍ଚ୍ଚନା ନାଗ ମାଲିକିଆଣି ସାଜିଥିଲା , ବର୍ତ୍ତମାନ୍ ସମୟ ରେ ତାଙ୍କୁ ପୋଲିସ ଗିରଫ କରିବା ପରେ ପେନଣ୍ଡ୍ରାଇଭି ଓ ମୋବାଇଲ ରେ ବଡ ବଡ଼ିଆ ଧନୀ ଶାଳୀ ଙ୍କ ଫଟୋ ରହିଛି , ବର୍ତ୍ତମାନ୍ ସମୟ ରେ ପୋଲିସ ର ନିରବତା ସନ୍ଦେହ କୁ ଆହୁରି ବଢ଼ାଉଛି । ପୋଲିସ ଚଢ଼ାଉ ବେଳେ ଦୁଇ ଟି ଦାମିକିଆ ଲାପଟପ୍ , ପେଣ୍ଡ୍ରାଇପି ଓ ୧୦ ଟି ମୋବାଇଲ ଜବତ କରିଛି ପୋଲିସ । ବ୍ଲା-କ ମେଲିଙ୍ଗ ଟଙ୍କା ରେ ପ୍ରସ୍ତୁତ ହୋଇଛି ଆଲିଶିଆନ ବଙ୍ଗଳା ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅର୍ଚ୍ଚନା ନାଗ ମେସେଞ୍ଜର ଚାଟ ର କିଛି ଫଟୋ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଈରାଳ ହେବା ରେ ଲାଗିଛି , ଆପଣ ମାନେ ଏହି ଭିଡିଓ ଟି ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ । ଦେଖାଯାଉ ପେନଣ୍ଡ୍ରାଇଭ ଓ ମୋବାଇଲ ରେ ଥିବା ଧନୀ ଶାଳୀ ବ୍ୟକ୍ତି ଙ୍କୁ ପୋଲିସ୍ ଜେରା କରି ସର୍ଵ ସମ୍ମୁଖ ଆଣୁଛି ନା ଆଉ କଣ କରୁଛି ତାହା ଆଗାମୀ ଦିନ ମାନ ଙ୍କ ସ୍ପଷ୍ଟ ଭାବରେ ଜଣା ପଡି ଯିବ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ରାତି ରେ ମଣିଷ ହୋଇଯାଏ ଭାଲୁ ଓ କରେ ଏମିତି କାର୍ଯ୍ୟ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୋଲିସ ଏକ ଅଜବ ପ୍ରାଣୀ କୁ ଧରିଛି । ଗୋଡ଼ାଇ ଗୋଡ଼ାଇ ଏହି …

Leave a Reply

Your email address will not be published. Required fields are marked *